ରାଜ୍ୟ

କରୋନାରେ ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ମୃତକ ଜଣଙ୍କ ୨୧ ବର୍ଷୀୟା ଯୁବତୀ। ସେ ନବରଙ୍ଗପୁର ଜିଲାର ବୋଲି ଜଣାପଡିଛି।]…

ବିଏମ୍‌ସି ନୂଆ ବିଲ୍ଡିଂ, ଓ-ହବ୍‌ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର, ୨୩।୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସୋମବାର ସତ୍ୟନଗରଠାରେ ନିର୍ମାଣାଧୀନ ବିଏମ୍‌ସିର ନୂଆ ବିଲ୍ଡିଂ ଏବଂ ଓ-ହବ୍‌ ପରିଦର୍ଶନ କରିଛନ୍ତି। ସେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ଯଥାଶୀଘ୍ର ଏହି ଦୁଇ ବିଲ୍ଡିଂର ନିର୍ମାଣ…

ଆର୍‌ଆର୍‌ବି ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୩।୮(ଡି.ଏନ୍‌.ଏ.):ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୦୪୬/୦୮୦୪୫ ହାତିଆ-କଟକ-ହାତିଆ ୨୨ ଏବଂ ୨୪ ଅଗଷ୍ଟ ଅପରାହ୍ନ ୪ଟା ୫୦ରେ ହାତିଆରୁ ଛାଡିବ। ୨୩ ଓ ୨୫ ଅଗଷ୍ଟ ରାତି ୯ଟା ୪୦ମି.ରେ କଟକଠାରୁ…

ଶ୍ୱେତାଙ୍କୁ ବ୍ଲାକମେଲ୍‌ କରୁଥିଲେ ପୁରୁଷବନ୍ଧୁ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣା ରହସ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବାବେଳେ ଅଧିକ ପ୍ରମାଣ ପାଇଁ…

ଟଙ୍କା ନ ଦେଲେ ଏସ୍‌ଏଲ୍‌ସି ମିଳୁନି

ପୁରୀ ଅଫିସ,୨୩।୮:ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସାମିଲ ଥିବା ସରକାରୀ ବିଦ୍ୟାଳୟରେ ବି ପିଲାଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି। ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ (ଏସ୍‌ଏଲ୍‌ସି) ଦେବା ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ନିଆଯାଉଛି। ଟଙ୍କା ନ ଦେଇପାରିଲେ ଫେରାଇ ଦିଆଯାଉଛି।…

ଚୋର ଗ୍ୟାଙ୍ଗର ମୁଖ୍ୟଙ୍କ ସମେତ ଆଉ ୩ ଗିରଫ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ, (ଡି.ଏନ୍‌.ଏ.)୨୩ା୮:ରାଜଧାନୀରେ ବିଳମ୍ବିତ ରାତିରେ ବିଭିନ୍ନ ଘରର ଝରକା ତାଡ଼ି ଚୋରି କରୁଥିବା ଗ୍ୟାଙ୍ଗର ଆଉ ୩ ସଦସ୍ୟ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ୩ ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଓ ଚନ୍ଦକା ପୋଲିସର ଏକ ମିଳିତ ଟିମ ଗିରଫ…

ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୋମବାର ଭୁବନେଶ୍ୱରର ଦୁଇଟି ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ପ୍ଲଟ୍‌ ନଂ. ୧ ଓ ୨ରୁ ଜବରଦଖଲ ହଟିଛି। ସେହିପରି ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳର ପ୍ଳଟ୍‌…

ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ୍‌-୨ରେ ୨୦୧୬ ଡିସେମ୍ବର ୩୧ ରାତିରେ ଜଣେ ମହିଳାଙ୍କୁ ହତ୍ୟା କରିବା ମାମଲାରେ ସୋମବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ବାମୀ ରାଜେନ୍ଦ୍ର ସିଂ ଓରଫ ବାବୁ (୫୫)ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ…

ସଉଦି ନୋଟ୍‌ ବଦଳାଇବା ଆଳରେ ୨ ଲକ୍ଷ ଠକେଇ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ସଉଦୀ ନୋଟ୍‌କୁ ଭାରତୀୟ ମୁଦ୍ରାରେ ବଦଳାଇବା ଆଳରେ ଜଣେ ବ୍ୟବସାୟୀ ୨ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି। ଏନେଇ କଟକ ବକ୍ସିବଜାର ଅଞ୍ଚଳର ବ୍ୟବସାୟୀ ମହମ୍ମଦ ମୋହିଦିନ୍‌ ବଡ଼ଗଡ଼ ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ…

ଅନ୍‌ଲାଇନ୍‌ ଟିକସ ପୈଠ ପାଇଁ ସଚେତନ କରିବେ ଓ୍ବାର୍ଡ ଅଫିସର

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜଧାନୀରେ ରାଜସ୍ବ ଆଦାୟ କ୍ଷେତ୍ରରେ ପଛରେ ପଡ଼ିଯାଇଛି ବିଏମ୍‌ସି। ହୋଲ୍ଡିଂ ଟିକସ ଏବଂ ଅନ୍ୟାନ୍ୟ କର ଆଦାୟ କରିବାରେ ୱାର୍ଡ ଅଧିକାରୀମାନେ ଆଖିଦୃଶିଆ କାର୍ଯ୍ୟ କରିପାରୁ ନାହାନ୍ତି। ତେଣୁ ଆଗକୁ କିଭଳି ଠିକ୍‌ ଭାବେ ଏବଂ ଅଧିକ ରାଜସ୍ବ ଆଦାୟ କରିହେବ…

ଏନ୍‌ଡିଏରେ ନବୀନ ଯୋଗଦେଲେ ଅଧିକ ଲାଭ ପାଇବେ: ଅଠଓ୍ବାଲା

ଭୁବନେଶ୍ବର, ୨୩ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନ୍‌ଡିଏରେ ସାମିଲ ହେବା ଲାଗି ସିଧାସଳଖ ପ୍ରସ୍ତାବ ମିଳିିଛି। ଦୀର୍ଘଦିନ ହେବ ବିଭିନ୍ନ ପ୍ରସଙ୍ଗରେ ଏନ୍‌ଡିଏକୁ ବିଜେଡି ସମର୍ଥନ କରିଆସୁଛି। ତେଣୁ ବିଜେଡି ଓ ଭାଜପା ମଧ୍ୟରେ ଏକ ଭିତିରି ବୁଝାମଣା ରହିଥିବା ନେଇ କଂଗ୍ରେସ…

ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର, ୨୩ା୮(ବ୍ୟୁରୋ):ବିଜେଡି ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗକୁ ଦଳର କାର୍ଯ୍ୟକ୍ରମ ନେଇ ଯୋଜନା ଆରମ୍ଭ କରିଛି। ପ୍ରଥମେ ବରିଷ୍ଠ ପର୍ଯ୍ୟବେକ୍ଷକ, ବିଜୁ ଯୁବ ଜନତା ଦଳ ତାଲିକା ଏବଂ ସୋମବାର ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ପୁନର୍ଗଠନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?