ରାଜ୍ୟ

୫ ଲକ୍ଷ ‘ଓମିସିଓର’ କିଟ୍‌ ମଗାଇଲା ଓଡ଼ିଶା

ଭୁବନେଶ୍ୱର, ୧୧।୧(ବ୍ୟୁରୋ): ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଭୂତାଣୁ ଚିହ୍ନଟ ପାଇଁ କରୋନା ଆକ୍ରାନ୍ତଙ୍କ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ଲାବ୍‌କୁ ପଠାଯାଉଛି। ରିପୋର୍ଟ ଆସିବାକୁ କିଛିଦିନ ସମୟ ଲାଗୁଥିବାରୁ…

୨ ବର୍ଷରେ ଇବ୍‌ ନଦୀ ଉପରେ ହେବ ୨ ବ୍ୟାରେଜ

ଭୁବନେଶ୍ୱର,୧୧ା୧(ବ୍ୟୁରୋ)”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସୁନ୍ଦରଗଡ଼ ସଦର ବ୍ଲକ୍‌ ଅନ୍ତର୍ଗତ କୋପସିଙ୍ଗା ଓ କୁଡ଼ାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍‌ ନଦୀ ଉପରେ ନିର୍ମାଣ ହେବାକୁ ଥିବା ୨ଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟ ଆସନ୍ତା…

ପଞ୍ଚାୟତ ନିର୍ବାଚନ: ବିଜେଡିର ହଁ, ବିରୋଧୀଙ୍କ ନା

ଭୁବନେଶ୍ୱର,୧୧ା୧(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭୋଟଗ୍ରହଣ ତାରିଖ ଘୋଷଣା ପୂର୍ବରୁ ଶନିବାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବେଳେ ସୋମବାର ବିଭିନ୍ନ ରାଜନୈତିକ ଦଳର ମତାମତ ଲୋଡ଼ିଛନ୍ତି। କେବଳ…

ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୩ ଲକ୍ଷର ପୁରସ୍କାର

ମାଲକାନଗିରି,୧୦ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଏସ୍‌ପିଙ୍କ ନିକଟରେ ଜଣେ ହାର୍ଡକୋର ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ପାଣ୍ଡୁରାମ ସାଲବାମ। ତାଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ପାଣ୍ଡୁରାମ ତେଲଙ୍ଗାନା-ଛତିଶଗଡ଼ ସୀମାନ୍ତ ମାଓବାଦୀ…

ଗ୍ରାମବାସୀଙ୍କୁ ଦେଖି ହରିଣକୁ ଛାଡ଼ି ପଳାଇଲେ ଶିକାରୀ

ବାରିପଦା ଅଫିସ,୧୦।୧- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରୁ ସୋମବାର ଏକ ହରିଣ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ ହରିଣକୁ ଶିକାର କରିବା ପାଇଁ ଗୋଡ଼ାଇଥିଲେ। ହରିଣଟି ବାଟବଣା ହୋଇ ଚନ୍ଦନପୁର ଗ୍ରାମର ଏକ…

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୦୦ ଟପିଲା

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛିି। ସୋମବାର ଆଉ ୨୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‌ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚତ୍ଛି। ଜୀବନ ବିଜ୍ଞାନ ପ୍ରତିଷ୍ଠାନର(ଆଇଏଲ୍‌ଏସ୍‌) ରିପୋର୍ଟ ମୁତାବକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…

ଚାକିରି ପାଇଁ ବଢିଲା ବୟସ ସୀମା

ଭୁବନେଶ୍ୱର,୧୦।୧(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକ ସୋମବାର ସନ୍ଧ୍ୟା ୭.୩୦ରେ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀ ସରକାରୀ ଚାକିରି ପାଇଁ ବୟସ ସୀମା…

ବଢିଲା ଦ୍ୱାଦଶ ପରୀକ୍ଷା ଫର୍ମ ପୂରଣ ଅବଧି

ଭୁବନେଶ୍ୱର,୧୦।୧:(ବ୍ୟୁରୋ): ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଫର୍ମ ପୂରଣ ଅବଧି ବଢାଇଛନ୍ତି। ଏହି ଅବଧି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ମଙ୍ଗଳବାର ଫର୍ମ ପୂରଣର ଅବଧି ସରିବାର ଥିଲା। ୪୫୦ ଟଙ୍କା ଦେଇ ଛାତ୍ରୀଛାତ୍ର ଫର୍ମ ପୂରଣ…

ଡରାଇଲାଣି ୪ ଜିଲାର ସ୍ଥିତି

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୪ଟି ଜିଲାର ସ୍ଥିତି ଉଦ୍‌ବେଗଜନକ ରହିଛି। ବିଶେଷ କରି ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାର ସ୍ଥିତି ଭୟଙ୍କର ରହିଛି। ଯଦିଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି,…

ଯାଇଥିଲେ ଭୋଜି କରିବାକୁ, ମିଳିଲା ମୃତଦେହ

ସୋନପୁର,୧୦।୧(ନି.ପ୍ର.): ସୋନପୁର ସହର ଯାତ୍ରୀ ନିବାସ ସମ୍ମୁଖ ମହାନଦୀ ପାଚେରୀ ଘାଟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ବଡବଜାର ଘାସିପଡାର ଜଲାର ସିଂ ବାଗ(୩୨) । ମହାନଦୀ ନଦୀ କୂଳରେ ମୃତଦେହ ଭାସୁଥିବା ଲୋକେ ଦେଖିବାକୁ…

ସନ୍ଧ୍ୟା ୭.୩୦ରେ ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ବର,୧୦।୧(ବ୍ୟୁରୋ): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟା ୭.୩୦ରେ ବସିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିବେ। ତେବେ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।  

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର

ଆର.ଉଦୟଗିରି,୧୦।୧(ଡି.ଏନ.ଏ.): ମୋହନା ଥାନା ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରେ ଏକୁଟିଆ ରହୁଥିବାର ସୁଯୋଗ ନେଇ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ନାବାଳିକା ଜଣକ ଗର୍ଭବତୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri