ବିଜେଡି ହାତରୁ ଗଲା ଅଧ୍ୟକ୍ଷ ପଦ: ମୀରାରାଣି ମହାନ୍ତି ହେଲେ ନୂଆ ବ୍ଲକ ଅଧ୍ୟକ୍ଷା
ମହାକାଳପଡ଼ା,୨୪।୬: ବିଜେଡି ହାତରୁ ଗଲା ମହାକାଳ ପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଭାଜପା ସମର୍ଥିତ ମୀରାରାଣି ମହାନ୍ତି ହେଲେ ନୂଆ ବ୍ଲକ ଅଧ୍ୟକ୍ଷା। ନିର୍ଦ୍ବନ୍ଦ୍ବରେ ବ୍ଲକ ଅଧ୍ୟକ୍ଷାନ ନିର୍ବାଚିତ ହେଲେ ମୀରାରାଣି। ମହାକାଳପଡ଼ା ସଭା ଗୃହଠାରେ ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ଏକ…
ପୁରୀ ପୋଲିସ ରଥଯାତ୍ରା ଆପ୍ ଆରମ୍ଭ, ଜାଣନ୍ତୁ କେମିତି କରିବେ ଚେକିଂ
ପୁରୀ,୨୪ା୬(ଅଜିତ୍ କୁମାର ମହାନ୍ତି): ଆସନ୍ତା ୨୭ ତାରିଖରେ ରଥଯାତ୍ରା। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ‘ପୁରୀ ପୋଲିସ ରଥଯାତ୍ରା ଆପ୍’ ନାମକ ଏକ ଡିଜିଟାଲ୍ ମୋବାଇଲ ଆପ୍…
ମହାପ୍ରଭୁଙ୍କ ମୋଦକ ଚୋରି: ପୂର୍ବରୁ ଯିଏ କାଠ ଚୋରି କରି ଦୀଘା ନେଇଥିଲେ, ମୋଦକ ଚୋରି ପଛରେ ବି ସେମାନଙ୍କ….
ପୁରୀ,୨୪।୬: ପୁରୀ ଶ୍ରୀମନ୍ଦିରରୁ ମୋଦକ ଚୋରି। କିଏ ନେଇଗଲେ ବଡ଼ଠାକୁରଙ୍କ ମୋଦକ? ମୋଦକକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା। ୩ ଠାକୁର ଅସୁସ୍ଥ ଥିଲାବେଳେ ବଡ଼ ଠାକୁରଙ୍କ ପାଇଁ ୧୧୩ ମୋଦକ କମାଣ୍ଡରଙ୍କ ସୁରକ୍ଷାରେ ଆସିଥିଲା । ତାହାକୁ ଶ୍ରୀମନ୍ଦିର…
ଏହି ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା: ଅରେଞ୍ଜ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୨୪।୬(ଅନୁରାଧା ମହାରଣା)- ରାଜ୍ୟରେ ଗତ କିଛି ଦିନ ଧରି ବର୍ଷା ଜାରି ରହିଛି। ୨୯ ତାରିଖ ପଯର୍ୟନ୍ତ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ ତାରିଖ ରଥଯାତ୍ରା ପଡ଼ୁଥିବାବେଳେ କେନ୍ଦୁଝର, ମୟୁରଭଞ୍ଜ,…
ସରକାରଙ୍କ ଯୋଜନା, ଚିନ୍ତାରେ ବିଶେଷଜ୍ଞ: ପର୍ଯ୍ୟଟନ ପାଇଁ କୋହଳ ହେବ ପରିବେଶ କଟକଣା
ଭୁବନେଶ୍ୱର,୨୪ା୬ (ରବିନାରାୟଣ ଜେନା):ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳ (ଇଏସ୍ଜେଡ୍)ରେ ନିର୍ମାଣ ଏବଂ ବ୍ୟବସାୟିକ ଗତିବିଧି ନିଷିଦ୍ଧ ରହିଛି। ଏଭଳିସ୍ଥଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ମେ’ ୩୦ରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ଇଏସ୍ଜେଡ୍…
ପରୀକ୍ଷା ଦେଲେ ଫେରିପାଇବେ ଫି’: ନିଯୁକ୍ତି ପରୀକ୍ଷା ପାଇଁ ବାଧ୍ୟକ ସାଜିବନି ଅର୍ଥ
ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ):ନିଯୁକ୍ତି ପରୀକ୍ଷାରେ ବାଧ୍ୟକ ସାଜିବନି ଅର୍ଥ। ଅନ୍ୟମାନଙ୍କ ଭଳି ଗରିବ ଶ୍ରେଣୀର ପିଲାମାନେ ମଧ୍ୟ ସମସ୍ତ ନିଯୁକ୍ତି ପରୀକ୍ଷା ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ଫି’ ଛାଡ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା…
‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିବା ପାଇଁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୩।୬: ଓଡ଼ିଶା ସରକାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକୁ ୨୦୨୫ ମସିହା ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିବସରେ ଛାତ୍ରଛାତ୍ରୀ ଓ…
ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ…
ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି,୨୩।୬(ମନରଞ୍ଜନ ରଣା/ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ଜଣେ ମହିଳାଙ୍କ ଶାଢୀରେ ନିଆଁ ଲାଗି ପୂରା ଶରୀର ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ…
ନୂଆଦିଲ୍ଲୀରେ ଅସମୟରେ ହେଲା ରଥଯାତ୍ରା: ବିଜେଡି ଉପରେ ବର୍ଷିଲେ ଆଇନ ମନ୍ତ୍ରୀ…
ଭୁବନେଶ୍ୱର, ୨୩।୬: ନୂଆଦିଲ୍ଲୀରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବ୍ୟତୀତ ଅସମୟରେ ରଥଯାତ୍ରା ଆୟୋଜନ ନେଇ ଉଠିଥିବା ବିବାଦ ଉପରେ ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋମବାର ବିରୋଧୀ ବିଜୁ ଜନତା ଦଳ (ବିଜେଡି)କୁ…
ନୋଟିସ ବୋର୍ଡରେ ଟଙ୍ଗାହେବ ପଞ୍ଚାୟତ ଆୟବ୍ୟୟ ହିସାବ
ନୂଆପଡ଼ା,୨୩ା୬ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପଞ୍ଚାୟତ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ ଉପସ୍ଥିତ ଥିଲେ। ଜିଲା ପଞ୍ଚାୟତ ଅଧିକାରୀ ଓରାମ…
ସିଡିପିଓ,କିରାଣିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ: ଅଙ୍ଗନଓ୍ବାଡ଼ି କର୍ମୀ ଚାକିରି କରାଇଦେବି କହି…
ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ…
ଜୁନ ୨୫ରେ ବିଜେଡି ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ପ୍ରତିବାଦ, ମହିଳା…
ଭୁବନେଶ୍ୱର,୨୩।୬: ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ଛାତ୍ର ସଂଗଠନ ଆସନ୍ତା ଜୁନ ୨୫ ତାରିଖରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଏହି ଦଳର ଯୁବ ଓ ଛାତ୍ର ସଂଗଠନ…
Archives


