ରାଜ୍ୟ

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ କଟକ ବାଲିଯାତ୍ରା

କଟକ ଅଫିସ, ୧୫ା୧୧: ୩୫ ମିନିଟ୍‌ରେ ୨୨,୪୭୩ କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍‌ ଓ୍ବାଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି କଟକ ବାଲିଯାତ୍ରା। ଐତିହାସିକ କଟକ ବାଲିଯାତ୍ରା ଅବସରରେ ମଙ୍ଗଳବାର ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ କାଗଜ ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ…

ମାମୁଘରୁ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର

ପୁରୀ ଅଫିସ/ନିଆଳି,୧୫।୧୧(ଡି.ଏନ୍‌.ଏ.): ପ୍ରଥମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରକୁ ଆସିଛି ପଢ଼ୁଆଁ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ମଙ୍ଗଳବାର ପଢ଼ୁଆଁ ଭାର ପୁରୀ ଆସିଛି। ମାମୁଘର ନିଆଳି ମାଧବାନନ୍ଦ ମନ୍ଦିରରୁ ମାଧବାନନ୍ଦ ଜୀଉ ବିକାଶ ପରିଷଦ…

ବୁଧବାର ନାମାଙ୍କନ ଭରିବେ ବର୍ଷା ସିଂ ବରିହା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଆଜିଠୁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା…

ମୁଖ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମିଳିବ ଇନ୍‌ପୁଟ୍‌ ସବସିଡି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମରୁଡି ପ୍ରଭାବିତ ଅଞ୍ଚଳରେ ଇନ୍‌ପୁଟ୍‌ ସବସିଡି ଦେବାକୁ ଘୋଷଣା କରାଯାଇଛି। ଏ ନେଇ ରାଜକୋଷରୁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଅନ୍ୟପକ୍ଷେ ଫସଲ ବୀମା…

ଗୋଟିଏ ଦିନ ବଢିଲା ବାଲିଯାତ୍ରା

କଟକ ଅଫିସ,୧୫।୧୧: ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନ ବଢିଲା। ଏ ନେଇ ସିଏମ୍‌ସି ମେୟର ସୁବାସ ସିଂ ମଙ୍ଗଳବାର ସୂଚନା ଦେଇଛନ୍ତି। ବୁଧବାର ବାଲିଯାତ୍ରା ଶେଷ ହେବାର ଥିଲା ବେଳେ ଏହା ଗୁରୁବାର ପର୍ଯ୍ୟନ୍ତ ଚାଲିବ। ବାଲିଯାତ୍ରା ଅବଧିକୁ ଆଉ…

ଏକାଦଶ, ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ନେଇପାରନ୍ତି ଏଭଳି ନିଷ୍ପତ୍ତି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଶିକ୍ଷା ପାଇଁ ଅନେକ ସମୟରେ ଟଙ୍କା ବାଧକ ସାଜୁଛି। ଏଥିଲାଗି କେତେକ ମେଧା ଛାତ୍ରୀଛାତ୍ର ସ୍ବପ୍ନ ପୂରଣ କରିବାକୁ ଅସମର୍ଥ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି।…

ଉପନିର୍ବାଚନ ପ୍ରସ୍ତୁତି: ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ଇଭିଏମ୍‌

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ପଦ୍ମପୁର ଆରଏମ୍‌ସି ସ୍ଥିତ ଷ୍ଟ୍ରଙ୍ଗ ରୁମରେ ଇଭିଏମ୍‌ ପହଞ୍ଚିଛି l ଡିସେମ୍ବର ୫ ରେ ଭୋଟ ହେବାକୁ ଥିବା ବେଳେ ଉପଜିଲାପାଳ ତଥା ରିଟର୍ଣ୍ଣ ଅଫିସର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ…

ପଦ୍ମପୁର ଉପନିର୍ବାଚନ: ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ ପ୍ରମୁଖ ଦଳ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏହାକୁ ନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଆଜିଠୁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ତେବେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ…

ଆଜିଠୁ ପାରାଦୀପରେ ସମରାଭ୍ୟାସ

ଭୁବନେଶ୍ୱର,୧୫।୧୧: ଆଜିଠୁ ପାରାଦୀପ ଉପକୂଳରେ ସମରାଭ୍ୟାସ। ଯାହାର ନାଁ ରଖାଯାଇଛି ‘ସି-ଭିଜିଲ’। ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିବେ। ନୌସେନା, ସାମୁଦ୍ରିକ ପୋଲିସ, ବନ ବିଭାଗ, ମତ୍ସ୍ୟ ବିଭାଗ,…

୧ଲକ୍ଷ ପରିବାରକୁ ମିଳିବ ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):ଓଡ଼ିଶା ସରକାରଙ୍କର ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଜାଗା ମିଶନ୍‌ ଅଧୀନରେ ହିତାଧିକାରୀଙ୍କୁ ରାଜ୍ୟର ବିଭିନ୍ନ ମହାନଗର ନିଗମ ତଥା ସହରାଞ୍ଚଳରେ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଧ୍ୟ…

ଜରାଜୀର୍ଣ୍ଣ ଯାତ୍ରୀ ନିବାସ, ଅସୁରକ୍ଷିତ ଅତିଥି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଦ୍ୱାରା ପରିଚାଳିତ ସ୍ଥାନୀୟ କଟକ ରୋଡ଼ସ୍ଥିତ ଯାତ୍ରୀ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କେଉଁଠି ଛାତରୁ ସିଲିଂ ଖସି ରଡ୍‌ ଦେଖାଯାଉଛି ତ ଆଉ କେଉଁଠି ଖଣ୍ଡଖଣ୍ଡ ପଲସ୍ତରା ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। କେଉଁ କୋଠରୀର…

‘ଅକ୍ଷର’ ଅନିଶ୍ଚିତତା: ହୋଇପାରୁନି ନିଷ୍ପତ୍ତି

ଭୁବନେଶ୍ବର, ୧୫ା୧୧ (ବ୍ୟୁରୋ): ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ନେଇ ଅନିଶ୍ଚିତତା ଲାଗି ରହିଛି। ଏ ନେଇ ସୋମବାର ଦୁଇଥର ବୈଠକ ଓ ଆଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଏହି ମହୋତ୍ସବ ପାଇଁ ଭୁବନେଶ୍ବରରେ ଜାଗା ମିଳୁନାହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?