ରାଜ୍ୟ

ଲକ୍‌ଡାଉନ ନିୟମ ଉଲ୍ଲଂଘନ ପରେ ରାଜନୈତିକ ବିବାଦ: ଗାଷ୍ଠୀକନ୍ଦଳ, ଏମ୍‌ପିଙ୍କ ଦୋଷ ଲୁଚାଇବାକୁ କମିଶନରଙ୍କୁ ଟାର୍ଗେଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ଭାଜପା ପକ୍ଷରୁ ବିଏମ୍‌ସି କମିଶନରଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ବିଜେଡି ପଲଟା ଆକ୍ରମଣ କରିଛି। ଭାଜପା ଭୁବନେଶ୍ୱର ସଙ୍ଗଠନ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବଂ ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ଦଳ…

ବିଏମ୍‌ସିର ମଲ୍‌ ପ୍ରେମ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୭।୭(ବ୍ୟୁରୋ): ସର୍ବସାଧାରଣ ଜମିକୁ ଏକ ଘରୋଇ ମଲ୍‌ ହାତକୁ ବିଏମ୍‌ସି ଟେକିଦେଇଛି। ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପି ଦେବାକୁ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧାରୀ ଚେଷ୍ଟା କରୁଥିବା ଭାଜପା ନେତା ବାବୁ…

ପ୍ରଦୂଷିତ ହେଉଛି ସମୁଦ୍ରକୂଳ

ଭୁବନେଶ୍ୱର,୭।୭(ବ୍ୟୁରୋ): ଶିଳ୍ପ, କୃଷି ଏବଂ ସହରାଞ୍ଚଳରୁ ବାହାରୁଥିବା ଦୂଷିତ ଜଳ ନଦୀରେ ମିଶୁଛି। ସେହି ଜଳ ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ଏଥିଯୋଗୁ ସମୁଦ୍ର କୂଳରେ ପ୍ରଦୂଷଣ ବଢ଼ିଯାଉଛି। ସମଗ୍ର ଦେଶର ଉପକୂଳ ଏବଂ ୩୫୧ଟି ନଦୀ ପ୍ରଦୂଷିତ ହୋଇଛି। ସେହି ନଦୀଗୁଡିକ…

ମୌସୁମୀରେ ଲାଗିବ ୬ କୋଟି ଚାରା

ଭୁବନେଶ୍ୱର,୭।୭(ବ୍ୟୁରୋ): ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ମୋଟ ୬ କୋଟି ୩୦ ଲକ୍ଷ ଚାରା ରୋପଣ କରାଯିବ। ଏହାମଧ୍ୟରୁ ସହରାଞ୍ଚଳରେ ୪ ଲକ୍ଷ ୯୧ ହଜାର ଚାରାରୋପଣ କରାଯିବ। ସେହିଭଳି ‘ଆମ ଜଙ୍ଗଲ’ ଯୋଜନାରେ…

ଅଶ୍ଳୀଳ ଭିଡିଓ ପଠାଇ ଅଡୁଆରେ ଓଏଏସ୍‌ ଅଫିସର

ଭୁବନେଶ୍ୱର,୭।୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ବାରମ୍ବାର ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ଅଡୁଆରେ ପଡିଛନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଓଏଏସ୍‌ ଅଫିସର। ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବାରୁ ଚାକିରିରୁ ବିଦା କରିଦେବାର ଧମକ…

ଆରମ୍ଭ ହେବ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଜିଟିଭ୍‌ ଚିହ୍ନଟ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ଅଧିକ ସଂକ୍ରମିତ ଅଞ୍ଚଳରେ ସେରୋଲୋଜିକାଲ ସର୍ଭେ ଓ ଆଣ୍ଟିଜେନ୍‌ ଟେଷ୍ଟ କରି ଆକ୍ରାନ୍ତଙ୍କୁ ଚିହ୍ନଟ…

କଂଗ୍ରେସର ମୋବାଇଲ ଫୋନ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର,୭।୭(ବ୍ୟୁରୋ): କରୋନା ସମୟରେ ଓଡ଼ିଶା ଔଷଧ ନିଗମରେ ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ କଂଗ୍ରେସ ଲୋକଲୋଚନକୁ ଆଣି ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲା। ମାସ୍କ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରାପିଡ୍‌ କୋଭିଡ୍‌ ଟେଷ୍ଟିଂ ମେଶିନ, ନେବୁଲାଜର ଇତ୍ୟାଦି କିଣାରେ ଦୁର୍ନୀତିର ପର୍ଦ୍ଦାଫାଶ…

ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ, ୭।୭: ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଛି ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ସୋମବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୪ ଫୁଟ ଗଭୀରରେ ତାଡ଼ି ନେଇଛି ବାଲି। ସ୍ବର୍ଗଦ୍ୱାର ସମ୍ମୁଖ ଭାଗରେ ପ୍ରାୟ ୧୫୦ରୁ ୨୦୦…

୨୦୨୨ ସୁଦ୍ଧା ୧୫୦୦ ମେଗାଓ୍ବାଟ୍‌ ସୌର ଶକ୍ତି ଉତ୍ପାଦନ ହେବ

ଭୁବନେଶ୍ୱର,୭।୭(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗାଓ୍ବାଟ୍‌ ସୌରଶକ୍ତି ଉତ୍ପାଦନ ହେବ। ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର ଓ ବୌଦ୍ଧ ଜିଲାରେ ୨୭୫…

‘ବ୍ରାହ୍ମଣୀ ରାଷ୍ଟ୍ରୀୟ ଜଳମାର୍ଗ ପ୍ରକଳ୍ପ ଆରମ୍ଭ କର’

ଢେଙ୍କାନାଳ ଅଫିସ,୭ା୭ ଢେଙ୍କାନାଳ, ଅନୁଗୋଳ ଓ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଏହି ଜଳପଥ ଦେଇ ଦେଶ ବିଦେଶକୁ ଜାହାଜରେ କୋଇଲା ଓ ସାର ପରିବହନ କରାଯିବ। ବର୍ଷେ ତଳେ କେନ୍ଦ୍ର ସରକାର ଏପରି…

ମନ୍ଦିର, ଶ୍ୟାମାଚରଣପୁର କଣ୍ଟେନ୍‌ମେଣ୍ଟ ଜୋନ୍‌

ଢେଙ୍କାନାଳ ଅଫିସ, ୭ା୭ ଢେଙ୍କାନାଳ ସହରରେ ଥିବା ଏକ ପ୍ରମୁଖ ମନ୍ଦିରର ପୂଜକ ରବିବାର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୋମବାର ମନ୍ଦିର ସମେତ ଶ୍ୟାମାଚରଣପୁର ଅଞ୍ଚଳକୁ ୭୨ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା…

ଶ୍ରାବଣ ପ୍ରଥମ ସୋମବାର କପିଳାସ ଭକ୍ତଶୂନ

ଢେଙ୍କାନାଳ ଅଫିସ, ୭ା୭ ଚଳିତବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାରରେ କପିଳାସ ଭକ୍ତଶୂନ୍ୟ ହୋଇପଡିଛି। କରୋନା ସଂକ୍ରମଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କପିଳାସ ସମେତ ଜିଲାର ୧୪ଟି ଶୈବପୀଠରେ କାଉଡିଆଙ୍କ ସମାଗମ ବନ୍ଦ କରିବାକୁ ୧୪୪ ଧାରା ଜାରି କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri