ରାଜ୍ୟ

ରେକର୍ଡ ଭାଙ୍ଗିଲା ପୁରୀ, ଭୁବନେଶ୍ୱର

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ବର୍ଷା ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି...

ଲଗାଣ ବର୍ଷା: ୨ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ଯୋଗୁ ୧୨ଟି ଜିଲାରେ ୨ ଦିନ (ଆଜି ଓ ଆସନ୍ତାକାଲି) ପାଇଁ ସ୍କୁଲ ଗୁଡିକ ଛୁଟି ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ...

ଏସ୍‌ସିବି ମେଡିକାଲ ସିସିଟିଭି ଅଚଳ, ମିଳୁନି ସ୍ପଷ୍ଟ ଚିତ୍ର

କଟକ ଅଫିସ,୧୩ା୯:ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଷ୍ମନ୍ତ ଚିକିତ୍ସିତ ହେଉଥିବା ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅର୍ଥୋପେଡିକ ୱାର୍ଡରୁ ଆରମ୍ଭ କରି...

ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଅସୁରକ୍ଷିତ ହୋଇପଡୁଛି ରାଜଧାନୀର ରାତି। ରାସ୍ତାରେ ଚାଲିଛି ମଦୁଆ, ଲୁଟେରା, ଅସାମାଜିକଙ୍କ ରାଜ୍‌। କମିଶନରେଟ୍‌ ପୋଲିସ ଶୋଇଯାଉଥିବାରୁ ଅପରାଧୀମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଶନିବାର ରାତିରେ ସୁନ୍ଦରପଦାରୁ ଖାଦ୍ୟ ଅର୍ଡର ଦେଇ ବାଇକ୍‌ରେ ଫେରୁଥିବା ଜଣେ...

ଦବିଲା କୋଠା, ଘରେ ପଶିଲା ପାଣି

ଭୁବନେଶ୍ୱର,୧୩।୯(ବ୍ୟୁରୋ):ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ଏହା ପ୍ରଭାବରେ ଶନିବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ରବିବାର...

ମାଣିକପାଟଣା ଗଲେନି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ବ୍ୟୁରୋ)/ ପାରଳାଖେମୁଣ୍ଡି, (ଡି.ଏନ୍‌.ଏ.) ୧୩ା୯:ଥମୁନାହିଁ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ତା’ର ମନମାନି ଚଳାଇଛି। କୋରାପୁଟ ପଟ୍ଟାଙ୍ଗୀ ବ୍ଲକ ଅଧୀନ ୩ ଗ୍ରାମପୁଞ୍ଜ (ଫାଟୁ ସେନେରି, ଫଗୁଣ...

ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ

ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ କଣ୍ଟାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଲଘୁଚାପ ସତ୍ତ୍ୱେ ମତ୍ସ୍ୟଜୀବୀମାନେ ବୋଟ୍‌ ଧରି ସମୁଦ୍ର...

ଟିକା ଦେବା ପାଇଁ ପ୍ରବଳ ବର୍ଷାରେ ନଦୀ ପାରିହେଲେ ମହିଳା ସ୍ବାସ୍ଥ୍ୟକର୍ମୀ

ବୈପାରୀଗୁଡା,୧୨ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ବାଲଗାଁ ପଞ୍ଚାୟତରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଲୋକଙ୍କୁ ଟିକାଦେବାକୁ ଉଭୟ ପାଣି...

ନକଲି ଡାକ୍ତର ଗିରଫ

ଗଞ୍ଜାମ,୧୨।୯: ଗଞ୍ଜାମର ଏକ ମେଡିକାଲ ଷ୍ଟୋରକୁ ସିଲ୍‌ କରିବା ସହ ନକଲି ଡାକ୍ତର ଗିରଫ ହୋଇଛନ୍ତି । କୁମୁଦାପଦାର ବାହାଦୁର ନାୟକ ନାମକ ଜଣେ ବ୍ୟକ୍ତି ସୁରଟର ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ। ଗତବର୍ଷ ଲକଡାଉନ ହେବାରୁ ସେ...

ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଲେ ୫୦ ବର୍ଷୀୟ ପୂଜକ

ବାଉଁଶୁଣୀ,୧୨ା୯(ଡି.ଏନ.ଏ.): ବୟସରୁ ୩୦ ବର୍ଷର ସାନ ଜଣେ ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଛନ୍ତି ଶୈବପୀଠର ଜଣେ ୫୦ ବର୍ଷର ପୂଜକ l ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶୁଣ୍ଢିପଦର ପଞ୍ଚାୟତ...

ଅନ୍ୟଜାତିରେ ପ୍ରେମ ବିବାହ କରିବାରୁ…

ଲୋଇସିଂହା,୧୨।୯(ଡି.ଏନ.ଏ.): ଅନ୍ୟଜାତିରେ କରିଥିଲେ ପ୍ରେମ ବିବାହ। ଏବେ ତାଙ୍କର ଏକ ୨ ବର୍ଷର ପିଲା ଅଛି। ପୁଣି ଗର୍ଭବତୀ ଅଛନ୍ତି ସ୍ତ୍ରୀ। ନିଜ ଘର ଅଥବା ଶଶୁର ଘର ଲୋକେ ଏହି ବିବାହକୁ ସ୍ବୀକୃତି ଦେଇ ନ ଥିବାରୁ ବାହାରେ...

ନଦୀ କୂଳରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ, ୧୨ା୯: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି । ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri