ବାତ୍ୟା ଅମ୍ଫନ୍ ପ୍ରଭାବ: ସର୍ବାଧିକ ବର୍ଷା, ପବନ ରେକର୍ଡ
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ଫନ୍। ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା, ପବନ ଲାଗି ରହିଛି। କେଉଁଠି ରାତି ସାରା ଝିପି ଝିପି ବର୍ଷା ହେଉଛି…
ବିଏମସିର ନୂଆ ଗାଇଡଲାଇନ: ଖୋଲିବ ସ୍ପା, ସେଲୁନ ଓ ପାର୍ଲର
ଭୁବନେଶ୍ୱର,୧୯।୫(ବ୍ୟୁରୋ)-ଗତ ୧୮ ତାରିଖରୁ ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଜାରି ହୋଇଛି। ଏ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଥିବାବେଳେ ମଙ୍ଗଳବାର ଭୁବନେଶ୍ୱର ପାଇଁ ବିଏମସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି।…
‘ଅମ୍ଫନ୍’ ମୁକାବିଲା ନିମନ୍ତେ ପହଞ୍ଚିଲେଣି ୩୧ ଟିମ୍: ମଧ୍ୟରାତ୍ର ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ଘଣ୍ଟାକୁ ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି ‘ଅମ୍ଫନ’। ଏବେ ଏହା ପାରାଦୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ ରହିଛି। ବାତ୍ୟା ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳଦେଇ ସୁନ୍ଦରବନ ନିକଟରେ…
ଆସୁଛି ‘ଅମ୍ଫନ୍’: ବିଳମ୍ବିତ ରାତିରେ ବଢ଼ିପାରେ ପବନର ବେଗ; ବୁଧବାର ୧୨-୨ଟା ମଧ୍ୟରେ ଅତିକ୍ରମ କରିବ ଓଡ଼ିଶା
ଭୁବନେଶ୍ୱର,୧୯।୫(ବ୍ୟୁରୋ): ‘ଅମ୍ଫନ୍’ ଏବେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଲାଣି। ଘଣ୍ଟାକୁ ୧୮ କିମି ବେଗରେ ଏହା ସ୍ଥଳଭାଗ ମୁହାଁ ହେଉଛି। ବୁଲବୁଲ୍ଠାରୁ ଏହାର ତିବ୍ରତା ଅଧିକ ରହିବ। ହେଲେ ସମାନ ଅଞ୍ଚଳରେ ଅମ୍ଫନର ପ୍ରଭାବ ପଡ଼ିବ। ମଙ୍ଗଳବାର ବିଳମ୍ବିତ ରାତିରୁ ଓଡ଼ିଶାର…
ଗତି ବଢ଼ାଇ ସ୍ଥଳଭାଗ ମୁହାଁ ଅମ୍ଫନ: ପାରାଦୀପଠାରୁ ୩୫୦ କିମି ଦୂରରେ; ଲ୍ୟାଣ୍ଡଫଲ୍ ବେଳେ ୧୮୫ କିମି ରହିବ ପବନର ବେଗ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ୍’ ପ୍ରଥମେ ମହାବାତ୍ୟା ଏବଂ ଏବେ ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଲାଣି। ଏବେ ଏହା ପାରାଦୀପଠାରୁ ୩୫୦ କିମି ଏବଂ ଦୀଘାରୁ ୫୧୦ କିମି ଦୂରରେ ରହିଛି।…
ଅମ୍ଫନ ମୁକାବିଲା: ଚାନ୍ଦବାଲି, ବାସୁଦେବପୁରରେ ହାଇଆଲର୍ଟ ଜାରି
ଭଦ୍ରକ ଅଫିସ, ୧୯।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ପନ’ ସହ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏ ନେଇ ଭଦ୍ରକ ଜିଲା ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ହାଇଆଲର୍ଟ ଜାରି କରିଛନ୍ତି ଜିଲା ପ୍ରଶାସନ। ଏହି ସ୍ଥାନଗୁଡ଼ିକରେ ପବନର…
ପୋଲିସ କର୍ମଚାରୀଙ୍କୁ କରୋନା: ଟୁଇଟ୍ କରି ସୂଚନା ଦେଲା କମିଶନରେଟ ପୋଲିସ
ଭୁବନେଶ୍ୱର, ୧୯।୫(ବ୍ୟୁରୋ): ଭୁବନେଶ୍ୱରର ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ମଙ୍ଗଳବାର ଟୁଇଟ୍ କରି ସୂଚନା ଦିଆଯାଇଛି। ସମ୍ପୃକ୍ତ କର୍ମଚାରୀ ଛୁଟିରୁ ଫେରିଥିବାରୁ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ଏହା ପରେ ସେ…
କ୍ୱାରାଣ୍ଟାଇନ ସେଣ୍ଟରରେ ଡାଲିରୁ ବାହାରିଲା ଝିଟିପିଟି: ଏହାକୁ ଖାଇ ୫ ଅସୁସ୍ଥ
ଛତ୍ରପୁର, ୧୯।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମହାନାଦପୁର ପଞ୍ଚାୟତ ଖୁରିଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ତଥା ଅନ୍ତେବାସୀଙ୍କୁ ସୋମବାର ରାତିରେ ଖାଇବାକୁ ଦିଆଯାଇଥିଲା। ୨୯ ଅନ୍ତେବାସୀ ରାତ୍ରି ଭୋଜନ ଖାଇ ସାରିଥିବାବେଳ ବେଳ ୨ ଜଣ…
CORONAVIRUS UPDATE: ଭୁବନେଶ୍ୱରକୁ ଫେରିଲା କରୋନା; ୨ ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୧୯।୫(ବ୍ୟୁରୋ): ମାତ୍ର କେଇଘଣ୍ଟା ପରେ ପୁଣି ଥରେ ଭୁବନେଶ୍ୱରକୁ କରୋନା ଫେରିଛି। ସୋମବାର ଭୁବନେଶ୍ୱରକୁ କରୋନା ମୁକ୍ତ ବୋଲି ଘୋଷଣା କରାଯାଇଥିବା ବେଳେ ଏଠାରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୨ ଆକ୍ରାନ୍ତଙ୍କ…
ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ବାତ୍ୟା ଅମ୍ଫନ: ଉତ୍ତର ଓ ଉପକୂଳ ଓଡ଼ିଶାରେ ପବନ ବହିବା ସହ ହେବ ପ୍ରବଳ ବର୍ଷା; ସୂଚନା ଦେଲେ ଏସ୍ଆର୍ସି
ଭୁବନେଶ୍ୱର, ୧୯।୫(ବ୍ୟୁରୋ): ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ବାତ୍ୟା ‘ଅମ୍ଫନ’। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁସାରେ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରୁଛି ଅମ୍ଫନ। ଏ ନେଇ ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତାଙ୍କ କହିବା…
CORONAVIRUS UPDATE: ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୦୭
ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦ଜଣ ଗଞ୍ଜାମ ଜିଲାର ରହିଥିବା ବେଳେ କେନ୍ଦ୍ରାପଡ଼ାର ୫, ଭଦ୍ରକର ୨, ବାଲେଶ୍ୱରର ୨ ଏବଂ ନୟାଗଡ଼ରୁ ୧ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ…
ବାତ୍ୟା ଅମ୍ଫନ: ଜଗତ୍ସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ରହିବ, ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟାଯାଏ ସତର୍କ
ଭୁବନେଶ୍ୱର, ୧୯।୫(ବ୍ୟୁରୋ): ବାତ୍ୟା ଅମ୍ଫନ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ବର୍ଷା ବଢ଼ୁଥିବା ବେଳେ ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟା ଯାଏ ଏହାର ପ୍ରଭାବ ଅଧିକ ରହିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ…
Archives


