ରାଜ୍ୟ

ଆଦିବାସୀ ଯୁବତୀଙ୍କୁ ଅସଦାଚରଣ କରି ବେଫିକର ବୁଲୁଛନ୍ତି ଅଭିଯୁକ୍ତ, ସପ୍ତାହକ ପରେ ବି…

ଅମରପାଲି,୧୪ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର (ଠେଙ୍ଗୋ ଡ୍ୟାମ୍‌) ଫାଣ୍ଡି ଅଧିନସ୍ଥ ଦୁର୍ଜନତୈଲା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ସହିତ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ଯୁବତୀ…

ଚପଲ କାଢ଼ି, ‘ଜୟ ଜଗନ୍ନାଥ’ କହି ଓଡ଼ିଆ ଭଜନ ଗାଇଲେ ଶ୍ରେୟା ଘୋଷାଲ୍; ଝୁମିଲେ ଲକ୍ଷାଧିକ ଦର୍ଶକ

କଟକ,୧୪ା୧୧: ଐତିହାସିକ ବାଲିଯାତ୍ରାର ଅବଧି ବୃଦ୍ଧି ହେବା ପରେ ଗୁରୁବାର ଥିଲା ଏହାର ଶେଷ ସାଂସ୍କୃତିକ ସନ୍ଧ୍ୟା। ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚରେ ଆୟୋଜିତ ‘ବଲିଉଡ୍ ନାଇଟ୍‌’ରେ ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ୍ ନିଜ ସଙ୍ଗୀତର ଯାଦୁରେ ଲକ୍ଷାଧିକ…

ଆନ୍ଦୋଳନ ଭୟ: ପୋଲିସ ରାତି ଅଧିଆ ଚାଷୀନେତାଙ୍କୁ ଉଠାଇ ନେଇ…

ବରଗଡ଼/ଅତାବିରା,୧୪ା୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର ): ଧାନ ବିକ୍ରି ପଞ୍ଜୀକରଣ ଦାବିରେ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଧାରଣା ଚାଲିଛି। ଚାଷୀମାନେ ନିଜର ହକ୍‌ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଛନ୍ତି।…

କେନ୍ଦ୍ରାପଡ଼ା ପୋଲିସକୁ କେନ୍ଦୁଝରରେ ଆକ୍ରମଣ: ପୋଲିସଠାରୁ ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଲେ ଦୁର୍ବୃତ୍ତ

ହାଟଡିହୀ,୧୪ା୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଞ୍ଚଳକୁ ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରି କେନ୍ଦ୍ରାପଡ଼ା ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଯାଉଥିବାବେଳେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ ପୋଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିଛନ୍ତି। ଏନେଇ ଥାନାରେ…

ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ଶୁକ୍ରବାର ସକାଳ ଅର୍ଥାତ୍‌ ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଏବଂ ଏହାର ୩୦ମିନିଟ୍‌ ପରେ ଇଭିଏମ୍‌ ଭୋଟ ଗଣତି ଆରମ୍ଭ ହୋଇଯିବ। ନୂଆପଡ଼ା ନ୍ୟାଶନାଲ କଲେଜଠାରେ ଭୋଟ ଗଣତି…

ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼: ଠେଲାପେଲାରେ ୨ ଅଚେତ୍‌

କଟକ,୧୩।୧୧: କଟକ ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଛି। ଏପରିକି ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା ହୋଇ ୨ଜଣ ଦର୍ଶକ ଅଚେତ୍‌ ହୋଇଯାଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ଯୋଗେ ୨ ଅଚେତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।…

ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ: ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା ଇସ୍ପାତ ଟ୍ରେନ

ଭବାନୀପାଟଣା,୧୩।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାରଣ ଇସ୍ପାତ ଏକ୍ସପ୍ରେସ ଟ୍ରେନ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ନେଇଁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଫଳାଫଳ କାଉନ୍‌ଡାଉନ୍‌ ଆରମ୍ଭ: ରାତିପାହିଲେ ମିଳିବ ନୂଆ ନେତା

ନୂଆପଡ଼ା,୧୩ା୧୧(ମକାରୁ ବେମାଲ): ୧୯୫୧ଠାରୁ ୨୦୨୪ ପର୍ଯ୍ୟନ୍ତ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୮ ଜଣ ନେତାଙ୍କୁ ପରଖିଲେଣି ନୂଆପଡ଼ା ମତଦାତା। ଓଡ଼ିଶା ବିଧାନସଭା ନିର୍ବାଚନ ଆରମ୍ଭ ହେବାଠାରୁ ୨୦୨୪ ପର୍ଯ୍ୟନ୍ତ ଅନୁପ ସିଂଦେଓ, ଚୈତନ୍ୟ ମାଝି, ଜଗନ୍ନାଥ ପଟ୍ଟନାୟକ, ଓମ୍‌କାର ସିଂ ମାଝି, ଭାନୁ…

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଥାନା ASI

ଭୁବନେଶ୍ୱର, ୧୩। ୧୧(ତ୍ରିନାଥ ମହାନ୍ତି): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ଥାନା ASI ସୋମନାଥ ପଲେଇ। ଏକ ପାରିବାରିକ ବିବାଦର ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ASI ସୋମନାଥ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି।…

ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍‌, ସୂଚନା ଦେଇ ପୂର୍ତ୍ତମନ୍ତ୍ରୀ କହିଲେ ଏଣିକି…

ଭୁବନେଶ୍ୱର,୧୩ା୧୧: ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍‌। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ…

ଭାଙ୍ଗିଗଲାଣି ଚନ୍ଦ୍ରମଣିଙ୍କ ଘରଦ୍ୱାର, କେବଳ ଭଗବାନଙ୍କ ଭରସାରେ…

ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମରେ ବୃଦ୍ଧା ଚନ୍ଦ୍ରମଣି ବେହେରାଙ୍କ ଘର। ଦୀର୍ଘବର୍ଷ ହେବ ସ୍ବାମୀ ଗୋପୀନାଥ ବେହେରା ଆରପାରିକୁ ଚାଲି ଗଲେଣି। ପୁଅ ଝିଅ କିଏ ନ ଥିବା ସ୍ବାମୀଙ୍କ ଅକାଳ ବିୟୋଗରେ…

ଲାଞ୍ଚ ନେଇ ଧରାପଡ଼ିବା ପରେ ଭଡ଼ାଘରେ ଚାଲିଛି ଚଢ଼ାଉ

ବଲାଙ୍ଗୀର,୧୩ା୧୧(ସୁନିଲ କୁମାର ମହାନ୍ତି): ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍‌ସନ୍‌ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?