ରାଜ୍ୟ

ମାମୁଘରକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଶିଶୁକନ୍ୟାର ଜୀବନ

ଦେବଗଡ଼,୧ା୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା ଅଧୀନ ନାଉଲିପଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମାମୁଘରକୁ ଆସି ପୋଖରୀକୁ ଏକୁଟିଆ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶିଶୁକନ୍ୟା ସୁନ୍ଦରଗଡ଼…

ଅଲିଭ ରିଡଲେଙ୍କ ପାଇଁ ତତ୍ପର ପ୍ରଶାସନ: ଋଷିକୂଲ୍ୟାରେ ଆରମ୍ଭହେଲା

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆଉ କିଛି ଦିନ ପରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହେବ । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା…

ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଥିଲେ ଅଭିଯୁକ୍ତ, ସିନ୍‌ ରିକ୍ରିଏସନ୍‌ବେଳେ କହିଲେ ଏମିତି…

ଭୁବନେଶ୍ୱର,୧ା୧୧: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତଙ୍କୁ ଧରି କ୍ରାଇମ୍‌ ସିନ ରିକ୍ରିଏସନ୍‌ କରିଛି ପୋଲିସ। ମୃତକ ଜଣକ ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବୋଲି ସୂଚନାରୁ ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତାରୁ ମୃତକଙ୍କୁ ମାରି…

୩ ତାରିଖରେ ଏହି ୪ ଜିଲାରେ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର,୧ା୧୧: ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି କରିଛନ୍ତି ଆର୍‌ଡିସି। କନ୍ଧମାଳ ଜିଲାର ବାଲିଗୁଡ଼ା ଉପଖଣ୍ଡରେ ବି ସରକାରୀ ଛୁଟି ଘୋଷଣା କରାଯାଇଛି। କାର୍ତ୍ତିକ…

ଅଲୋଡ଼ା ଶିଶୁ କନ୍ୟା: ବ୍ୟାଗରେ ପଡ଼ିଛି ନବଜାତ

ମୋରଡ଼ା(ସ୍ମାରକ ମାଜୀ)/ରାସଗୋବିନ୍ଦପୁର(ସତ୍ୟବାଦୀ ପରିଡ଼ା),୧ା୧୧- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ପୋଲିସ ଶୁକ୍ରବାର ଏକ ନବଜାତ ଶିଶୁ କନ୍ୟା ମୃତଦେହ ଜବତ କରିଛି। ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ସମୟରେ ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ଛକଠାରୁ ୨୦୦ ମିଟର ଦୂର ଏକ…

ରଶି ଲଗାଇ ଝୁଲି ପଡ଼ିଲେ ବୃଦ୍ଧ ଦମ୍ପତି, କାରଣ ଖୋଜୁଛି ପୋଲିସ

ବରଗଡ଼,୧ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଖୁଣ୍ଟପାଲି ପଞ୍ଚାୟତର ଗଞ୍ଝିଆଟିକ୍ରାରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବୃଦ୍ଧ ଦମ୍ପତି ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକମାନେ ହେଲେ,…

ଜିଲାପାଳଙ୍କ ନାଁରେ ଫେକ୍‌ ଆଇଡି ଖୋଲି ଟଙ୍କା ମାଗୁଥିବା ଅଭିଯୋଗ

ବିନିକା: ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁଙ୍କ ନାଁରେ ଫେକ୍‌ ଆଇଡି ଖୋଲାଯାଇଛି। ସୋସିଆଲ ମିଡିଆରେ ଫେକ୍‌ ଆଇଡି ଖୋଲି କେହି ଦୁର୍ବୃତ୍ତ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳଙ୍କ ନଜରକୁ ଏହା ଆସିବା ପରେ ଠକାମୀରୁ ଦୂରେଇ ରହିବା ପାଇଁ…

ଓଡ଼ିଶାକୁ ବଡ଼ ଉପହାର ଦେଲେ ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱରରେ ହେଲା…

ଭୁବନେଶ୍ୱର,୧।୧୧: ଓଡ଼ିଶାକୁ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ର୍ନିମାଣ ୟୁନିଟ)ର ଭୂମିପୂଜନ ସମାରୋହରେ ସେ ଭିସି ମାଧ୍ୟମରେ ଯୋଗଦେଇଛନ୍ତି । ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆର ଦୃଷ୍ଟିକୋଣ ସହିତ…

ରାସନ ଚାଉଳକୁ ନେଇ ବଡ଼ ଅପଡେଟ୍: ବନ୍ଦ ହେବ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ…

ବାତ୍ୟା ପରେ ଆସୁଛି ଲଘୁଚାପ, ବଙ୍ଗୋପସାଗରରେ ବଡ଼ ହଲଚଲ

ଭୁବନେଶ୍ୱର,୧ା୧୧: ପାଣିପାଗକୁ ନେଇ ନୂଆ ଅପଡେଟ୍‌ । ଆସୁଛି ଆଉ ଏକ ଲଘୁଚାପ । ଚାଲିଯାଇଛି ବାତ୍ୟା ମୋନ୍ଥା । କିନ୍ତୁ ଏବେ ପାଣିପାଗକୁ ନେଇ ପୁଣି ବଡ଼ ଖବର ମିଳିଛି । ଆସୁଛି ଆଉ ଏକ ଲଘୁଚାପ । ବାତ୍ୟା…

ଏମାନଙ୍କୁ ମିଳିବ ୧୦ ହଜାର ଟଙ୍କା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧।୧୧: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ। ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା। ‘ସୁଭଦ୍ରା’ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଲାଗି ନଭେମ୍ବର…

ବବିଙ୍କ ନାଁରେ ରୁଜୁ ହେଲା ମାମଲା: ଏଭଳି କରିଥିବା ସାଂଘାତିକ ଅଭିଯୋଗ ପରେ…

ନୂଆପଡ଼ା,୧।୧୧: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?