ଡାଇରିଆ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ
ରାୟଗଡ଼ା ଅଫିସ,୨୩ା୭ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ,ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଶନିବାର କାଶୀପୁର ବ୍ଲକର ଡାଇରିଆ ପ୍ରଭାବିତ ଗ୍ରାମଗୁଡ଼ିକ ଗସ୍ତ କରିଛନ୍ତି । ପ୍ରଥମେ ଟିକିରି ଉଷାପଡ଼ା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ…
ମୁଁ ନିଶ୍ଚିତ ଯେ ଠିକ୍ ରାସ୍ତାରେ ଅଛି: ପ୍ରକୃତି ମିଶ୍ର
ଭୁବନେଶ୍ୱର,୨୩।୭: ଗୋଟିଏ ପଟେ ଓଲିଉଡ୍ ଅଭିନେତା ବାବୁସାନଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କ ଥିବା କଥା ପଦାକୁ ଆସିଥିବା ବେଳେ ଅପରପକ୍ଷେ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଛନ୍ତି ଦୁହେଁ। ଏଭଳି ସ୍ଥିତିରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି କିନ୍ତୁ ତାହା…
ବୋହୂ ତୃପ୍ତିଙ୍କୁ ଧରି ଥାନାରେ ପହଞ୍ଚିଲେ ଅପରାଜିତା
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍ ଅଭିନେତା ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କୁ ନେଇ ହାଇଡ୍ରାମା ବେଳକୁ ବେଳ ନୂଆ ମୋଡ଼ ନେଉଛି। ଅଭିନେତାଙ୍କ ସ୍ତ୍ରୀ ତୃପ୍ତିଙ୍କ ବାପାଙ୍କ ବିରୋଧରେ ପ୍ରଥମେ ପ୍ରକୃତିଙ୍କ ବାପାମା’ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ବୋହୂ ତୃପ୍ତିଙ୍କ ସହ…
ଅପରାହ୍ନ ୪ଟାଯାଏ ବିଧାନସଭା ମୁଲତବୀ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ ସୋନିଆଙ୍କୁ ଇଡି ସମନ ପ୍ରସଙ୍ଗ ଉଠିଛି। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ-ଭାଜପା ମୁହାଁମୁହିଁ ହୋଇଛନ୍ତି, ଯାହାକୁ ନେଇ ବିଧାନସଭାକୁ ପ୍ରଥମେ ୧୦ ମିନିଟ ଏବଂ ପରେ ଅପରାହ୍ନ ୪ଟାଯାଏ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଲତବୀ କରିଛନ୍ତି।…
ଗଛମୂଳେ ଚାଲିଛି ପାଠପଢ଼ା
ପଦ୍ମପୁର, ୨୩।୭ (ଡି.ଏନ.ଏ.) ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ। ଆବଶ୍ୟକ ଅନୁଯାୟୀ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ଛାତ୍ରୀଛାତ୍ର ଗଛ ମୂଳେ ବସି ପାଠ ପଢୁଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ…
ଷ୍ଟାର୍ଙ୍କ କଳି: ଥାନାରେ ଦ୍ୱାରସ୍ଥ ହେଲେ ପ୍ରକୃତିଙ୍କ ମା’ବାପା
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ଏମିତି କି ବାବୁସାନଙ୍କ ସ୍ତ୍ରୀ ଅଭିନେତ୍ରୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏହି…
ରାସ୍ତା ମଝିରେ ପ୍ରକୃତିଙ୍କୁ ମାଡ଼ ମାରିଲେ ବାବୁସାନଙ୍କ ସ୍ତ୍ରୀ: ଭାଇରାଲ ହେଲା ଭିଡ଼ିଓ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ତେବେ ଭିଡ଼ିଓରେ ବାବୁସାନଙ୍କ ସ୍ତ୍ରୀ ଅଭିନେତ୍ରୀ ପ୍ରକୃତିଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।…
ମାଛ ବଦଳାଇଦେଲା ମତ୍ସଜୀବୀଙ୍କ ଭାଗ୍ୟ, ଏକାଥରକେ ଲକ୍ଷପତି
ଚାନ୍ଦବାଲି ଅଫିସ,୨୩।୭: ଭଦ୍ରକ ଜିଲା ଧାମରା ଚାନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୩୨ କିଲୋ ଓଜନର ତେଲିଆ ମାଛ ପଡ଼ିଛି। ଏହାକୁ ସେ ୩ ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡ଼ିଛି । ଚାନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର…
୩ ଦିନ ପ୍ରବଳ ବର୍ଷିବ, ୭ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତେବେ ଶନିବାର ରାଜ୍ୟର ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ହୋଇପାରେ। ସେହିପରି ୭ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍ଆରସି)…
ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୧୧୩୦ ପଜିଟିଭ୍
ଭୁବନେଶ୍ୱର,୨୩।୭(ବ୍ୟୁରୋ) : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରାଣ୍ଟାଇନ୍ରୁ ରହିଥିବା ବେଳେ ୪୬୮ ଜଣ…
ବଢୁଛି ଅଭିଯୋଗ, ଶୁଣିବାକୁ ନାହାନ୍ତି ଅଧିକାରୀ
କେନ୍ଦ୍ରାପଡ଼ା ଅଫିସ, ୨୩ା୭: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତ ଅଞ୍ଚଳରେ ୫ଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ ଜିଲା ପ୍ରଶାସନ ନିକଟରେ ଶୁକ୍ରବାର ଅଭିଯୋଗ ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି…
ମାନସିକ ରୋଗୀ ସ୍ବାସ୍ଥ୍ୟ ସୁରକ୍ଷା ଆଇନ ପ୍ରହସନ
ଜଗତ୍ସିଂହପୁର ଅଫିସ, ୨୩ା୭: ନ ଖାଇ, ନ ପିଇ ଦୁର୍ବିଷହ ଜୀବନ ଅତିବାହିତ କରୁଥିବା ମାନସିକ ରୋଗୀମାନେ ପ୍ରାୟତଃ ସମାଜରେ ଅଲୋଡା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନକୁ ପାଳନ କରାଯିବା ଜରୁରୀ। ଏନେଇ ବିଭିନ୍ନ ସମୟରେ କ୍ୟାମ୍ପ ଏବଂ…

