ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି: ୪ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ୱର,୨।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜଗତସିଂହପୁର ଜିଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶ। ସଂଯୁକ୍ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ରେଡ୍ କରିଛି। ଜଗତ୍ସିଂପୁର କାର୍ଯ୍ୟାଳୟ, ସାତପୁରାରେ ଥିବା ଘର,…
‘ସମ୍ପର୍କୀୟଙ୍କୁ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଉଛି’
ଭୁବନେଶ୍ୱର,୨।୧୨(ବ୍ୟୁରୋ): ବିଜେଡିରୁ ବହିସ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କର ସମ୍ପର୍କୀୟଙ୍କୁ ପୋଲିସ ଥାନାକୁ ଡକାଇ ଥାର୍ଡ ଡିଗ୍ରୀ ପ୍ରୟୋଗ କରୁଛି। ତାଙ୍କ ବିରୋଧରେ କୌଣସି ଏତଲା କିମ୍ବା ଅଭିଯୋଗ ହୋଇ ନ ଥିଲେ…
ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ଜବାବ ଦେଲା ବିଜେଡି
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରବିବାର ବହିସ୍କୃତ କରାଯାଇଛି। ତେବେ କେଉଁ ଜନବିରୋଧୀ କାର୍ଯ୍ୟ ସ୍ବାମୀ କରିଛନ୍ତି ସେ ବିଷୟରେ ଗଣମାଧ୍ୟମକୁ ବିଜେଡି ପକ୍ଷରୁ ଜଣାଯିବା ଦରକାର ବୋଲି ପ୍ରଦୀପଙ୍କ ସ୍ତ୍ରୀ ଏକ…
ଫ୍ଲାଇଟ ବୁକିଂରେ ୬୫ଲକ୍ଷ ଟଙ୍କା ଠକେଇ
ଭୁବନେଶ୍ୱର,୨।୧୨ (ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ କଳା କାରନାମା ଶେଷ ହେବାର ନାଁ ଧରୁନାହିଁ। ଠକେଇ ଅଭିଯୋଗରେ ଉଭୟଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ମିଛ ପ୍ରମାଣପତ୍ର ମାଧ୍ୟମରେ ଫ୍ଲାଇଟ ବୁକିଂ କରି…
ପରୀକୁ ନେଇ ଥମୁନି ତାତି
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପରୀ ମୃତ୍ୟୁ ଘଟଣାରେ ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି। ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ନୟାଗଡ଼ ଜିଲା ଯଦୁପୁର ଗାଁକୁ ଯାଇ ପରୀ ମା’ ଓ ବାପାଙ୍କୁ ଭେଟିବା…
ଓଟିଡିସିର ‘ଚନ୍ଦ୍ରଭାଗା ବିଚ୍ କାଫେ’
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପୁରୀର ଚନ୍ଦ୍ରଭାଗା ବେଳାଭୂମିରେ ଖୋଲିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କାଫେଟେରିଆ। ପୁରୀ ପରେ ଓଟିଡିସି ପକ୍ଷରୁ ଚନ୍ଦ୍ରଭାଗାରେ ଏହି ନୂତନ କାଫେଟେରିଆ ଖୋଲାଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର…
ଏଣିକି ଏକସଙ୍ଗେ ଗର୍ଭବତୀଙ୍କ ଏଚ୍ଆଇଭି, ସିଫିଲ୍ସ ପରୀକ୍ଷଣ
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏଣିକି ଗର୍ଭବତୀ ମହିଳାଙ୍କର ଏଚ୍ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ ଏକାସଙ୍ଗେ ହୋଇପାରିବ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ୍ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ କିଟ୍କୁ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର…
ଓଏଚ୍ଆର୍ସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜଷ୍ଟିସ ବିଜୟ ପଟେଲ
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ମଙ୍ଗଳବାର ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍ଆରସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଏକ କମିଟି ରାଜ୍ୟପାଳ ଗଣେଶୀ ଲାଲଙ୍କ ନିକଟରେ ଜଷ୍ଟିସ୍ ପଟେଲଙ୍କ…
ଓଏମ୍ସି ଗ୍ରାହକ ପରିଚାଳନା ସେବା ଶୁଭାରମ୍ଭ
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଗ୍ରାହକ ସମନ୍ବିତ ପରିଚାଳନା ସେବା(ସିଆଇଏମ୍ଏସ୍) ଏବଂ ଷ୍ଟକ୍ୟାର୍ଡ ପରିଚାଳନା ବ୍ୟବସ୍ଥା(ଏସ୍ଏମ୍ଏସ୍)ର ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ଓଏମ୍ସି ଦେଶର ଦ୍ରୁତ ଅଭିବୃଦ୍ଧି ସାଧାରଣ…
ଶୁଭଶ୍ରୀ ‘ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା’
ଭୁବନେଶ୍ୱର, ୨ା୧୨(ବ୍ୟୁରୋ): ୨୦୨୦ ବର୍ଷ ପାଇଁ ‘ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା’ ଟାଇଟଲ୍ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ। କୋଭିଡ୍ ସଂକ୍ରମଣ ଲାଗି ଚଳିତବର୍ଷ ଭିଡିିଓ କନ୍ଫରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ଶ୍ରେଷ୍ଠ ୩୧ ଜଣ…
ନାବାଳିକାଙ୍କୁ ବଳାତ୍କାର ପରେ ବିଷ ଘଟଣାରେ ୨ ଅଟକ
ସଜନାଗଡ଼, ୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯାଇଥିଲା। ପରେ ମେଡିକାଲରେ ବିଷକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ତାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ…
ପୁଣି ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ
ପୁରୀ ଅଫିସ,୨ା୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣା ପରେ ସୋମବାର ଜଣେ ସେବାୟତ କିଛି ବେଶ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା। ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ହେବା ନେଇ ଆଲୋଚନା ଚାଲିଥିବାବେଳେ ମଙ୍ଗଳବାର କଦମ୍ବ…
Archives


