ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।

Image

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଜାରି କରାଯାଇଛି। ଝିଅ ବୟସ ୧୮ରୁ ୩୫ ବର୍ଷ, ପୁଅ ବୟସ ୨୧ରୁ ୩୫ ବର୍ଷ ହୋଇଥିଲେ ମିଳିବ ସହାୟତା ରାଶି। ବିବାହ ପାଇଁ କନ୍ୟାକୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି। ଡିବିଟି ମାଧ୍ୟମରେ ସିଧା ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ଏଥିସହ ବିବାହ ଉପହାର ୧୦ ହଜାର, ଆୟୋଜନ ପାଇଁ ସଂସ୍ଥାକୁ ମିଳିବ ୬ ହଜାର ଟଙ୍କା ମିଳିବ। ବିଧବା, ଦିବ୍ୟାଙ୍ଗ, SC/ST, ଆର୍ଥିକ ଅନଗ୍ରସରଙ୍କୁ ମଧ୍ୟ ମିଳିବ ସହାୟତା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ

କୋରାପୁଟ,୨୩।୧(ଅମିତାଭ ବେହେରା ): ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା…

ବସ୍‌ ଧର୍ମଘଟ ଡାକରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପ୍ରତ୍ୟାହୃତ ହେଲା…

ଭୁବନେଶ୍ୱର,୨୩।୧: ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ। ଶନିବାର ଠାରୁ ବସ୍‌ ଧର୍ମଘଟ  ଡାକରା ଦେଇଥିଲା ଘରୋଇ ବସ୍‌ ମାଲିକ ସଂଘ। ମାଲିକ ସଂଘ ବୈଠକ ପରେ ଏହି…

କ୍ରିକେଟ୍‌ ପଡ଼ିଆରେ ବଡ଼ ଅଘଟଣ: ଖେଳାଳିଙ୍କ ବେକରେ ବାଜିଲା ବଲ୍‌, ଯନ୍ତ୍ରଣାରେ ଛଟପଟ ପରେ…ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୧: କ୍ରିକେଟ ପଡ଼ିଆରେ ପ୍ରାୟତଃ ଦୁର୍ଘଟଣା ଘଟେ। ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏପରି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦…

ରାଣୀଙ୍କୁ ନେଇ ଏମିତି କହିଦେଲେ ଅନୁଷ୍କା ଶର୍ମା

ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ-୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରଟି ନିକଟରେ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। କେବଳ…

ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!

ଭୁବନେଶ୍ୱର,୨୩।୧: ବିଜେଡିକୁ ଭାରି ପଡ଼ିଲାକି ଅରବିନ୍ଦ ସମର୍ଥକଙ୍କ ମେଳି। ପୁନର୍ବିଚାର କରାଯିବ କହିଲେ ସମର୍ଥକ। ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି।…

କେଉଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରନ୍ତି ଅଧିକ ଟଙ୍କା? ଲିଷ୍ଟରେ ଓଡ଼ିଶାର ସ୍ଥାନ…

ନୂଆଦିଲ୍ଲୀ,୨୩।୧: ଜାନୁଆରୀ 2026 ରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ପଞ୍ଜାବ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ…

UPI ଏବଂ BHIMରେ କ’ଣ ତଫାତ ,ଟ୍ରାନ୍ଜାକ୍ସନ ଲିମିଟ୍‌ କେତେ? ଜାଣନ୍ତୁ ସବିଶେଷ…

ନୂଆଦିଲ୍ଲୀ,୨୩।୧: ଆଜିର ଡିଜିଟାଲ୍ ଯୁଗରେ ଭାରତରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ UPI ଦ୍ୱାରା ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି। କିନ୍ତୁ ଅନେକେ UPI ଏବଂ BHIM…

ପାଟକୁରାରୁ ମାଡିଆସିଲେ ଅରବିନ୍ଦଙ୍କ ଶହ ଶହ ସମର୍ଥକ: ବଢ଼ିଲା ନବୀନ ନିବାସ ସୁରକ୍ଷା

ଭୁବନେଶ୍ୱର,୨୩।୧: ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି। ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri