ଭୋଟବେଳେ କୋଭିଡ୍ ନିୟମ ପାଳନ ନିର୍ଦ୍ଦେଶ
ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): କରୋନା ସମୟରେ ନିରାପଦ ଭାବେ ନିର୍ବାଚନ ପରିଚାଳନା କରିବା ଲାଗି ଭାରତ ନିର୍ବାଚନ ଆୟୋଗ ନିୟମାବଳୀ ଜାରି କରିଛନ୍ତି। ନିର୍ବାଚନରେ ନିୟୋଜିତ କର୍ମଚାରୀ ଏବଂ ଭୋଟରଙ୍କ ସୁରକ୍ଷା ନେଇ ଏଥିରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ…
ଦୁଇ ଓଡ଼ିଆ ସାମାଜିକ କର୍ମୀଙ୍କୁ ମିଳିଲା ‘ଜୀବରକ୍ଷା’ ସମ୍ମାନ
କଟକ ଅଫିସ,୧୬।୧୦: ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଅନୁସରଣ କରି ସମାଜରେ ଅନେକ ଲୋକ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏଭଳି ଦୁଇ ଓଡ଼ିଆ ସାମାଜିକ କର୍ମୀ ଅନ୍ୟର ସେବା ଲାଗି ନିଜ ଜୀବନକୁ ଉତ୍ସଗୀକୃତ କରିଛନ୍ତି।…
ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା: ମୃତକଙ୍କ ସଂଖ୍ୟା ଟପିଲା ୧୧ ଶହ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୪ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…
CORONAVIRUS UPDATE: ରାଜ୍ୟରେ ପୁଣି ୨୧୩୮ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୧୪୯ରେ ପହଞ୍ଚିଲା
ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ଶୁକ୍ରବାର ପୁଣି ୨୧୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪୧୪୯ରେ ପହଞ୍ଚିଛି। ଏେ ନଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
୧୫ ସହରରେ ସ୍ବୟଂକ୍ରିୟ ବାୟୁ ପ୍ରଦୂଷଣ ପରିଚାଳନା ଷ୍ଟେଶନ
ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ରାଜ୍ୟର ୧୫ଟି ବାୟୁ ପ୍ରଦୂଷଣ ସମ୍ବେଦନଶୀଳ ସହରରେ ପ୍ରଦୂଷଣ ମାପିବା ପାଇଁ ସ୍ବୟଂକ୍ରିୟ ବାୟୁ ପ୍ରଦୂଷଣ ପରଚିାଳନା ଷ୍ଟେଶନ ସ୍ଥାପନ ହେବ। କଟକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲାର ବିଭିନ୍ନ ସହରରେ ୧୫ଟି ଷ୍ଟେଶନ…
ବିଦ୍ୟୁତ୍ ଦର ବୃଦ୍ଧିର ପ୍ରତିବାଦ: ୨୨ ପର୍ଯ୍ୟନ୍ତ ୧୫ମିନିଟ୍ ଲାଇନ ବନ୍ଦ ରଖିବାକୁ ନିବେଦନ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ହଠାତ୍ ୨୦ ପଇସା ବିଦ୍ୟୁତ୍ ଦର ବୃଦ୍ଧି କରିଛନ୍ତି। ଏହାକୁ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍ଏଲ୍), ସମାଜବାଦୀ ପାର୍ଟି ତୀବ୍ର ବିରୋଧ କରିବା ସହ ଅନିଭବ ଆନ୍ଦୋଳନ କରିବ। ଦରବୃଦ୍ଧି ପ୍ରତିବାଦ…
ଚିତ୍ର ଏକ, ଲକ୍ଷ୍ୟ ଅନେକ
ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ବନ୍ୟଜନ୍ତୁଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛନ୍ତି ଆଉଜଣେ ଓଡ଼ିଆ। ନିଜ ଦକ୍ଷତା ଓ ଅଭିନବ ଚିନ୍ତାଧାରା ମାଧ୍ୟମରେ ଓଡ଼ିଶାକୁ ଜାତୀୟ ମାନଚିତ୍ରରେ ଏକ ନୂଆ ପରିଚୟ ଦେଇଛନ୍ତି ଯୁବ ଭିଜୁଆଲ୍ ଆର୍ଟିଷ୍ଟ…
ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ‘ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ସ୍ଥିତି ନ ଉପୁଜୁ’
ପୁରୀ ଅଫିସ,୧୬ା୧୦: କରୋନା ବିପଦ ଟଳିନାହିଁ। ଆଗକୁ ଶୀତଋତୁରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଏଥିପ୍ରତି ହେୟଜ୍ଞାନ କଲେ ସ୍ଥିତି ପୁଣି ସଙ୍ଗିନ ହୋଇପାରେ। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଖୋଲିଲେ ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ। ଯଦି ସେବାୟତ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଶୁକ୍ରବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛୀ ଜଣାଇଛନ୍ତି। ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟରରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘ…
୭୫ରେ ନବୀନ: ଦୂରଦର୍ଶୀ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ଓ ଅଦ୍ୱିତୀୟ। ସ୍ବଚ୍ଛ ଭାବମୂର୍ତ୍ତି ତାଙ୍କୁ ଓଡ଼ିଶା ରାଜନୀତିରେ ଜଣେ ଜନପ୍ରିୟ ନେତା ଭାବେ ପରିଚିତ କରାଇଛି। ଦୁଇ ଦଶନ୍ଧି ଧରି କ୍ଷମତାରେ ରହିବା ପରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଅକ୍ଷୁଣ୍ଣ ରହିଛି। ସ୍ବଚ୍ଛ ଶାସନ…
ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ
ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍ ବାଳକ ବିଦ୍ୟାଳୟ ଏବଂ ପରେ ସମ୍ମାନଜନକ ଦି ଡୁନ ସ୍କୁଲରେ ଶିକ୍ଷା ଲାଭ କରିଥିଲେ। ପରେ ସେ…
୧୧ ନିୟୁତ ବେଆଇନ ଶରଣାର୍ଥୀଙ୍କୁ ନାଗରିକତ୍ୱ ମିଳିବ
ଓ୍ବାଶିଂଟନ, ୧୫ା୧୦:ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ଜନମତକୁ ପ୍ରଭାବିତ କରିବା ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ନଭେମ୍ବର ୩ ନିର୍ବାଚନରେ ବିଜୟୀ ହେଲେ ବାହାରୁ ଆସି ବେଆଇନ ଭାବେ ଆମେରିକାରେ ରହୁଥିବା…
Archives


