ଜଙ୍ଗଲରେ ମହିଳାଙ୍କୁ ପୋଡି ହତ୍ୟା
ବଡଗାଁ,୨୧।୧: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ବରଙ୍ଗାକଛାର ପଞ୍ଚାୟତ ରାଣୀବୁଡା ଜଙ୍ଗଲରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ ଗଲାବେଳେ ଜଣେ ମହିଳାଙ୍କ ଅଧା ପୋଡା ଅବସ୍ଥାରେ ମୃତଦେହ ପଡିଥିବା…
ନବୀନଙ୍କ ନୂଆ ଉପଲବ୍ଧି: ଛୁଟୁଛି ଶୁଭେଚ୍ଛାର ସୁଅ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ନିକଟରେ ହୋଇଥିବା ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିଲେ ନବୀନ ପଟ୍ଟନାୟକ। ଏବେ ସେ ନିଜର ଅଫିସିଆଲ ଟୁଇଟର ପୃଷ୍ଠାରେ ୩ ଲକ୍ଷ ଫଲୋଅର୍ ରେଖା ଅତିକ୍ରମ କରିଛନ୍ତି। ନବୀନ ଏନେଇ ଖୁସି ପ୍ରକାଶ କରିବା…
ଅର୍କ କୁମାର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୂଳପତି ନିଯୁକ୍ତ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ର। ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏବେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିଜ୍ନେସ୍ ଆଡମିନିଷ୍ଟ୍ରେଶନ ପ୍ରଫେସର ଅଛନ୍ତି।
ପୋଖରୀ ହୁଡ଼ାରେ ପଡ଼ି ରହିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ: ପହଞ୍ଚିଲା ଭୋଗରାଇ ପୋଲିସ
ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ଜିଲା ଭୋଗରାଇ ଥାନା ଅନ୍ତର୍ଗତ ଫୁଲ୍ବଣି ଗ୍ରାମର ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଶାନ୍ତି ମଣ୍ଡଳ, ବାସନ୍ତି ମଣ୍ଡଳ। ଘରୋଇ କଳହ କାରଣରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା…
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କୁ ‘ପରୀକ୍ଷା ଦର୍ପଣ’ ବହି ମିଳିବ। ଏଥିରେ ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ରହିଛି। ବହିଟି ୭୦୦ ପୃଷ୍ଠାର ହୋଇଥି ଥିବା ବେଳେ ୬ ଲକ୍ଷ ୨୦ହଜାର ପିଲାଙ୍କୁ ମାଗଣାରେ ଏହା…
ଆଜି ରାଜ୍ୟରୁ ୧୪୩ କରୋନା ପଜିଟିଭ୍ ଚିହ୍ନଟ, କମୁନି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୨୧।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୧୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୮୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮୪ଜଣ ଚିହ୍ନଟ ହୋଇଥିବା…
ଗ୍ରାମ୍ୟ ରୋଜଗାର ସେବକଙ୍କ ଘରେ ଭିଜିଲାନ୍ସ ଚଢାଉ
ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଗ୍ରାମ୍ୟ ରୋଜଗାର ସେବକ (ଜିଆର୍ଏସ୍) ହିମାଞ୍ଜଳ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ତାଙ୍କ ଉମରକୋଟ ଭଗବତୀ ନଗରସ୍ଥିତ ବାସଭବନ, ସାନଭରଣ୍ଡିସ୍ଥିତ ବାସଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା…
ପାର୍କିଂ ବ୍ୟବସ୍ଥା ଭୁଲିଛି ପୌରପାଳିକା
ଅନୁଗୋଳ ଅଫିସ, ୨୧।୧: ବଢ଼ୁଛି ଅନୁଗୋଳ ସହର, ବଜାର। ଲୋକ ସଂଖ୍ୟାରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ତଦନୁଯାୟୀ ସହରରେ ବାଇକ୍ ଓ ଚାରି ଚକିଆ ଗାଡ଼ି ବୃଦ୍ଧି ପାଉଥିଲେ ମଧ୍ୟ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ନାହିଁ। ବିଶେଷକରି…
୨ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୨୧ା୧(ବ୍ୟୁରୋ):ଦୁର୍ନୀତି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, କର୍ତ୍ତବ୍ୟରେ ଅବହେଳା ଆଦି କାରଣରୁ ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ୍ର ସହକାରୀ ବନ ସଂରକ୍ଷକ (ଏସିଏଫ୍) ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦରଗଡ଼ ବିଶ୍ରା ରେଞ୍ଜ୍ର ଫରେଷ୍ଟର ଭରତ କୁମାର ଘଡ଼େଇଙ୍କୁ…
ରାଜ୍ୟସ୍ତରୀୟ ପେନ୍ସନ, ଭବିଷ୍ୟନିଧି ଅଦାଲତ
ଭୁବନେଶ୍ୱର,୨୧।୧(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପେନ୍ସନ ଓ ଭବିଷ୍ୟନିଧି ଅଦାଲତ ଏ.ଜି. ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ରାଜ୍ୟର ବିଭିନ୍ନ ଜିଲାରୁ ୧୫୦ଜଣ ଅବସରପ୍ରାପ୍ତ ସରକାରୀ…
ଓଡ଼ିଆ ଭାଷା ପ୍ରଚାର ଲାଗି ବାହାର ରାଜ୍ୟ ଗସ୍ତ କରିବ ଗୃହ କମିଟି
ଭୁବନେଶ୍ୱର,୨୧।୧(ବ୍ୟୁରୋ):ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ତଥା ତା’ର ପ୍ରତିକାର ପାଇଁ ସୁପାରିଶ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ…
‘ଯେଉଁଠି ଥିଲେ ଟିକା ନେଇପାରିବେ’
ଭୁବନେଶ୍ୱର, ୨୧।୧(ବ୍ୟୁରୋ):ଗୋଟିଏ ଜାଗାରେ ଡାଟାବେସ୍ ଥିବାବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ଟିକାଦାନରୁ ବଞ୍ଚତ୍ତ ହେବେ ନାହିଁ। ପ୍ରଥମ ଡୋଜ୍ ଟିକା ନେବା ପରେ ଯଦି ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି…
Archives


