ରାଜ୍ୟ

ନକଲି ଡାକ୍ତର ଠକେଇ ମାମଲା: ମୁହାଁମୁହିଁ ଜେରା ହେବେ ଭଉଣୀଭାଇ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରସିକିଆ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ବାଇଁଙ୍କ ପ୍ରତାରଣା ଓ ଠକେଇ ସାମ୍ରାଜ୍ୟକୁ ଭେଦ କରିପାରୁନି କମିଶନରେଟ ପୋଲିସ। ଶୁକ୍ରବାରଠାରୁ ଦ୍ୱିତୀୟଥର ରିମାଣ୍ଡରେ ଆଣି ମାରାଥନ ଜେରା କରିଥିଲେ ମଧ୍ୟ ସେପରି ଅଧିକ କିଛି ତଥ୍ୟ ପାଇପାରି ନାହିଁ ପୋଲିସ। ଇତିମଧ୍ୟରେ…

ବିଜେଡି ସଫଳତା ଦେଖି ବିରୋଧୀ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୮ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଗଣତି ଏକପାଖିଆ ଭାବେ ବିଜେଡି ସପକ୍ଷରେ ଯିବାରେ ଲାଗିଛି। ୬୦୦ ଜିଲା ପରିଷଦ ଆସନ ମଧ୍ୟରୁ ପ୍ରାୟ ୫୪୮ ଆସନରେ ବିଜେଡି ଆଗୁଆ ରହିଛି। ବିଜେଡି ତୁଳନାରେ ଭାଜପା, କଂଗ୍ରେସ…

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ବିରୋଧ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବର୍ଦ୍ଧିତ ବିଦ୍ୟୁତ୍‌ ଦେୟ ଦେଇ ରାଜ୍ୟବାସୀ ଶୋଷଣର ଶିକାର ହେବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଦଳର ରାଜ୍ୟ କମିଟି ସଭାପତି ରବି ବେହେରା କହିଛନ୍ତି, ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ବେଦାନ୍ତ ତା’ର ଥର୍ମାଲ…

ଆଜିଠୁ ସ୍କୁଲ ଯିବେ ପ୍ରଥମରୁ ସପ୍ତମ ପିଲା

ଭୁବନେଶ୍ୱର, ୨୮।୨(ବ୍ୟୁରୋ): ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଗତ ୧୪ ତାରିଖରୁ ଖୋଲିଛି। ତେବେ ସୋମବାରଠାରୁ ପିଲାମାନେ ସ୍କୁଲ୍‌ ଯିବେ। ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ ପିଲା ସ୍କୁଲ ଯାଉଥିବାରୁ ସେମାନଙ୍କ ମଧ୍ୟରେ ନୂଆ ଉତ୍କଣ୍ଠା ପ୍ରକାଶ ପାଇଛି। ସେହିଭଳି ଷଷ୍ଠ…

ଯୁଆଡ଼େ ଦେଖିଲେ ବିଜେଡି

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ଉପକୂଳ, ପଶ୍ଚିମ, ଉତ୍ତର, ଦକ୍ଷିଣ ଯେଉଁଠି ଦେଖିଲେ ବିଜେଡି। ସବୁଆଡ଼େ ଶଙ୍ଖନାଦ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜବରଦସ୍ତ କ୍ରେଜ୍‌ ସବୁଠି ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଶାସନ ପରେ ମଧ୍ୟ ବିଜେଡି…

ସ୍ତ୍ରୀ ଜିଲା ପରିଷଦ, ସ୍ବାମୀ ସରପଞ୍ଚ

ଜୁନାଗଡ଼,୨୭।୨(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ଗ୍ରାମର ଏକ ଦମ୍ପତି ଭୋଟରଙ୍କୁ ଆକୃଷ୍ଟ କରି ମନ ଜିଣିଛନ୍ତି। ଫଳସ୍ବରୁପ ସ୍ତ୍ରୀ ଜିଲା ପରିଷଦ ଓ ସ୍ବାମୀ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ହେବା ଏହା ପ୍ରମାଣିତ କରୁଛି।…

ହାରିଗଲେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ୍‌,୨୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ (ଭାଜପା) ଏବଂ ଗୀତାଞ୍ଜଳୀ ପୁଟା(ବିଜେଡ଼ି)ଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ବରଗଡ଼ ଜୋନ୍‌-୧ରୁ ଭାଜପା ପ୍ରାର୍ଥିନୀ ରହିଥିବା ମୁକ୍ତାଙ୍କୁ ବିଜେଡ଼ି ପ୍ରାର୍ଥିନୀ ପୁଷ୍ପା…

ଖବରକାଗଜ ବିତରକରୁ ହେଲେ ସରପଞ୍ଚ

ବାସୁଦେବପୁର,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ସହରର ଖବରକାଗଜ ବିକ୍ରେତା ଗୌରାଙ୍ଗ ଚନ୍ଦ୍ର ପଣ୍ଡା ନରସିଂହପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଗୌରାଙ୍ଗ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୪୦ ଖଣ୍ଡ…

ଗଞ୍ଜାମ ବ୍ଲକ ୧୪ ନଂ ଜୋନ୍‌ରେ ବିଜୟୀ ହୋଇଛନ୍ତି ଏହିସବୁ ପ୍ରାର୍ଥୀ

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୋଇରସି ପଞ୍ଚାୟତରେ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହରା, ସରପଞ୍ଚ ରବୀନ୍ଦ୍ର ବେହେରା, ମଲାଡ଼ ପଞ୍ଚାୟତରେ ସମିତିସଭ୍ୟା ବିଷ୍ଣୁପ୍ରିୟା ମହାପାତ୍ର, ସରପଞ୍ଚ ମମତା ବେହେରା, କରପଡ଼ା…

୯ରୁ୯ ନେଇଗଲା ବିଜେଡି

କେନ୍ଦ୍ରାପଡ଼ା ଅଫିସ,୨୭ା୨: ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଗଣନାରେ କେନ୍ଦ୍ରାପଡ଼ା ଜିଲାର ୯ଟି ଜିଲା ପରିଷଦ ଜୋନ୍‌ରେ ବିଜେଡି ବାଜିମାତ କରିଛି। ପ୍ରଥମ ପର୍ଯ୍ୟାୟର ସମସ୍ତ ୯ଟି ଜୋନ୍‌ ବିଜେଡି ଦଖଲ କରିଛି। ଜୋନ-୧ରେ କନକଲତା ବେହେରା, ଜୋନ୍‌ ୫ରେ ଲିଲିତା…

ଆଲମିରା ତିଆରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମିଳିଲା ରକ୍ତଭିଜା ଛୁରି

ବ୍ରହ୍ମପୁର ଅଫିସ,୨୭ା୨: ସଦର ଥାନା ଅଳକାପୁରୀରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କ ଘରେ ସୁନା, ଗହଣା ଓ ଟଙ୍କା ରହିଥିବା ଅପରାଧୀ ଜଣକ ଜାଣିବାକୁ ପାଇଥିଲେ। ସେହି ଘରେ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ରହୁଥିବା ବେଳେ ଗତ…

ଦ୍ୱିତୀୟ ଦିନର ଗଣତି ସୁଦ୍ଧା ୫୦୦ ପାର୍‌ କଲାଣି ବିଜେଡି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ଦିନ ଭୋଟ୍‌ ଗଣତି। ତେବେ ଗତକାଲିର ଗଣତି ମଧ୍ୟ ଆଜି ଅପରାହ୍ନ ୧ଟା ସୁଦ୍ଧା ସରିନାହିଁ। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭ କରାଯାଇଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri