ରାଜ୍ୟ

ଧବଳେଶ୍ୱର ମନ୍ଦିରରେ ବଡ଼ଓଷା, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତି ଆରମ୍ଭ

ଖୋର୍ଦ୍ଧା,୨୭ା୧୦(ପ୍ରଭାତ ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର…

ମା-ଝିଅଙ୍କୁ ବାନ୍ଧିଦେଲେ, ବଳାତ୍କାର ଧମକ ଦେଇ ଦୁର୍ବୃତ୍ତ ଲୁଟିନେଲେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା

ବଣାଇଁ,୨୭ା୧୦: ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା। ବଣାଇଁ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର…

ନୂଆ ବୁଲେଟ କିଣାକୁ ନେଇ ଚାଲିଥିଲା ପାର୍ଟି: ପ୍ରଥମେ ପିଇଲେ ମଦ, ପରେ ସିଗାରେଟ୍‌ ନ ଦେବାରୁ…

ଜଗତ୍‌ସିଂହପୁର,୨୭ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଉପକଣ୍ଠ ଯୋଗଧାରୀ ଛକରେ ପାନ ଦୋକାନ କରିଥିବା ଗୋପା (ପୋକପୁର) ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଞ୍ଜନ ପୋଥାଳ (୩୮)ଙ୍କୁ ୨୪ ତାରିଖ ରାତିରେ ଖଣ୍ଡାରେ ବୀଭତ୍ସ ଭାବେ ହାଣି ହତ୍ୟା…

ଇ-ଗେଜେଟ୍‌ ନୋଟିଫିକେଶନରେ ଦୁର୍ନୀତି

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ମାନବ ହସ୍ତକ୍ଷେପକୁ ଦୂର କରିବା ସହ ସ୍ବଚ୍ଛତା ଓ ସାଧାରଣ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଇ-ଗେଜେଟ୍‌ ନୋଟିଫିକେଶନ ବ୍ୟବସ୍ଥା କରାଯାଇଛି। ଏଥିରେ ଆଧାର କାର୍ଡ ଓ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟରେ ନାମ ସଂଶୋଧନ ବ୍ୟବସ୍ଥା…

କଲବଲ କଲାଣି ଉପନିର୍ବାଚନ: ନେତାଙ୍କ ଦଖଲରେ ହୋଟେଲ-ଲଜ୍‌, ୩ ଗୁଣା ବଢିଛି ଘରଭଡ଼ା

ନୂଆପଡ଼ା,୨୭।୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଆସନ ଲାଗି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି। ଏହା ଭିତରେ ନୂଆପଡ଼ାରେ ଘରଭଡ଼ା ମିଳିବା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯାହାର ସମାଧାନ ପାଇଁ ପୂର୍ବରୁ ଚିନ୍ତା କରାଯାଇନାହିଁ। ରାଜ୍ୟସ୍ତରରୁ ଆସିଥିବା…

ଆଜି ଇଣ୍ଡିଆ ମେରିଟାଇମ ଓ୍ବିକ୍‌ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧୦(ଅନୁରାଧା ମହାରଣା): ଇଣ୍ଡିଆ ମେରିଟାଇମ ଓ୍ବିକ୍‌(ଆଇଏମ୍‌ଡବ୍ଲୂ୍ୟ) ୨୦୨୫ ସୋମବାର ମୁମ୍ବାଇଠାରେ ଆରମ୍ଭ ହେବ। ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ପରେ ଓଡ଼ିଶା ସ୍ବତନ୍ତ୍ର…

ଧାନ ସଂଗ୍ରହ ଆରମ୍ଭ ନ ହେଉଣୁ ବଢ଼ିଲା ଅଡୁଆ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ମଧ୍ୟ ବସି ନାହିଁ। ଅନ୍ୟପକ୍ଷେ ରବିବାର ବରଗଡ଼ରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନର ବୈଠକ…

ବାତ୍ୟାକୁ ନେଇ ଆକ୍ସନରେ ଜିଲାପାଳ: ୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟି କାର୍ଯ୍ୟ

ଫୁଲବାଣୀ,୨୬ା୧୦(ରାକେଶ କୁମାର ରାଉତ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ। ସୂଚନାଯୋଗ୍ୟ,…

ବିଶ୍ୱସ୍ତରୀୟ ହେବ ବାଲି ଯାତ୍ରା: ଇଣ୍ଡୋନେସିଆ ସହଯୋଗୀ ରାଷ୍ଟ୍ର ଘୋଷଣା

କଟକ,୨୬ା୧୦: ଓଡ଼ିଶାର ବୃହତ୍ତମ ବାଣିଜ୍ୟ ମେଳା କଟକର ବାଲିଯାତ୍ରା ପାଇଁ ଚଳିତ ବର୍ଷ ଇଣ୍ଡୋନେସିଆକୁ ‘ପାର୍ଟନର ଦେଶ’ ଭାବେ ଘୋଷଣା କରାଯାଇଛି। କଟକ ଜିଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି। ପ୍ରାଚୀନ କାଳରେ କଳିଙ୍ଗ ଓ ଇଣ୍ଡୋନେସିଆର ବାଲି, ଜାଭା…

ଆୟୁର୍ବେଦ ମାଧ୍ୟମରେ ଯକୃତ ଓ ପିତ୍ତାଶୟ ରୋଗ ଉପରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୨୬।୧୦: ଆୟୁର୍ବେଦୀୟ ପ୍ରାଚୀନ ଚିକିତ୍ସା ପରମ୍ପରା ଆଧୁନିକ ଚିକିତ୍ସା ବିଜ୍ଞାନର ସମନ୍ବିତ ତଥା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ସିସିଆରଏଏସ ତତ୍ତ୍ୱାବଧାନରେ ଭୁବନେଶ୍ୱରର କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ) ଏବଂ ଆଇସିଏମଆର-ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ର (ଆରଏମଆରସି), ଭୁବନେଶ୍ୱର ମିଳିତ ଭାବେ…

ଆତ୍ମସମର୍ପଣ କଲେ ୨୧ ମାଓବାଦୀ

ରାୟପୁର/ମାଲକାନଗିରି,୨୬ା୧୦: ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୨୧ କ୍ୟାଡର୍‌ ମାଓବାଦୀ। ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ସମସ୍ତେ ସଶସ୍ତ୍ର ସଂଘର୍ଷର ପଥ ପରିତ୍ୟାଗ କରି ଶାନ୍ତି ଏବଂ ପ୍ରଗତିକୁ ଗ୍ରହଣ କରିବାକୁ ଚାହୁଁଥିଲେ। ସେମାନଙ୍କ ନିକଟରୁ…

ଶ୍ୱଶୁର ଘରକୁ ଆସି ନିଖୋଜ ହୋଇଯାଇଥିଲେ, ଆଜି କେନାଲରୁ ମିଳିଲା ମୃତଦେହ; ବଢୁଛି…

ଧର୍ମଶାଳା,୨୬।୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅରଖପଦା ନିକଟ ଦେଇଯାଇଥିବା କେନାଲ ପାଣିରୁ ଏକ ମୃତଦେହ ମିଳିଛି। ମୃତକଜଣଙ୍କ କୁଆଖିଆ ଥାନା ଅନ୍ତର୍ଗତ ଜାବରା ଗ୍ରାମର ସୁନାକର ବାରିକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?