ଏଣିକି ଅଫ୍ଲାଇନ୍ ନୁହେଁ ସବୁ ଅନ୍ଲାଇନ୍
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଏଣିକି ଅଫ୍ଲାଇନ୍ ନୁହେଁ ଅନ୍ଲାଇନ୍ରେ ଡିଏଲ୍ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍ ଭଳି ସବୁ କାମ ହେବ। ନୂଆବର୍ଷଠାରୁ ପରିବହନ ବିଭାଗରେ ନୂଆ ସଂସ୍କାର ଅଣାଯିବ। ତଦନୁଯାୟୀ ଆର୍ଟିଓଗୁଡ଼ିକ ଦଲାଲ ମୁକ୍ତ ହେବ। ଅଫ୍ଲାଇନ୍ରେ ହୋଇଆସୁଥିବା କାର୍ଯ୍ୟଗୁଡ଼ିକରେ ଦଲାଲଙ୍କ…
ନାଇଟ୍ କର୍ଫ୍ୟୁ ଗାଇଡ୍ଲାଇନ୍ରେ ସଂଶୋଧନ; ଜାଣନ୍ତୁ କାହାକୁ ମିଳିଲା ଅନୁମତି
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଜିରୋ ନାଇଟ୍, ନୂଆବର୍ଷ ପାଇଁ ଜାରି ହୋଇଥିବା ନାଇଟ୍ କଫ୍ୟୁ ଗାଇଡ୍ଲାଇନ୍ରେ ସଂଶୋଧନ କରାଯାଇଛି। ଏସ୍ଆର୍ସିଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହି ସମୟରେ ଜରୁରୀ ସେବା ଅଧିକାରୀଙ୍କ ଅନୁମତି ମିଳିବ ବୋଲି କୁହାଯାଇଛି। ତେବେ ସଂଶୋଧିତ ନିୟମ ଅନୁଯାୟୀ,…
ସତ୍ୟପାଠ ଦାଖଲ କରିବେ ପଞ୍ଚାୟତ ପ୍ରାର୍ଥୀ, ସାର୍ବଜନୀନ ହେବ…
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଏଥିସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସାର୍ବଜନୀନ ମଧ୍ୟ କରାଯିବ। ଏନେଇ ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି। ତେବେ ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି…
‘ଜାଗା ମିଶନ’ ଉପରେ କ୍ୟାବିନେଟ୍ ମୋହର; ଶିକ୍ଷକଙ୍କ ପାଇଁ ସପ୍ତମ ବେତନ ଲାଗୁ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ୫ ମହାନଗର ନିଗମ ପାଇଁ ଜାଗା ମିଶନ ସମେତ ୯ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର,…
ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ
ମାଲକାନଗିରି,୩୧ା୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ତଥ୍ୟ ଅନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ସାମଗ୍ରୀ ଥିବା ବିଶେଷ ସୂତ୍ରରୁ ଖବର…
ଏଣିକି ଅନ୍ଲାଇନରେ ହେବ ପରିବହନ ବିଭାଗର ସମସ୍ତ କାମ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ) : ଜାନୁୟାରୀ ୧ରୁ ପରିବହନ ବିଭାଗର ନୂଆ ନିୟମ ଲାଗୁ ହେବ। ଏଥର ସମସ୍ତ କାମ ଅଫ୍ଲାଇନ ନୁହେଁ ଅନ୍ଲାଇନରେ ହେବ । ଡ଼ିଏଲଠୁ ଆରମ୍ଭ କରି ଗାଡି ପରିମିଟି ଭଳି ସମସ୍ତ କାର୍ଯ୍ୟ ଏଣିକି ଅନ୍ଲାଇନରେ ହେବ ।…
‘ବିପ୍ଳବୀ ଗୋବିନ୍ଦ’ ଶୁଟିଂ ଆରମ୍ଭ
ଢେଙ୍କାନାଳ ଅଫିସ, ୩୧।୧୨ ବିଶିଷ୍ଟ ଗାନ୍ଧୀବାଦୀ ତଥା ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କ ଜୀବନୀକୁ ନେଇ ପ୍ରାମାଣିକ ଟେଲି ଚଳଚ୍ଚିତ୍ର ‘ବିପ୍ଳବୀ ଗୋବିନ୍ଦ’ର ଶୁଟିଂ ଆରମ୍ଭ ହୋଇଛି। ସଂଗ୍ରାମୀଙ୍କ କର୍ମଭୂମି ଚମ୍ପାପୁର, କଇଥା ସମେତ ଏହାର ଆଖପାଖ ଅଞ୍ଚଳରେ ଏହାର ଶୁଟିଂ ଚାଲିଛି।…
ଅବ୍ୟବସ୍ଥା ଦେଖି ଅସନ୍ତୁଷ୍ଟ
ଢେଙ୍କାନାଳ ଅଫିସ, ୩୧।୧୨ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ମାର୍ଟ ହେଲ୍ଥ କାର୍ଡ କାର୍ଯ୍ୟକାରିତା ପରଖିବାକୁ ଗୁରୁବାର ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥିତ…
ଦ୍ୱନ୍ଦ୍ୱ ଦୂର: ୩ ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଜାନୁୟାରୀ ୩ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା ଆରମ୍ଭ ହେବ। ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ୩ ରୁ ହିଁ ଖୋଲିବ ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି…
ପୁଣି ଫେରିବ ଶୀତ
ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଆଜିଠୁ ରାଜ୍ୟରେ ପାଣିପାଗ ବଦଳିଯିବ। ପୁଣି ଶୀତ ଲେଉଟିବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି। ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଘନ କୁହୁଡ଼ିରେ ଆଚ୍ଛାଦିତ…
୪୦ ଅଧ୍ୟାପକ ପଦବୀ ଖାଲି
ଢେଙ୍କାନାଳ ଅଫିସ, ୩୧।୧୨ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ଦେଖାଦେଇଛି। କଲେଜରେ ୬୦ ଅଧ୍ୟାପକ ପଦବୀ ମଧ୍ୟରୁ ୪୦ ଖାଲି ପଡ଼ିଛି। ୨୦ ଅଧ୍ୟାପିକା ଅଧ୍ୟାପକଙ୍କୁ ନେଇ ବଡ଼ କଷ୍ଟରେ ଶିକ୍ଷାଦାନ ଚାଲିଛି। ସେହିପରି ଏହି ପୁରାତନ ଐତିହ୍ୟସମ୍ପନ୍ନ କଲେଜ…
ମିଳୁନି ରତ୍ନଭଣ୍ଡାର ରେଜିଷ୍ଟର ତଥ୍ୟ
ପୁରୀ ଅଫିସ,୩୧।୧୨: ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାରଯୋଗ୍ୟ ନ ହେବା ହେତୁ ରାଜ୍ୟ ସରକାରଙ୍କ ବିଧି ବିଭାଗ ଚିଠି ନମ୍ବର- ୮୭୬୭,୧୨। ୭।୧୯୮୫ ଆଦେଶାନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ପୂର୍ବ ପରି ତାଲା ପକାଇ…
Archives


