ଆବାସ ଯୋଜନା ବାଟବନା:ପଲିଥିନ୍ ଢପା ଭଂଗା ଘରେ ଗରିବ ପରିବାର
ଖପ୍ରାଖୋଲ, ୨୮ା୬(ଡି.ଏନ.ଏ.): ଗରବ୍ ଦୁଖି ପରିବାର ଲାଗି ମୁଡ଼ ଗୁଁଜ୍ବାକେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ଇନ୍ଦିରା ଆବାସ, ମୋ କୁଡ଼ିଆ ଲେଖେଁ ଅନେକ ଆବାସ ଯୋଜନା କାଯ୍କାରୀ ହେଉଛେ। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଁଚେତ୍ ଅଧୀନ…
ଆଜି ରାଜ୍ୟ ବଜେଟ
ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ ଗୃହରେ ଆଗତ କରିବେ। ଚଳିତ ଆର୍ଥିକ ବର୍ଷ ଲାଗି…
ଢେଙ୍କାନାଳରେ ଆରମ୍ଭ ହେବ ଶିକ୍ଷାଭିତ୍ତିକ ପାଇଲଟ ପ୍ରୋଜେକ୍ଟ: ‘ବାଙ୍କା’ରେ ଭିତ୍ତିଭୂମି ପରଖିଲା ଶିକ୍ଷା ବିଭାଗ ଟିମ୍
ଢେଙ୍କାନାଳ ଅଫିସ, ୨୮।୬- ଶିକ୍ଷାକ୍ଷେତ୍ରରେ ପଛରେ ପଡ଼ିଛି ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ମାଟ୍ରିକ୍ ପରୀକ୍ଷାରେ ଜିଲାର ପ୍ରଦର୍ଶନ ରାଜ୍ୟସ୍ତରରେ ଆଖିଦୃଶିଆ ହୋଇପାରିନାହିଁ। ଶିକ୍ଷା କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ହେଉନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଥିବା ଶିକ୍ଷା ବିଭାଗ…
ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍
ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ ନିର୍ମାଣ ହେଉନି। ଫଳରେ ବର୍ଷା ଦିନେ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ସେଠାରେ ଥିବା ଏକ…
ଚାଲିଛି ତାଲା ବନ୍ଦ, ଖୋଲା ଅଭିଯାନ: ଦ୍ୱନ୍ଦ୍ୱରେ ଘରୋଇ ଶିକ୍ଷାନୁଷ୍ଠାନ ଅଭିଭାବକ
ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ କରି ବେନିୟମ ଭାବେ ଚଳାଇଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଜଗନ୍ନାଥପ୍ରସାଦ, ଭଞ୍ଜନଗର, ବେଲଗୁଣ୍ଠା ସମେତ ପ୍ରମୁଖ ବ୍ଲକର କିଛି ଶିକ୍ଷାନୁଷ୍ଠାନକୁ ସୋମବାର ସିଲ୍ କରି ଦିଆଯାଇଥିଲା। କିନ୍ତୁ ଚଳିତମାସ ୩୦ ପର୍ଯ୍ୟନ୍ତ…
ସରକାରୀ ବସ୍ ଛାତ ଉପରେ ଯାତ୍ରୀ ପରିବହନ: ଓଏସ୍ଆର୍ଟିସି ଇନ୍ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ
ଦାରିଙ୍ଗବାଡି,୨୮ା୬(ଡି.ଏନ୍.ଏ.) – ହାତିମୁଣ୍ଡା ଠାରୁ ଫୁଲବାଣୀ ଯାତାୟତ କରୁଥିବା ସରକାରୀ ବସ୍ରେ ବେଆଇନ ଭାବେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ବୁହାଯାଉଛି। ଏହି ଘଟଣାରେ ଆଞ୍ଚଳିକ ପରିବହନ ବିଭାଗର ଏମ୍ଭିଆଇ ଗତିକୃଷ୍ଣ ସାମନ୍ତରାୟ ଓଏସ୍ଆରଟିସି ବିଭାଗର ଇନ୍ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ ସହ…
କାଗଜକଲମରେ ସୀମିତ ବିଜୁ ପକ୍କାଘର: ଇନ୍ଦିରା ଆବାସ ଯୋଜନା ଦିଗହରା
ତେଲକୋଇ, ୨୮।୬(ଡି.ଏନ.ଏ.)- ତେଲକୋଇ ଅଞ୍ଚଳର ଆଦିବାସୀବହୁଳ ଅଞ୍ଚଳରେ ବିଜୁ ପକ୍କାଘର, ଇନ୍ଦିରା ଆବାସ ଯୋଜନା ଦିଗହରା ହୋଇପଡିଛି । ଏହି ଅଞ୍ଚଳରେ ଉକ୍ତ ଯୋଜନା କେବଳ କାଗଜପତ୍ରରେ ସଫଳତା ଲାଭ କରିଥିବା ବେଳେ ଅଧିକାଂଶ ଘର ଅଧାରେ ରହିଛି। ଜିଲା ପ୍ରଶାସନ…
ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷା
ବାଲେଶ୍ୱର ଅଫିସ, ୨୮ା୬- ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତ୍କ୍ଷେପଣ କେନ୍ଦ୍ରରୁ ଗୁରୁବାର ରାତି ୮ଟା ୩୦ ମିନିଟ୍ରେ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷା କରାଯାଇଛି। ରାତ୍ରକାଳୀନ ଏହି ପରୀକ୍ଷା ସଫଳ ହୋଇଥିବା ବିଭଗୀୟ ସୂତ୍ରରୁ…
‘ଭାରତୀୟ ସଂସ୍କୃତି ପ୍ରତି ବିଶ୍ୱ ଆକର୍ଷିତ
ଛତ୍ରପୁର,୨୭।୬(ଡି.ଏନ.ଏ.)-ଭାରତର ସଂସ୍କୃତି ଓ ଆଧ୍ୟାମତ୍ିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ପୂର୍ବରୁ ବିଭିନ୍ନ ଦେଶର ବିଦ୍ୱାନମାନେ ଆସି ନିଜକୁ ଏଥିରେ ସମର୍ପି ଦେଇଛନ୍ତି। ଭାରତର ସନ୍ଥ, ମୁନି ଋଷିମାନେ ବିଶ୍ୱରେ ଚୈତନ୍ୟ ଭରି ଦେଇଛନ୍ତି। ତେଣୁ ସମସ୍ତ ଭାରତୀୟ ଗର୍ବ ଅନୁଭବ…
ଓୟୁଏଟି ଯୁଗ୍ମ ନିର୍ଦ୍ଦେଶକଙ୍କ କେବିକେ ପରିଦର୍ଶନ
ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଓୟୁଏଟି ଯୁଗ୍ମ ନିର୍ଦ୍ଦେଶକ (ସମ୍ପ୍ରସାରଣ ନିର୍ଦ୍ଦେଶାଳୟ) ଡ. ପ୍ରସନ୍ନଜିତ ମିଶ୍ର ଗୁରୁବାର ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର (କେବିକେ) ପରିଦର୍ଶନ କରିଥିଲେ। କେନ୍ଦ୍ରର ବୈଜ୍ଞାନିକମାନଙ୍କ ସହ ଜଳବାୟୁକୁ ଦେଖି କିଭଳି ଚାଷ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ। ଏହାପରେ…
ଚାକିରି ନଁ।ରେ ଅର୍ଥ ଲୁଟ୍ ଘଟଣା:`ଯୁବକ କୋର୍ଟ ଚାଲାଣ
ଫୁଲବାଣୀ ଅଫିସ, ୨୭।୬-ଚାକିରି ଦେବା ନାମରେ କନ୍ଧମାଳର ଯୁବକଙ୍କଠାରୁ ବ୍ୟାପକ ପରିମାଣର ଅର୍ଥ ଲୁଟ୍ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ଆସୁଛି ରଥଯାତ୍ରା, ଭାଙ୍ଗିଛି ମଠବାଡ଼ି: ହୀନସ୍ତା ହେବେ ସାଧୁସନ୍ଥ, ଶ୍ରଦ୍ଧାଳୁ
ପୁରୀ ଅଫିସ, ୨୭ା୬: ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମେତ ବହୁ ସାଧୁସନ୍ଥ ଆସିବେ। ହେଲେ ଚଳିତବର୍ଷ ଏମାନେ ଆଶ୍ରୟ ନେବାକୁ ହୀନସ୍ତା ହେବା ଜଳ ଜଳ ଦିଶୁଛି। ବାତ୍ୟାରେ ଭାଙ୍ଗିଯାଇଥିବା ପୁରୀର ମଠବାଡ଼ି ଏ…
Archives


