ମା’ଙ୍କ ବିରୋଧରେ ଥାନାରେ ପୁଅ,ଝିଅ: ଏକାଧିକ ପର ପୁରୁଷଙ୍କ ସହ…
ଭୁବନେଶ୍ୱର,୧।୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାରେ ଶନିବାର ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନାବାଳିକା ଝିଅ ଓ ପୁଅ। ମା’ଙ୍କର ଏକାଧିକ ପର ପୁରୁଷଙ୍କ ସହ ସମ୍ପର୍କ ରହିଛି ଓ ସେମାନେ ଅଧିକାଂଶ ସମୟ ଘରକୁ ମଧ୍ୟ ଆସନ୍ତି। ଏନେଇ ବିରୋଧ...
ସୋମବାରରୁ ସମସ୍ତ ରୁଟ୍ରେ ଚାଲିବ ମୋ ବସ୍
ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବାରୁ ସରକାର ଲକ୍ଡାଉନ୍ କଟକଣାକୁ ଆହୁରି କୋହଳ କରିଛନ୍ତି। ପୂର୍ବରୁ ସମଗ୍ର ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ମିଳିଥିବାରୁ କ୍ରୁଟ୍ ପକ୍ଷରୁ ୧୬ଟି ରୁଟ୍ରେ ମୋ ବସ୍ ସେବା ଆରମ୍ଭ...
ଓଡ଼ିଶା ମାଟିରେ ଫଳୁଛି ସେଓ: ପ୍ରେରଣା ସାଜିଛନ୍ତି ଅରୁଣ
ଖୋର୍ଦ୍ଧା ଅଫିସ,୧।୮: କାଶ୍ମୀର କି ହିମାଚଳ ପ୍ରଦେଶ ନୁହେଁ, ଏବେ ଓଡ଼ିଶା ମାଟିରେ ଫଳୁଛି ସେଓ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଆରିକମା ଗାଁର ଅରୁଣ କୁମାର ନାୟକ ଅନ୍ଲାଇନରେ ସେଓ ଚାରାକିଣି ନିଜ ବାରିରେ ଲଗାଇଥିଲେ। ଏବେ ସେଥିରେ...
ଶୈଳଶ୍ରୀବିହାର, ନୀଳାଦ୍ରିବିହାରରେ ଘରେ ଘରେ ଜ୍ୱର; ନିୟନ୍ତ୍ରଣକୁ ଆସୁନି…
ଭୁବନେଶ୍ୱର, ୧।୮ (ବ୍ୟୁରୋ): ରାଜଧାନୀରେ ତୀବ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ସହରରୁ ଦିନକୁ ୨୦ରୁ ୩୦ଜଣ ରୋଗୀ ଚିହ୍ନଟ ହେଉଥିବାବେଳେ ଶନିବାର ଗୋଟିଏ ଦିନରେ ଆଉ ୫୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୮୮ରେ...
ଆସ ଗଛ ସହ ବନ୍ଧୁ ବାନ୍ଧିବା
ପୁରୁଣା ଭୁବନେଶ୍ୱର, ୧।୮: ଅଗଷ୍ଟ ପ୍ରଥମ ରବିବାରକୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଉଥିବାବେଳେ ପରିବେଶବିତ୍ ତଥା ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ ପତ୍ର ଓ ମୁରୁଜରେ ବୃକ୍ଷ ତିଆରି କରି ବନ୍ଧୁତ୍ୱର ନିଆରା ବାର୍ତ୍ତା ଦେଇଛନ୍ତି।...
୩ରୁ ପୁଣି ବର୍ଷା
ଭୁବନେଶ୍ୱର, ୧।୮(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଓ ପଶ୍ଚିମବଙ୍ଗ ଅତିକ୍ରମ କରି ଏବେ ଦକ୍ଷିଣ-ପଶ୍ଚିମ ବିହାର ଉପରେ ରହିଛି। ଆସନ୍ତା ୨ ଦିନରେ ଏହା ଉତ୍ତର ପ୍ରଦେଶ ଆଡ଼କୁ ଗତି କରି କ୍ରମଶଃ ଦୁର୍ବଳ ହୋଇଯିବ। ଫଳରେ...
ରାଜଧାନୀରେ ଟିକାକରଣ: ୧୦୦% ଦାବିକୁ ନେଇ ଦ୍ୱନ୍ଦ୍ୱ
ଭୁବନେଶ୍ୱର, ୧।୮ (ବ୍ୟୁରୋ): ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି। ତେବେ ବିଏମ୍ସିର ଏହି...
ଓଡ଼ିଶାକୁ ତୁରନ୍ତ ସାର ଯୋଗାଅ
ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୧।୮: ରାଜ୍ୟରେ ସାର ଅଭାବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖିଛନ୍ତି। ଏପ୍ରିଲ ମାସରେ ରାଜ୍ୟକୁ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର...
ଆଉ ୬୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ସଂକ୍ରମଣ କମିଥିଲେ ହେଁ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୯୬୬କୁ...
ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ-ପୁରୀ
ଭୁବନେଶ୍ୱର,୧।୮(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩୨ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ବାକି ୬୦୫ ଲୋକାଲ କେସ୍। ୧୪୩୭ ଟି ନୂଆ କେସ ସହିତ ରାଜ୍ୟରେ ମୋଟ...
ଢାବା ମାଲିକାଣୀଙ୍କୁ ଗୁଳି କରି ହତ୍ୟା
ନୂଆପଡ଼ା ଅଫିସ, ୩୧।୭: ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଡୁଆଝର ଗାଁରେ ଗୁଳିକାଣ୍ଡ ଘଟିଛି। ଶନିବାର ରାତିରେ ବିଭୀଷଣ ମେହେରଙ୍କ ଢାବାରେ ତାଙ୍କର ସ୍ତ୍ରୀ ବାସନ୍ତୀ ମେହେର(୪୭)ଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ...
ଜଳଖିଆ ପାଇଁ ଯାଇଥିଲେ ୨ ଭଉଣୀ, ଫେରିବା ବେଳେ କୂଅରେ ଖସିପଡ଼ିଲେ
କାମାକ୍ଷାନଗର,୩୧।୭(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା କହ୍ନେଇପାଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ କୂଅରେ ପଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ଶେଷ ପାତ୍ରଙ୍କ ଝିଅ ଶ୍ରୁତି (୫) ଏବଂ ତାଙ୍କ...
Archives


