ରାଜ୍ୟ

ଭୁଲ ଔଷଧ ବିତରଣକୁ ନେଇ ଉତ୍ତେଜନା, ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ ବନ୍ଦକଲେ ଗ୍ରାମବାସୀ

ବସ୍ତା, ୨୧।୧୨(ଡି.ଏନ୍‌.ଏ. ): ବାଲେଶ୍ୱର ଜିଲା ବସ୍ତାସ୍ଥିତ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭୁଲ ଔଷଧ ବିତରଣକୁ ନେଇ ସୋମବାର ସକାଳେ ଉତ୍ତେଜନା ଦେଖାଦେଇଛି। ମିଳିଥିବା ସୂଚନାନୁଯାୟୀ, ରବିବାର ବସ୍ତା ବ୍ଲକ ଅନ୍ତର୍ଗତ ଦେଉଳପଡ଼ା ଗ୍ରାମର ସୁବାସିନୀ ଦଳାଇ ନାମକ...

ପର୍ଯ୍ୟଟନସ୍ଥଳୀର ପୂର୍ବସ୍ଥିତି ଫେରୁଛିି

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବା ବେଳେ ଦୀର୍ଘ ୮ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣାରେ ରହିଥିବା ଲୋକେ ଏବେ ଶୀତର ମଜା ନେବାକୁ ବାହାରକୁ ବାହାରୁଛନ୍ତି।...

ପରୀ ହତ୍ୟା ମାମଲାର ପ୍ରମାଣ ପାଇଁ ଶୁଖାଯିବ ପୋଖରୀ: ଏସ୍‌ଆଇଟି

ନୟାଗଡ଼ ଅଫିସ, ୨୧।୧୨: ପରୀ ହତ୍ୟା ମାମଲାର ପ୍ରମାଣ ପାଇବା ପାଇ ଶୁଖାଯିବ ପୋଖରୀ। ପରୀ ମୃତଦେହର କିଛି ଅଂଶ ପୋଖରୀରେ ପଡ଼ିଥିବା ସନ୍ଦେହ କରୁଛି କ୍ରାଇମ୍‌ ବ୍ରାଞ୍ଚ। ତେଣୁ ଏପରି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।...

ଆକାଶଙ୍କ ଜେରାରୁ ଦୃଢ଼ ପ୍ରମାଣ ମିଳିଲା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ବହୁକୋଟି ଠକେଇ ଓ ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌କୁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ସମ୍ପୃକ୍ତ ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ରବିବାର ଶେଷ ହୋଇଛି। କମିଶନରେଟ...

ରାଜ୍ୟରେ ଆଜି ୩୬୩ କରୋନା ପଜିଟିଭ୍‌ ଚିହ୍ନଟ, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ସୋମବାର ରାଜ୍ୟରେ ୩୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୬,୫୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦୮ ଜଣ...

ପରୀ ହତ୍ୟାକାଣ୍ଡ ମାମଲା: ସରୋଜଙ୍କ ଘରେ ଏସ୍‌ଆଇଟି ଟିମ୍‌

ନୟାଗଡ଼ ଅଫିସ,୨୧ା୧୨: ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସ୍‌ଆଇଟିର ଦୁଇ ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିଛନ୍ତି। ମହିଳା ଇନ୍ସପେକ୍ଟର ପ୍ରଥମେ ସରୋଜଙ୍କ ମା’ ଓ ପରେ ଗାଁ ସଭାପତିଙ୍କ ପଚରାଉଚରା କରିଛନ୍ତି। ତେବେ ଅଭିଯୁକ୍ତଙ୍କୁ ତାଙ୍କ ସାଙ୍ଗରେ ଆଣି...

ପୂରଣ ହେଉନି ବସ୍‌ଷ୍ଟାଣ୍ଡ ପ୍ରତିଶ୍ରୁତି

ଛେଣ୍ଡିପଦା,୨୧ା୧୨ (ସ୍ବ.ପ୍ର.) ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକରେ ରହିଛି କୋଇଲା ଖଣି। ଦୈନିକ ଶତାଧିକ ଟ୍ରକ୍‌ରେ ଏଠାରୁ କୋଇଲା ବିଭିନ୍ନ କାରଖାନାକୁ ଯାଉଛି। ଆଗାମୀ ଦିନରେ ଆହୁରି ଅଧିକ କୋଇଲା ଖଣି ଖୋଳାଯିବାର ଯୋଜନା ସରକାରଙ୍କ ନିକଟରେ ରହିଛି। ବ୍ଲକ ସଦରମହକୁମାରୁ...

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ ସେବାୟତ ପରିବାରଙ୍କ ଦର୍ଶନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ...

ଗର୍ଭପାତ ମୌଳିକ ଅଧିକାର: ହାଇକୋର୍ଟ

କଟକ ଅଫିସ,୨୧।୧୨(ବ୍ୟୁରୋ): ଗର୍ଭଧାରଣର ୨୦ ସପ୍ତାହ ପରେ ଗର୍ଭପାତ କରିବାର ନିୟମ ନାହିଁ। ହେଲେ ପୀଡ଼ିତା ନାବାଳିକାଙ୍କ ଭବିଷ୍ୟତ, ଶିକ୍ଷା, ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସମ୍ବିଧାନର ଧାରା ୨୧...

ନନ୍ଦନକାନନରେ ୮ ନୂଆ ଅତିଥି

ବାରଙ୍ଗ,୨୧।୧୨(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ରବିବାର ରାତି ୯ଟାରେ ନୂଆ ଅତିଥି ଆସିଛନ୍ତି। ଚଳିତବର୍ଷ ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ଇନ୍ଦୋରର କମଳା ନେହୁରୁ ପ୍ରାଣୀ ସଂଗ୍ରାହଳୟରୁ ୨ଟି ମାଈ ଏସିଆନ୍‌ ସିଂହୀ, ୨ଟି ଅଣ୍ଡିରା ଓ ୧ଟି ମାଈକୁ ମିଶାଇ ୩ଟି...

ମହାପ୍ରଭୁଙ୍କ ଜମି ନିଜ ନାଁରେ କରୁଛନ୍ତି ସରକାର

ପୁରୀ ଅଫିସ,୨୧।୧୨: ମଠ ସମ୍ପତ୍ତିର ମାଲିକ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ହେଲେ ଜଗନ୍ନାଥ ସମ୍ପତ୍ତିର ମାଲିକ କିଏ? ରାଜ୍ୟ ସରକାର ଜଗନ୍ନାଥ ସମ୍ପତ୍ତିକୁ ଶାଗମାଛ ଦରରେ ବିକିବା ଲୋଭରେ ନିଜ ନାମରେ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନା...

ଭିତିରି ବୁଝାମଣାର ଅନ୍ତ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ଶେଷ ହେବାର ବର୍ଷେ ୭ ମାସ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ବରିଷ୍ଠ ନେତାମାନେ କେନ୍ଦ୍ରର ମୋଦି ସରକାର ବିରୋଧରେ ମୁହଁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri