୩ ଦିନ ପରେ ବି ପୂର୍ବତନ ବିଧାୟକଙ୍କ ମିଳୁନି ପତ୍ତା
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଗଞ୍ଜାମ ଜିଲା ଆସିକାର ପୂର୍ବତନ କଂଗ୍ରେସ ବିଧାୟକ ସରୋଜ ପାଢ଼ି ନିଖୋଜ ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ସେପଟେ ସରୋଜଙ୍କୁ ଖୋଜାଖୋଜି ଚାଲିଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । ଏଥିସହ…
ଘାତକ ସାଜିଛି କିଡ୍ନୀ ରୋଗ: ୫ ବର୍ଷରେ ୧୦ ମୃତ
ନୟାଗଡ଼ ଅଫିସ,୧୫।୫: ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ ଏବଂ ଓଷାମସ୍କା ଗାଁ ଦଳିତସାହିରେ କିଡ୍ନୀ ଜନିତ ରୋଗ ଘାତକ ସାଜିଛି। ୫ ବର୍ଷରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ୪ରୋଗୀ ମୃତ୍ୟୁ ସହ ସଂଗ୍ରାମ…
ଅଧଫୁଟ୍ ତଳେ ବିଛା ଯାଉଛି ପାଣି ପାଇପ୍
ଡେରାବିଶ, ୧୫ା୫(ସ୍ବ.ପ୍ର.): ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ୩ ଫୁଟ ତଳେ ପାଣି ପାଇପ୍ ବିଛାଯିବାକୁ ନିୟମ ଥିବାବେଳେ ଅଧଫୁଟ ମାଟି ଖୋଳି…
ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ
ରାଜନଗର, ୧୫ା୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥାରେ ୫ ଦିନ ହେଲା ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି। ଗାତରୁ ବାହାରି ବିରଳ ଅଲିଭ୍ ରିଡ୍ଲେ କଇଁଛ ଶାବକ ସମୁଦ୍ରକୁ ଯାଇ ବିଚରଣ କରୁଛନ୍ତି। ୫ ଦିନ ମଧ୍ୟରେ ୨ କୋଟି ୨ ଲକ୍ଷ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରହୁ
ପୁରୀ ଅଫିସ,୧୫।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଏହି ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇଣ୍ଡିଆନ୍ ନ୍ୟାଶନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚର୍ (ଇନ୍ଟାକ୍)ହେରିଟେଜ୍…
ବଡ଼ ପ୍ରତିଷ୍ଠାନର ଅଗ୍ନି ନିରାପତ୍ତା ଅଡିଟ୍ ହେବ
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଦିଲ୍ଲୀ ଅଗ୍ନିକାଣ୍ଡରେ ୨୭ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି । ଓଡ଼ିଶା ଅଗ୍ନି ନିରୋଧକ ଏବଂ ଅଗ୍ନି ନିରାପତ୍ତା ରୁଲ୍ସ-୨୦୧୭କୁ କଡ଼ାକଡ଼ି ପାଳନ କରିବାକୁ ଅଗ୍ନିଶମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।…
ମାଟି ଅନୁକୂଳ, ବ୍ୟବସ୍ଥା ଦୁର୍ବଳ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ବଜାରରେ ଖାଇବା ତେଲର ଅହେତୁକ ଦରବୃଦ୍ଧି ଖାଉଟିଙ୍କୁ କଲବଲ କରୁଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ତୈଳବୀଜ ଚାଷ ଏବଂ ସେଥିରୁ ତେଲ ଉତ୍ପାଦନ ଆଶାନୁରୂପ ହୋଇ ନ ପାରିବାରୁ ଏଭଳି ସ୍ଥିତି ଉପୁଜିଛି। ଓଡ଼ିଶା କଥା ଦେଖିଲେ, ଦିନକୁ…
ଡେପୁଟେଶନରେ ଗଲେ ମାଡ଼ ଖାଇଥିବା ଶିକ୍ଷୟିତ୍ରୀ-ଶିକ୍ଷକ
କେନ୍ଦୁଝର,୧୪ା୫(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଲା ରାମଚନ୍ଦ୍ରପୁର ସରକାରୀ ହାଇସ୍କୁଲର ମାଟ୍ରିକ ପରୀକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ର ଅଧୀକ୍ଷକ ଏବଂ ଡେପୁଟି କେନ୍ଦ୍ର ଅଧୀକ୍ଷକଙ୍କୁ ଜଣେ ଅଭିଭାବକଙ୍କ ସମେତ ଅନ୍ୟମାନେ ୭ ତାରିଖରେ ପରୀକ୍ଷା ସରିବା ପରେ କେନ୍ଦ୍ର ବାହାରେ କାହିଁକି…
ଗଞ୍ଜାମ ପାଇଁ ଗୌରବ ଆଣିଲେ ରାଜେନ୍ଦ୍ର
ଗଞ୍ଜାମ,୧୪ା୫(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୭ ନଂ ଓ୍ବାର୍ଡ କୈବର୍ତ୍ତ ସାହିର ରାଜେନ୍ଦ୍ର କୁମାର ସାହୁ ୨୦୨୨ ଆଇଆଇଟି ପରୀକ୍ଷାରେ ସର୍ବ ଭାରତୀୟସ୍ତରରେ ୬୨୦ ନମ୍ବର ରଖି ଗଞ୍ଜାମ ପାଇଁ ଗୌରବ ଆଣିଛନ୍ତି। ରାଜେନ୍ଦ୍ର ଗଞ୍ଜାମ ଏନ୍ଏସି ନବନିର୍ବାଚିତ କାଉନସିଲର ପୁରୁଷୋତ୍ତମ…
କ୍ଷୀରମଣି ସେଠ୍ ହତ୍ୟା ମାମଲା: ୩ ଗିରଫ
କର୍ଲାମୁଣ୍ଡା,୧୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…
ଚନ୍ଦନ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟାରେ ସ୍କୁଲ ଛୁଟି
ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଆସନ୍ତା ୧୬ ଏବଂ ୩୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ୧୬ରେ ଚନ୍ଦନ ପୂର୍ଣ୍ଣିମା ଏବଂ ୩୦ରେ ସାବିତ୍ରୀ ପଡୁଥିବାରୁ ଚଳିତବର୍ଷ ପ୍ରଥମଥର ପାଇଁ ଏପରି ଛୁଟି ଘୋଷଣା କରାଯାଇଛି। ସରକାରୀ କ୍ୟାଲେଣ୍ଡରରେ ଏହି ଦୁଇଦିନ ଛୁଟି…
ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ପରଲୋକ
କଟକ ଅଫିସ,୧୪।୫: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତେବେ ବୟସାଧିକ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୯୮୩ ମସିହାରୁ ୧୯୯୪…
Archives


