ବର୍ଷେ ହେଲା ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ରାସ୍ତା
ଗୁଣପୁର,୨୩ା୨: ଓଡ଼ିଶାର ସୀମା ଅସୁରକ୍ଷିତ ହୋଇପଡ଼ିଛି। ଆନ୍ଧ୍ର ଚଞ୍ଚକତା କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡ଼ିଚାଲିଛି। ଓଡ଼ିଶା ସୀମାବର୍ତ୍ତୀ ଗ୍ରାମ ଉପରେ ଆନ୍ଧ୍ରର ଦାଦାଗିରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଯୋଡ଼ିହୋଇଛି ଆଉ ଏକ ଗ୍ରାମ। ରାୟଗଡ଼ା ଜିଲା ଗୁଣପୁର…
ଖଣ୍ଡାରେ ହାଣି ଲୁଟିନେଲେ ୫ ଲକ୍ଷ
ଢେଙ୍କିକୋଟ, ୨୨।୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ପିପିଳିିଆ ଘାଟି ମଙ୍ଗଳାଠାରେ ଶରତ କୁମାର ବାରିକଙ୍କ ମିନିଟ୍ରକ ଅଟକାଇ ୪ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କଠାରୁ ୫ ଲକ୍ଷରୁ ଉଦ୍ଧର୍ବ ଟଙ୍କା ଲୁଟି ନେଇଥିଲେ। ଏ…
ମାନବିକତା ଦେଖାଇଲେ ମୁସଲମାନ ଯୁବକ
ସମ୍ବଲପୁର,୨୨ା୨(ବ୍ୟୁରୋ): ମାନିବିକତ ଆଗରେ କୌଣସି ଧର୍ମ ବଡ଼ ନୁହେଁ। ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍ସାର କୋଭିଡ୍ ହସ୍ପିଟାଲରେ। ମୃତ୍ୟୁ ଘଟିଥିବା ଜଣେ ଖ୍ରୀଷ୍ଟିୟାନ ମହିଳାଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି ମୁସଲମାନ ଯୁବକ। ସୂଚନା ଅନୁଯାୟୀ,…
ଅଟୋକୁ ଧକ୍କା ଦେବାରୁ ଯୁବକଙ୍କୁ ପିଟିପିଟି ମାରିଦେଲେ
ଯୋଡ଼ା,୨୨।୨: କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ା-ବିଚାକୁଣ୍ଡି ରାସ୍ତା କଡ଼ରେ ଥିବା ଏକ ଠିକାସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଧକ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣରେ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା…
ସୁସ୍ଥ ହେଲେ ୫୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର, ୨୨ା୨- ଓଡ଼ିଶାରେ ସୋମବାର ୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୧୦୭ରେ ପହଞ୍ଚିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୦, ଅନୁଗୁଳରୁ ୮, ଖୋର୍ଦ୍ଧାରୁ ୭, ପୁରୀ ଓ ବାଲେଶ୍ୱରରୁ ୬,…
ଆଶ୍ରମରେ ସନ୍ଥଙ୍କୁ ଗଳାକାଟି ହତ୍ୟା
ଅତାବିରା,୨୨।୨: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ରେଙ୍ଗାଲି କ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ମାତାଡ଼େରା ଶିବବାଳା ଯୋଗେଶ୍ୱରୀ ଦେବୀ ଆଶ୍ରମରେ ଜଣେ ସନ୍ଥଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତକ ହେଲେ ସ୍ବାମୀ ଦାମୋଦର ସଦା ବାବା(୭୫)। ସେ…
ଓଡ଼ିଶା ଛାଡି ବାହାରକୁ କିପରି ଖସିଯାଇଥିଲେ ବିବନ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ଓଡ଼ିଶାରୁ ଖସି ଯିବାରେ ବିବନକୁ କିଛି ଲୋକ ସାହାର୍ଯ୍ୟ କରିଥିଲେ। ନ ହେଲେ ସେ ଓଡ଼ିଶା ଛାଡି…
୨୨ ବର୍ଷ ତଳର କଷ୍ଟ ପ୍ରତ୍ୟେକ ଦିନ ଭୋଗିଛି
ଭୁବନେଶ୍ୱର,୨୨।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ପୋଲିସ ଦିର୍ଘ ୨୨ ବର୍ଷ ପରେ ସୋମବାର ଧରିବାରେ ସଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଜନା ଏକ ଖବରତାଦା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ…
ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ
ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ ବଜେଟର ପରିମାଣ ୧୩ ପ୍ରତିଶତ ବଢ଼ିଛି। ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି ରହିଛି। ୧.୭୦…
ରାଜ୍ୟରେ ହୋଇପାରେ ଲକ୍ଡାଉନ୍: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୨।୨(ବ୍ୟୁରୋ): ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କତା ଗ୍ରହଣ କରିଛନ୍ତି। ତେବେ ପରିସ୍ଥିତି ବିଗିଡିଲେ ରାଜ୍ୟରେ ଲକ୍ଡାଉନ୍ ହୋଇପାରେ ବୋଲି ସୋମବାର…
ଭିଏଲ ଏସ୍ଆର ସାମ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ
ବାଲେଶ୍ବର ଅଫିସ ୨୨।୨: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ. ଲଞ୍ଚପ୍ୟାଡ୍ରୁ ସୋମବାର ୧.୨୮ ମିନିଟରେ ପ୍ରଥମ ରାଉଣ୍ଡ ଭିଏଲ ଏସ୍ଆର ସାମ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। VL SRSAM ହେଉଛି Vertically Lunched Short…
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ୍ ଘଟଣା: ୫ ଘଣ୍ଟା ଥାନାରେ ଅଟକିଲା ୨ କାର
ରୂପ୍ସା, ୨୨।୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦସ ବ୍ଲକ ଅନ୍ତର୍ଗତ ମିରିଗିମୁଣ୍ଡି ଚୂଡ଼ାଖିଆ ପୋଲ ଠାରେ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଡ଼ିକୁ ପଶ୍ଚିମବଙ୍ଗ ଅଞ୍ଚଳର ୨ଟି କାର ଓଭରଟେକ୍ କରିବା ଘଟଣା ଚର୍ଚ୍ଚାର ବିଷୟ…
Archives


