ରାଜ୍ୟ

ବଢ଼ୁଛି ତାପମାତ୍ରା

ଭୁବନେଶ୍ୱର, ୧।୩(ବ୍ୟୁରୋ): କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ଉପରମୁହାଁ ରହିଥିବାବେଳେ ଖରା ତାତି ଅସମ୍ଭାଳ ହୋଇଛି। ୩ଦିନ ଧରି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ରବିବାର ଅନୁଗୋଳର ତାପମାତ୍ରା ସର୍ବାଧିକ ରହିଛି।...

ସକାଳ ୭ରୁ ସ୍କୁଲ

ଭୁବନେଶ୍ୱର,୧।୩(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ୍‌ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। ସୋମବାରଠାରୁ ପରିବର୍ତ୍ତିତ ସମୟ ଅନୁସାରେ ସ୍କୁଲ ଖୋଲିବା ସହ ପାଠପଢ଼ା ଚାଲିବ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀଗୁଡ଼ିକର ପାଠପଢ଼ା ସକାଳ...

ଆଜିଠୁ ବୟସ୍କଙ୍କୁ ଟିକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ବୟସ୍କ ଲୋକ ଟିକା ନେବେ। ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ପ୍ରାଥମିକତା ଦିଆଯିବା ସହ ବହୁବିଧ ରୋଗ ଥିବା ୪୫ ବର୍ଷରୁ...

ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ିଯାଇଛି। ସେଥିମଧ୍ୟରୁ ଗୋଟିଏ ଟେଣ୍ଟରେ ଶନିବାର ରାତ୍ରିଯାପନ...

ଫେକ୍‌ ଆଇଡ଼ିରୁ ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିଲେ, ଯୁବନେତାଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ଅଫିସ,୧ା୩: ଜନୈକା ମହିଳାଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ ଶିବରାମ ଜେନା (୨୯) । ପୋଲିସ ତାଙ୍କ ନିକଟରୁ ଏକ ମୋବାଇଲ୍‌ ଫୋନ ଜବତ କରିଛି। ମୋବାଇଲ ଯାଞ୍ଚ ବେଳେ ସେ...

ଏମିତି କ’ଣ ହେଲା ବରକୁ ବନ୍ଧକ ରଖିଲେ କନ୍ୟାଘର ଗ୍ରାମବାସୀ

ବୌଦ୍ଧ,୨୮ା୨: ବରଯାତ୍ରୀଙ୍କ ମଧ୍ୟରୁ କେତେଜଣ ଯୁବକଙ୍କ ଦୁର୍ବ୍ୟବହାର ପାଇଁ ଶେଷରେ ବନ୍ଧକ ରହିଲେ ବର। ଏଭଳି ଅଭିଯୋଗ ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବରକୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ...

ସୁସ୍ଥ ହେଲେ ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୨ : ଓଡ଼ିଶାରୁ ରବିବାର ୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୭, ବଲାଙ୍ଗୀର ୫, ବରଗଡ଼ ଓ ଦେଓଗଡ଼ରୁ ୪, କଟକ, ଝାରୁସୁଗୁଡ଼ା, ଖୋର୍ଦ୍ଧା, ମୟୁରଭଞ୍ଜ ଓ ନୂଆପଡ଼ାରୁ ୩, ବାଲେଶ୍ୱରରୁ ୨, ଅନୁଗୁଳ,...

ପ୍ରଶାସନ ନ ଶୁଣିବାରୁ ଛତିଶଗଡ଼ ମୁହାଁ ହେଲେ ସୀମାନ୍ତବାସୀ

ବରଗଡ଼ ଅଫିସ୍‌,୨୮।୨: ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଚର୍ଦ୍ଦାପାଲି ଗ୍ରାମକୁ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଅଞ୍ଚଳବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦି ସେବା ଠିକ୍‌ ଭାବେ ମିଳିପାରୁନାହିଁ। ଏଭଳି ଅଭିଯୋଗ ନେଇ ବାରମ୍ବାର...

ସରକାରୀ କର୍ମଚାରୀଙ୍କ ଘରୁ ମିଳିଲା ୭ କୁଇଣ୍ଟାଲ ଗଞ୍ଜେଇ

ଉମରକୋଟ,୨୮।୨: ଉମରକୋଟ ପୋଲିସ ଗଞ୍ଜେଇ ରଖିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାନ୍ଦିୟାବେଡା ଗ୍ରାମର ରବି ନାରାୟଣ ସମରଥ ତାଙ୍କ ଭାଇ ରମାକାନ୍ତ ସମରଥ, ସୁବାସ ଚନ୍ଦ୍ର ମାଝି ଓ ଝରିଗାଁର ବାସୁଦେବ ନାୟକ। ଅଭିଯୁକ୍ତଙ୍କ...

୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଧରାପଡ଼ିଲେ ନକଲି ମାଓବାଦୀ

ଭବାନୀପାଟଣା,୨୮।୨: ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଜଣେ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାୟଗଡ଼ା ଜିଲା ବିଷମକଟକ ଥାନା ଝିଗିରି ଗ୍ରାମର...

ବିବାହବନ୍ଧନରେ ବାନ୍ଧି ହେବେ ଅର୍ଚ୍ଚିତା-ସବ୍ୟସାଚୀ

ଭୁବନେଶ୍ୱର,୨୮।୨: ସୋମବାର ଓଲିଉଡ୍‌ ଚୁଲ୍‌ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ଅଭିନେତ୍ରୀ ଅର୍ଚ୍ଚିତା ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିବେ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ ଏହି ବାହାଘର ହେବ। ଏନେଇ ସୋସିଆଲ ମିଡିଆରେ ସବ୍ୟସାଚୀ ସୂଚନା ଦେଇଛନ୍ତି। ପୂର୍ବରୁ...

ପ୍ରେମିକ ଅନ୍ୟତ୍ର ବିବାହ କରୁଥିବାରୁ ଥାନାରେ ଏମିତି କଲେ ପ୍ରେମିକା

ଭୁବନେଶ୍ୱର,୨୮।୨: କମିଶନରେଟ ପୋଲିସ ଅଧୀନ ବାଲିପାଟଣା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ଜଣକ ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ପ୍ରେମିକା ଜଣକ ଥାନାକୁ ଆସି ବିଷ ପିଇଦେଇଥିବା ଜଣାପଡ଼ିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri