ରାଜ୍ୟ

ଯୋଗାଣ ସହାୟିକା ବିରୋଧରେ ସାଂଘାତିକ ଅଭିଯୋଗ: ହିତାଧିକାରୀଙ୍କ ଦସ୍ତଖତ ନକଲକରି…

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଯୋଗାଣ ସହାୟିକା ରାଜେଶ୍ୱରୀ ଗୌଡ଼ଙ୍କ ବିରୋଧରେ ସୋମବାର ଜନଜାତି ବହୁଳ ଅଶୋକ ନଗର, ସଅ ଢେପ, ରାଧା ନଗର ପ୍ରଭୃତି ଗ୍ରାମର ବହୁସଂଖ୍ୟକ ମହିଳା ପୁରୁଷ ବ୍ଲକ କାର୍ଯ୍ୟାଳୟରେ…

ସ୍ବାମୀ ମୃତ୍ୟୁର ୨ଘଣ୍ଟା ପରେ ଜନ୍ମ ହେଲା ଝିଅ

ନାକଟିଦେଉଳ, ୧୦ା୧୧(ବୈକୁଣ୍ଠନାଥ ସାହୁ): ବିଧିର ବିଧାନ ବଡ଼ ବିଚିତ୍ର। ବାଇକ୍‌ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁର ୨ଘଣ୍ଟା ପରେ କନ୍ୟା ସନ୍ତାନ ଜନ୍ମଦେଲେ ସ୍ତ୍ରୀ। ଏପଟେ ଜନ୍ମର କେଇ ଘଣ୍ଟା ପୂର୍ବରୁ ବାପଛେଉଣ୍ଡ ହୋଇଗଲା ନିଷ୍ପାପ ଶିଶୁ। ଆସନ୍ନ ପ୍ରସବା ସ୍ତ୍ରୀଙ୍କୁ ଦେଖି…

ନୂଆପଡ଼ା ଉପନିର୍ବାଚନ: ଆସନ୍ତାକାଲି ନିର୍ଦ୍ଧାରଣ ହେବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ

ନୂଆପଡ଼ା,୧୦।୧୧: ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ନଭେମ୍ବର ୧୧ (ମଙ୍ଗଳବାର) ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମୋଟ୍ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୪ ଜଣ…

ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

ଭୁବନେଶ୍ୱର,୧୦।୧୧: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ECIଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି କରିଛନ୍ତି।…

ଓଡ଼ିଶାରେ ଖେଳିବ ଶୀତଲହରୀ: ୬ ଜିଲାକୁ ଆଇଏମଡିର ୱାର୍ଣ୍ଣିଂ

ଭୁବନେଶ୍ୱର,୧୦।୧୧: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ଖୋର୍ଦ୍ଧା, କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ଏବଂ ସୁନ୍ଦରଗଡ଼ ସମେତ ଅନେକ ଜିଲା ପାଇଁ ଶୀତଲହରୀ ସତର୍କତା ଜାରି କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ…

ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲ୍‌ଡୋଜର

ବଡ଼ବିଲ,୧୦।୧୧: କେନ୍ଦୁଝର ଜିଲା ବଡ଼ବିଲରେ ବୁଲିଲା ବୁଲ୍‌ଡୋଜର। ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ୪ ଅଭିଯୁକ୍ତଙ୍କ ଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ…

ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କୁ ମିଳୁନି ଶୁଦ୍ଧ ପାନୀୟ ଜଳ, ବଣଭୋଜି ପାଇଁ ଆସି ହେଉଛନ୍ତି ହଟହଟା

ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): ଆସିଲା ପର୍ଯ୍ୟଟନ ଋତୁ। ଦୈନିକ ଶହ ଶହ ପର୍ଯ୍ୟଟକ ପରିବାର ସାଙ୍ଗସାଥୀ ସହ ଆସି ଦାରିଙ୍ଗବାଡ଼ି ବୁଲିବା ସହ ବଣଭୋଜି କରି ମଜା ନିଅନ୍ତି। ଦାରିଙ୍ଗବାଡ଼ିର ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଥିବା ବେଳେ କିସୁବାଡ଼ି ଜଳପ୍ରପାତ, ଡୁଲୁରୀ ପାଇନବଣ ଏବଂ…

ପଣସ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ମୋହନା,୧୦ା୧୧(ମନ୍ମଥ ମିଶ୍ର): ପଣସ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଛି। ମୃତ ଯୁବକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ ମାଣିକପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ଦଳାଇଙ୍କ ସାନ ପୁଅ କୁମୁଦ(୨୫)। ଚନ୍ଦ୍ରଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ…

ରାଜଧାନୀରେ ଖସୁଛି ତାପମାତ୍ରା: ୪ ଦିନରେ ଖସିଲାଣି ୪.୬ ଡିଗ୍ରୀ ପାରଦ

ଭୁବନେଶ୍ୱର,୧୦।୧୧: କିଛି ଦିନ ହେଲା ରାଜ୍ୟରେ ପାରଦ ତଳ ମୁହାଁ ରହିଛି। ଏପରିକି ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପାରଦ ତଳକୁ ଖସି ଶୀତ ବଢିବାରେ ଲାଗିଛି। ଗତ ୪ ଦିନ ମଧ୍ୟରେ ରାଜଧାନୀର ତାପମାତ୍ରା ୪.୬ ଡିଗ୍ରୀ ତଳକୁ ଖସ ଆସିଛି।…

ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ, ତାପମାତ୍ରା ରହିଛି…

ଜି.ଉଦୟଗିରି,୧୦ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସନ୍ଧ୍ୟାଠାରୁ ଶୀତ କ୍ରମଶଃ ବୃଦ୍ଧି ଘଟିଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ,…

ନୂଆପଡ଼ା ଉପନିର୍ବାଚନ: ସକାଳ ୭ରୁ ମତଦାନ ଆରମ୍ଭ, ରହିଛି ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌

ନୂଆପଡ଼ା,୧୦।୧୧(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବ। ଏହି ନିର୍ବାଚନମଣ୍ଡଳୀରେ ମୋଟ ୩୫୮ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍‌। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି…

ହେଲିକପ୍ଟରରେ ନୂଆପଡ଼ା ଯିବେ ପୋଲିଂ ପାର୍ଟି

ନୂଆପଡ଼ା,୧୦ା୧୧(ମକାରୁ ବେମାଲ): ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଅନୁଷ୍ଠିତ ହେବ ନୂଆପଡ଼ା ଉପନିର୍ବାଚନ। ଏନେଇ ପୋଲିଂ ପାର୍ଟି ହେଲିକପ୍ଟରରେ ନୂଆପଡ଼ା ଯିବେ ବୋଲି ବ୍ୟବସ୍ଥା କରାଯାଇଛି। ସୁନାବେଡ଼ା ପୋଲିଂ ପାର୍ଟି ପାଇଁ ୨ଟି ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରାଯାଇଛି। ଏହି ହେଲିକପ୍ଟର ଗୋତମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?