ରାଜ୍ୟ

ଛିଣ୍ଡୁନି ଅଙ୍କ: ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ସୁମିତ

କଟକ ଅଫିସ,୧୧।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗତ ୪ ତାରିଖରେ ଛତ୍ରପୁର ଜିଲା କୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ନେଇ ଏବେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ…

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ

କଟକ ଅଫିସ,୧୧।୧: ବରିଷ୍ଠ କଳାକାର ତଥା ଅଭିନେତା ମିହିର ଦାଶଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି।  ସେ ଦୀର୍ଘ ଦିନ ହେଲା ଯକୃତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ…

ଆରପାରିରେ ବିଶିଷ୍ଟ ସାହିତି୍ୟକ ମଙ୍ଗଳୁ ଚରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସରେ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ୨୫ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…

ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା: ୫ଟି ପର୍ଯ୍ୟାୟରେ ହେବ ମତଦାନ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସବୁ କଳ୍ପନାଜଳ୍ପନାରେ ଶେଷରେ ଅନ୍ତ ଅନ୍ତ ଘଟିଛି। ଆଶା, ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ଖବରଦାତା ସମ୍ମିଳନୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ…

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଯାହାକୁ ନେଇ ଆକ୍ସନ ମୋଡକୁ ରାଜ୍ୟ ସରକାର ଆସିଛନ୍ତି । ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମୀକ୍ଷା ବୈଠକ କରିବେ। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏହି ବୈଠକ…

ଦୟନୀୟ ଅବସ୍ଥାରେ ଅସହାୟ ଦମ୍ପତି

ଭୋଗରାଇ, ୧୧।୧(ଡି.ଏନ.ଏ.) ତିନି ଓଳି ପେଟପୁରା ଖାଇବାକୁ ଦାନା ନାହିଁ, ଖଣ୍ଡେ ଭଲ ପିନ୍ଧିବା ପାଇଁ ବସ୍ତ୍ର ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଏଭଳି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି ଏକ ଅସହାୟ ଦମ୍ପତି। କବାଟ ଝରକା…

୨ଦିନ ପରେ ବସ୍‌ ଚଳାଚଳ ସ୍ବାଭାବିକ

ବାଲେଶ୍ୱର ଅଫିସ, ୧୧।୧ ବାଲେଶ୍ୱର ଓ ବାରିପଦା ବସ୍‌ ମାଲିକ ସଂଘ ମଧ୍ୟରେ ତିକ୍ତତା ଯୋଗୁ ଗତ ୮ତାରିଖରୁ ବସ୍‌ ଚଳାଚଳ ବନ୍ଦ ଥିଲା। ସୋମବାର ଉଭୟ ଆର୍‌ଟିଓ, ବସ୍‌ ମାଲିକ ସଂଘ, ପୋଲିସ ମିଳିତ ଭାବେ ଆଲୋଚନା କରି ସମସ୍ୟାର…

ମାସେ ଚାଲିଲାନି ମାର୍କେଟ ୟାର୍ଡ

ଢେଙ୍କାନାଳ ଅଫିସ, ୧୧।୧ଚାଷୀ ନିଜର ଉତ୍ପାଦିତ ସବୁଜ ପରିବା ଉଚିତ ମୂଲ୍ୟରେ ବିକିପାରିବେ। ଗୋଦାମ ଘରେ ସୁବିଧାରେ ରଖାଯାଇପାରିବ ଉତ୍ପାଦିତ ଚାଉଳ। ଏଭଳି ମହତ୍‌ ଉଦ୍ଦେଶ୍ୟ ନେଇ ଢେଙ୍କାନାଳ ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱ…

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ୍‌ ହସ୍ପିଟାଲ

ଅନୁଗୋଳ ଅଫିସ,୧୧।୧ ଅନୁଗୋଳ ଜିଲାରେ କୋଭିଡ୍‌ ସଂକ୍ରମଣ ବଢ଼ୁଛି। ତେଣୁ ଜିଲାରେ ଥିବା କୋଭିଡ୍‌ ହସ୍ପିଟାଲଗୁଡ଼ିକ ସୁରୁଖୁରୁରେ ଚାଲିବା ନିମନ୍ତେ ସୋମବାର ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଳଚେର କୋଭିଡ୍‌ ହସ୍ପିଟାଲରେ ସମସ୍ତ…

ରାସ୍ତାରେ ସ୍ବାମୀ, ଝିଅଙ୍କୁ ଛାଡ଼ି ମହିଳା ଫେରାର

ଅନୁଗୋଳ ଅଫିସ,୧୧।୧- ସ୍ବାମୀ, ଝିଅଙ୍କ ସହ ବାପଘରକୁ ଯାଉଥିବା ଜଣେ ମହିଳା କୌଶଳକ୍ରମେ ସେମାନଙ୍କୁ ଛାଡ଼ି ସମ୍ପର୍କୀୟ ଭିଣୋଇଙ୍କ ସହ ଫେରାର ହୋଇଯିବା ଅନୁଗୋଳ ଜିଲାରେ ସୋମବାର ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ସମ୍ପୃକ୍ତା ମହିଳା ୬ ମାସ ପୂର୍ବରୁ…

ବୁଷ୍ଟର ଡୋଜ୍‌ ପ୍ରଦାନରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ,୧୧।୧ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଥିବା ବେଳେ ସୋମବାରଠାରୁ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ ଆରମ୍ଭ ହୋଇଛି। ଅନୁଗୋଳ ଜିଲାରେ ଏଥିପାଇଁ ମୋଟ୍‌ ୪୪ଟି କେନ୍ଦ୍ର କରାଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri