ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା
ପୁରୀ ଅଫିସ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷ କରି ଏହି ବାଲୁକାକଳାରେ ୧୨୧୩ଟି ମାଟି ଚା କପ ବ୍ୟବହାର…
ଆଜି ବ୍ଲୁ ଫ୍ଲାଗ୍ ବିଚରେ ସୂର୍ଯ୍ୟକରଣ ଏୟାର ଶୋ’
ପୁରୀ ଅଫିସ,୧୭।୮: ପୁରୀ ବେଳାଭୂମିର ବ୍ଲୁ ଫ୍ଲାଗ୍ ବିଚରେ ଶନିବାର ପୂର୍ବାହ୍ନ ୧୦.୨୦ରୁ ୧୧ ଟା ଯାଏ ଫୁଲ ଡ୍ରେସ ସୂର୍ଯ୍ୟକରଣ ଏୟାର ଶୋ’ ରିହର୍ସାଲ ହେବ। ୧୮ ତାରିଖରେ ପାଗ ଖରାପ ରହିବା ନେଇ ଆଶଙ୍କା ଥିବାରୁ ଇଣ୍ଡିଆନ ଏୟାର…
ଜୈବିକ କୃଷି ପ୍ରତି ବଢୁନି ଆଗ୍ରହ
କେନ୍ଦ୍ରାପଡ଼ା ଅଫିସ, ୧୭ା୯: କେନ୍ଦ୍ରାପଡ଼ା ଜିଲାର ଧାନ ଚାଷ ପରେ ସର୍ବାଧିକ କ୍ଷେତରେ ତୈଳବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରୁଥିଲେ। ଉପଯୁକ୍ତ ଜଳବାୟୁ,…
ଏ ବର୍ଷ ବି ହେଲାନି ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା
ପାରାଦୀପ,୧୭ା୯(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଚଳିତ ବର୍ଷ ବନ୍ଦ ରହିଲା। ୧୯୬୮ରୁ ପାଳିତ ହୋଇଆସୁଥିବା ଏହି ପୂଜା କନ୍ୟା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ଏନେଇ ପାରାଦୀପ ବନ୍ଦର ନଗରୀ ସପ୍ତାହବ୍ୟାପି ଉତ୍ସବ ମୁଖର ହୋଇଉଠେ।…
ଭଙ୍ଗାହେଲା ମଟନ ହୋଟେଲ
ଭୁବନେଶ୍ୱର, ୧୭।୯ (ବ୍ୟୁରୋ): ନିୟମ ଉଲ୍ଲଂଘନ କରି ବ୍ୟବସାୟ କରିବା ଓ ପରେ ବିଏମ୍ସି ନିର୍ଦ୍ଦେଶକୁ ଅବମାନନା କରିବା ଶେଷରେ ମହଙ୍ଗା ପଡିଛି। ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ହୋଟେଲକୁ ବିଏମ୍ସି ଓ ବିଡିଏ ପକ୍ଷରୁ…
ମା’ ପୁଅ ସମେତ ୧୫ ଗିରଫ
ଭୁବନେଶ୍ୱର ୧୭।୯ (ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର, ଗଞ୍ଜେଇ ଆଦି ନିଶା କାରବାର ବଢି ଚାଲିଛି। ନିଶା କବଳରେ ପଡି ସହରର ଯୁବପିଢି ବିଭିନ୍ନ ଆପରାଧିକ କାର୍ଯ୍ୟରେ ସାମିଲ ହେଉଛନ୍ତି। ତେଣୁ ନିଶା କାରବାର ରୋକିବା ପାଇଁ କମିଶନରେଟ ପୋଲିସ…
ପୋଖରୀରୁ ମିଳିଲା ୩ ଅପରିପକ୍ୱ ଶିଶୁଙ୍କ ମୃତଦେହ
ଢେଙ୍କାନାଳ ଅଫିସ, ୧୭ା୯: ଢେଙ୍କାନାଳ ସଦର ଥାନା ଅଧୀନ ଇନ୍ଦିପୁରସ୍ଥିତ ନଟାପୋଖରୀରୁ ଶୁକ୍ରବାର ୩ ଅପରିପକ୍ୱ ନବଜାତକଙ୍କ ମୃତଦେହ ଠାବ କରାଯାଇଛି। କୌଣସି ଘରୋଇ କ୍ଲିନିକ୍ରେ ଗର୍ଭପାତ କରାଇବା ପରେ ଘଟଣାକୁ ଲୁଚାଇବା ନିମନ୍ତେ କେହି ମୃତଦେହ ଆଣି ପୋଖରୀରେ ଫିଙ୍ଗି…
ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କଲେ ଆମିକସ୍କ୍ୟୁରି
କୋଣାର୍କ,୧୬।୯(ଡି.ଏନ୍.ଏ.)- ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଭର୍ତ୍ତି ହୋଇଥିବା ବାଲିକୁ ବାହାର କରିବା ପାଇଁ ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍ଆଇ)ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ…
ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ଅରୁଣ ସାମଲ
ଭୁବନେଶ୍ୱର, ୧୬।୯(ବ୍ୟୁରୋ) – ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ପ୍ରଫେସର ଅରୁଣ କୁମାର ସାମଲ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଶୁକ୍ରବାର ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜଧାନୀ କଲେଜର ଶିକ୍ଷା ବିଭାଗର…
୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦିଗ୍ବିଜୟ, ଜୟରାମ
ଭୁବନେଶ୍ୱର,୧୬ା୯(ବ୍ୟୁରୋ)- ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂ, ଏମ୍ପି ଜୟରାମ ରମେଶ। କଂଗ୍ରେସ ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ…
କାଲି ପୁରୀରେ ଏୟାର୍ ଶୋ
ପୁରୀ ଅଫିସ, ୧୬।୯: ପୁରୀରେ ଶନିବାର ଏୟାର୍ ଶୋ ହେବ। ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ଏହି ଶୋ କରାଯିବ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଶନିବାର ଏହି ଏୟାର୍ ଶୋ ହେବାକୁ ଯାଉଛି।…
ସିଏସ୍ଓଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ: ପୋଲିସ ସହ ଧସ୍ତାଧସ୍ତି
ବଲାଙ୍ଗୀର ଅଫିସ, ୧୬।୯: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସରେ କାର୍ଯ୍ୟରତା ଜଣେ ଆଦିବାସୀ ମହିଳା ଏସ୍ଇଏସ୍ଓଙ୍କୁ ଜିଲା ମୁଖ୍ୟ ସିଏସ୍ଓ ଦୁର୍ବ୍ୟବହାର ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

