ଏମିତି କ’ଣ ହେଲା ବରକୁ ବନ୍ଧକ ରଖିଲେ କନ୍ୟାଘର ଗ୍ରାମବାସୀ

ବୌଦ୍ଧ,୨୮ା୨: ବରଯାତ୍ରୀଙ୍କ ମଧ୍ୟରୁ କେତେଜଣ ଯୁବକଙ୍କ ଦୁର୍ବ୍ୟବହାର ପାଇଁ ଶେଷରେ ବନ୍ଧକ ରହିଲେ ବର। ଏଭଳି ଅଭିଯୋଗ ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବରକୁ ଉଦ୍ଧାର କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।
ପୋଲିସ ସୂଚନା ଅନୁଯାୟୀ, ରବିବାର ବୌଦ୍ଧ ବ୍ଲକ ଅଧୀନ ବରଝୁଲି ଅଞ୍ଚଳର ଜଣେ ଯୁବକ ବିବାହ ପାଇଁ ବରଯାତ୍ରୀ ଗହଣରେ ହରଭଙ୍ଗା ବ୍ଲକର ମହିବାହାଲ ଗାଁକୁ ଯାଇଥିଲେ। ବିବାହ ଶୋଭାଯାତ୍ରା ସମୟରେ ବରଯାତ୍ରୀ ଦଳର କେତେଜଣ ଯୁବକ କନ୍ୟାଘର ଗାଁର କେତେଜଣ ଯୁବକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଫଳରେ କନ୍ୟାଘର ଗାଁର ଯୁବକମାନେ ବରଯାତ୍ରୀ ଦଳର ସେହି ଯୁବକଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେମାନେ ଫେରାର ହୋଇଯାଇଥିବାରୁ ଯୁବକମାନେ ବରକୁ ବନ୍ଧକ ରଖିଥିଲେ। ବିବାହ ଶେଷ ହେବା ପରେ ମଧ୍ୟ ଯିବାକୁ ଦେଇ ନ ଥିଲେ। କନ୍ୟାଘର ପକ୍ଷରୁ ଅଭିଯୋଗ ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବରକୁ ଉଦ୍ଧାର କରିଥିବା ଥାନା ଅଧିକାରୀ ତପସ୍ବିନୀ କହଁର ପ୍ରକାଶ କରିଛନ୍ତି  ।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ଲୋକଙ୍କ ପୁରୀ ପ୍ରବେଶରେ କଟକଣା: ଆଜିଠୁ ପିପିଲିରେ ଯାଞ୍ଚ

ପୁରୀ ଅଫିସ,୧୬।୩: ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ବହୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ବର୍ତ୍ତମାନ କରୋନା ଯେଉଁଭଳି ମାଡ଼ି ଚାଲିଛି ସେଥିପାଇଁ ସତର୍କ...

ବ୍ୟାଙ୍କରେ ତାଲା ପକାଇଲେ ଗ୍ରାହକ

ସଜନାଗଡ଼, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଠିକ୍‌ ଭାବେ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଶୁକ୍ରବାର ବ୍ୟାଙ୍କ...

ସାଇ ଇଣ୍ଟରନ୍ୟାଶନାଲ ସର୍ବଭାରତୀୟ ଶ୍ରେଷ୍ଠ ସ୍କୁଲ

ଭୁବନେଶ୍ୱର, ୪।୧୨ (ବ୍ୟୁରୋ):ଏଜୁକେଶନ ୱାଲର୍‌ଡ ଇଣ୍ଡିଆ ସ୍କୁଲ୍‌ ର଼୍ୟାଙ୍କିଙ୍ଗ୍‌ରେ ସର୍ବଭାରତୀୟ ସ୍ତରରେ ଡେ’ କମ୍‌ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ ୨୦୨୧-୨୨ ବର୍ଷ ପାଇଁ...

ସୁମିତଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ପାଇଁ ତପସ୍ବିନୀ ଦାଶ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ର ତାଙ୍କ ଶ୍ୱଶୁର ଘର ଆଗରେ ଧାରଣା ଜାରି...

ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ଶ୍ରମିକ

ଆନନ୍ଦପୁର/ଘସିପୁରା,୨୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଘସିପୁରା ଥାନା ଅଧୀନ ଶୈଲଙ୍ଗ ଓଭରବ୍ରିଜ ନିକଟରେ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବୁଧବାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ଶ୍ରମିକ...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଦିବ୍ୟାଙ୍ଗକଁର ଗୁହାରି: ରୁଜ୍‌ଗାର ଦିଅ ନଚେତ୍‌ ମରବାକେ ଅନୁମତି ଦିଅ

ଲାଠୋର, ୨୩ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁଇବାହାଲ ପଁଚେତ୍‌ ଅଧୀନ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ସୁରେନ୍ଦ୍ର ତାଣ୍ଡି। ମୋତେ ରୁଜ୍‌ଗାର ଯୁଗେଇ ଦିଆଯାଉ, ନାଇଁ...

ଆଜି ତିନି ରଥରରେ ଚକ ଡେରା

ପୁରୀ ଅଫିସ,୧୪ା୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ତିନି ରଥର ୬ଟି ନାହାକା ଚକ ଡେରାଯିବାର ବିଧି ରହିଛି। ଏଥିଲାଗି ରଥଖଳାରେ...

ପୁରୁଷୋତ୍ତମପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହିରେ ମା’ ଗଜଲକ୍ଷ୍ମୀଙ୍କ ମେଢ଼...

Advertisement
Archives

Model This Week