ରାଜ୍ୟ

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଫୁଲସୁନ୍ଦରୀ ସାହିର ସହକାରୀ ଶିକ୍ଷକ ବଂଶୀଧର ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଜଣାଇଛନ୍ତି। ସେ ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେ.…

ଗଞ୍ଜାମର ୯ ସହରରୁ ଉଠିଲା ଶଟ୍‌ଡାଉନ୍‌: ରାତି ୯ରୁ ଲାଗୁ ହେବ ଲକ୍‌ଡାଉନ୍‌

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍‌ଡାଉନ୍‌ ପକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲାର ୯ଟି ସହରରେ ୨୧ ତାତିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଶଟ୍‌ଡାଉନ୍‌କୁ ଉଠାଇ…

ପୋଲିସ କର୍ମଚାରୀଙ୍କୁ ସିପିଙ୍କ ଟାର୍ଗେଟ: ଏଣିକି ଫିଟ୍‌ନେସ୍‌ ନଥିଲେ ଅବସର !

ଭୁବନେଶ୍ୱର,୧୭।୭(ବ୍ୟୁରୋ): କମିଶନରେଟ ପୋଲିସର ସମସ୍ତ କର୍ମଚାରୀଙ୍କୁ ଦିଆଗଲା ଫିଟ୍‌ନେସ୍‌ ଟାର୍ଗେଟ। ଏନେଇ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଶୁକ୍ରବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ କହିଛନ୍ତି, ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ। ସବୁ କର୍ମଚାରୀଙ୍କୁ ସେମାନଙ୍କ…

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର ୨ଜଣ…

CORONAVIRUS UPDATE: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୭୧୮ ପଜିଟିଭ୍‌ ଚିହ୍ନଟ, ୧୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୭ା୭(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୭୧୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକାନ୍ତଙ୍କ ସଂଖ୍ୟା ୧୬ ହଜାର ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ…

ଆଦିତ୍ୟ ମୃତ୍ୟୁ ମାମଲା: ଦୀପୁ, ସୌମ୍ୟ, ଘର ମାଲିକଙ୍କୁ ପଚରାଉଚରା

ଭୁବନେଶ୍ୱର,୧୭।୭ (ବ୍ୟୁରୋ):ସମାଜସେବୀ ତଥା ମାନବପ୍ରେମୀ ଅଦିତ୍ୟ ଦାସ ମୃତ୍ୟୁକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି। ଭୁବନେଶ୍ୱର ଜିଆର୍‌ପି ଥାନା ପୋଲିସ ଏହି ମାମଲାରେ ଆଦିତ୍ୟଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବୟାନ ରେକର୍ଡ କରିଛି।…

ସବ୍ୟସାଚୀଙ୍କ ଆଉ ଏକ ବଦାନ୍ୟତା: ୧୬ଦିନ ପରେ ମରଶରୀର ପାଇଲେ ପରିବାର

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ବିଦେଶରେ ବନ୍ଧା ପଡ଼ିଥିଲା ମରଶରୀର। ଶେଷଥର ପାଇଁ ମରଶରୀରକୁ ଦେଖିବା ପାଇଁ ପରିବାର ବ୍ୟାକୁଳ ଥିଲେ। ୧୬ଦିନ ପରେ ମା’ ଫେରିପାଇଲେ ପୁଅକୁ, ସ୍ତ୍ରୀ ସ୍ବାମୀକୁ ଏବଂ ପିଲାମାନେ ‘ବାପା’ଙ୍କୁ। ହେଲେ ଜୀବନ୍ତ ନୁହେଁ ମୃତ ଅବସ୍ଥାରେ। ପୁରା…

ପୁରସ୍କାର ରାଶିକୁ ସାମିଲ କରାଯିବା ଦୁଃଖଦାୟକ: ଦୂତୀ

ଭୁବନେଶ୍ୱର,୧୭।୭(କ୍ରୀଡ଼ା ପ୍ରତିନିଧି): ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ କିଛି ଦିନ ତଳେ ନିଜ ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବା ପାଇଁ ଇଚ୍ଛା ଜାହିର କରିଥିଲେ। ସାମ୍ପ୍ରତିକ ସମୟରେ ଏହାର ରକ୍ଷଣାବେକ୍ଷଣରେ ଅଯଥା ଅର୍ଥ ଅପଚୟ ନ କରିବା ଉଦ୍ଦେଶ୍ୟରେ ସେ ଏପରି…

୧୧ ବର୍ଷ ତଳେ ରତ୍ନଭଣ୍ଡାରରୁ ଚୋରି ଚର୍ଚ୍ଚା

ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ବହୁ ଦୁର୍ମୂଲ୍ୟ ରତ୍ନଅଳଙ୍କାର ଚୋରି ହୋଇଛି। ୧୧ ବର୍ଷ ତଳେ ବରିଷ୍ଠ ଅଧିକାରୀ, ପୋଲିସ ଏବଂ ସେବାୟତଙ୍କ ମଧୁଚନ୍ଦ୍ରିକାରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରେ ରାତିରେ ଲାଗିଥିବା ଏକ ମିନିଟ୍ରକ୍‌ରେ…

ଖରିଫ ଧାନ ସଂଗ୍ରହ ଲାଗି ୧ରୁ ପଞ୍ଜୀକରଣ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାଜ୍ୟରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ। ଅଧିକରୁ ଅଧିକ କ୍ଷୁଦ୍ର, ନାମମାତ୍ର ଓ ନୂତନ ଚାଷୀ ଯେପରି ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ ସେଥିପ୍ରତି ବିଶେଷ…

ଏନ୍‌ସିଇଆର୍‌ଟି ବହିରେ କଳାହାଣ୍ଡି ଜିଲା ସମ୍ବନ୍ଧରେ ବିଭ୍ରାନ୍ତିକର ତଥ୍ୟ: ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଜଣାଇଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ବାରା ପଞ୍ଚମ ଶ୍ରେଣୀ ପରିବେଶୀୟ ପାଠ୍ୟ (ଇଭିଏସ୍‌) ପୁସ୍ତକରେ କଳାହାଣ୍ଡି ଜିଲା ସମ୍ପର୍କରେ ବର୍ଣ୍ଣନା ଦେବାକୁ ଯାଇ ଏହାକୁ ଦାରିଦ୍ର୍ୟ ଓ ଅନାହାରର ଭୂଖଣ୍ଡରୂପେ ଚିତ୍ରଣ କରାଯାଇଛି। ଏହା…

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ମାମଲା: ପରିବାର ଅନୁମତି ନେଇ ନାଁ ସାର୍ବଜନୀନ କରିହେବ

କଟକ ଅଫିସ,୧୭।୭: କରୋନା ଆକ୍ରାନ୍ତଙ୍କ ନାମ ପ୍ରଘଟ ଉପରେ କଟକଣା ଜାରି କରିବା ପାଇଁ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିବାର ବର୍ଗଙ୍କଠାରୁ ଅନୁମତି ନେଇ ଆକ୍ରାନ୍ତଙ୍କ ନାମ ସାର୍ବଜନୀନ କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ହାଇକୋର୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri