ରାଜ୍ୟ

ନିର୍ଯାତନା ପରେ ନାବାଳିକାଙ୍କୁ ଫିଙ୍ଗିଦେଲେ

ଭୁବନେଶ୍ୱର,୭ା୧୨ (ବ୍ୟୁରୋ): ନାବାଳିକାଙ୍କୁ ଘରେ ରଖି ଖଟାଉଥିଲେ। ପ୍ରତ୍ୟେକ ଦିନ ତାଙ୍କୁ ଲୁହା ରଡ୍‌ରେ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ମାଡ଼ରେ ଗୁରୁତର ହେବା ପରେ ମଙ୍ଗଳବାର ଅପରାହ୍ନରେ ୧୧ ବର୍ଷୀୟା ନାବାଳିକାଙ୍କୁ ମାଲିକ ଜଣକ ନୟାପଲ୍ଲୀ ଥାନା…

ବୁଲା କୁକୁରଙ୍କ ଗଣନା ପାଇଁ ନିୟୋଜିତ ହେବ ସଂସ୍ଥା

ଭୁବନେଶ୍ୱର, ୭।୧୨ (ବ୍ୟୁରୋ): ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କ ଅନେକ ସମୟରେ ଅସହ୍ୟ ହୋଇପଡୁଛି। ସେମାନଙ୍କ ପାଇଁ କେତେବେଳେ ଦୁର୍ଘଟଣା ଘଟୁଛି ତ ଆଉ କେତେବେଳେ କୁକୁର କାମୁଡ଼ାରେ ଲୋକମାନେ ଆହତ ହେଉଛନ୍ତି। ତେଣୁ ଏବିସି (ଆନିମଲ୍‌ ବାର୍ଥ କଣ୍ଟ୍ରୋଲ) ପ୍ରୋଗ୍ରାମ…

ବାଲି ସଇରାତ ନ ଥାଇ ବେଆଇନ ବାଲି ଉଠାଣ

ମାହାଙ୍ଗା ୭ା୧୨(ସ୍ବ.ପ୍ର.): ମାହାଙ୍ଗା ତହସିଲରେ ବେଆଇନ୍‌ ବାଲି ଉଠାଣ ଦିନକୁ ଦିନ ବଢ଼ି ଚାଲିଛି। ମାତ୍ର ତହସିଲ ଅବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମାହାଙ୍ଗାର ବିଭିନ୍ନ ବାଲିଘାଟରୁ ବାଲି ଉଠାଯାଇ ଟ୍ରିପ ଟ୍ରିପ ବାହାର ଜିଲାକୁ ଚାଲାଣ…

ଚିନ୍ତା ବଢ଼ାଉଛି ନିର୍ମାଣଜନିତ ବର୍ଜ୍ୟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଣ୍ଟା ଭିଡ଼ିଛି। ଏଥିପାଇଁ ଜିରୋ ଜିପିଏସ୍‌ (ଗ୍ରାସ୍‌-ପ୍ଲାଷ୍ଟିକ-ସଏଲ୍‌) ଅଭିଯାନ ଆରମ୍ଭ ହୋଇଛି। ତେବେ ରାସ୍ତାରୁ ଅନାବନା ଘାସ, ପ୍ଲାଷ୍ଟିକ ଓ ନିର୍ମାଣଜନିତ ବର୍ଜ୍ୟ ହଟାଇବା…

ଝାରବନ୍ଧରେ ସର୍ବାଧିକ

ପଦ୍ମପୁର,୭।୧୨(ଡି.ଏନ.ଏ.): ବର୍ତ୍ତମାନ ସାରା ରାଜ୍ୟର ଆଖି ପଦ୍ମପୁର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇରହିଛି। ବିଭିନ୍ନ ଦୃଷ୍ଟିରୁ ଏହି ଉପନିର୍ବାଚନ ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥର ଦୁଇ ନମ୍ବର ଉପନିର୍ବାଚନର ସମ୍ମୁଖୀନ ହୋଇଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୋଟର ସର୍ବାଧିକ ୮୧.୨୯…

ପଞ୍ଜାବ ଆଣ୍ଡ ସିନ୍ଧ୍‌ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ୭।୧୨: ପଞ୍ଜାବ ଆଣ୍ଡ ସିନ୍ଧ୍‌ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଜୟଦେବ ବିହାର ନିକଟସ୍ଥ ଏକ ହୋଟେଲରେ ବ୍ୟାଙ୍କର ଓଡିଶା କ୍ଷେତ୍ରର କାରବାର ସମ୍ପର୍କିତ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପଞ୍ଜାବ ଆଣ୍ଡ…

ସହର ସଫେଇରେ ଦୁର୍ନୀତି

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ସହରାଞ୍ଚଳ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଛି। ସହରରୁ ଦୈନିକ ବାହାରୁ ଥିବା କୁଢ଼ କୁଢ଼ ଆବର୍ଜନା ଦୀର୍ଘ ଦିନ ଧରି ପାହାଡ଼ ଭଳି ଗଦା ହେଉଛି। ଏଭଳିସ୍ଥଳେ ବର୍ଜ୍ୟବସ୍ତୁ ପରିଚାଳନାରେ ହେଉଥିବା ଅନିୟମିତତା ଏବଂ ପୌରସଂସ୍ଥାର ଅପାରଗତାର ପର୍ଦ୍ଦାଫାଶ କରିଛନ୍ତି କମ୍ପ୍‌ଟ୍ରୋଲର…

‘ମୁଁ ଯେବେ ମୁହଁ ଖୋଲିବି, ରାଜ୍ୟ ବଦଳିବ‘

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣା ନୂଆ ମୋଡ ନେଉଛି। ମଙ୍ଗଳବାର ରିମାଣ୍ଡରେ ଯିବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ଅର୍ଚ୍ଚନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ମାତ୍ର ୩୦ ମିନିଟ୍‌ରେ ପ୍ରମାଣ ସହ ଏକ୍ସକ୍ଲୁସିଭ ତଥ୍ୟ ଦେବି। ମୁଁ…

୧୦ ତାରିଖ ବେଳକୁ ଏହି ସବୁ ଜିଲାରେ ବର୍ଷା!

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।…

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଗୋଟିଏ ରାତିରେ ପୋଡ଼ିଦେଲେ ୩ ଦୋକାନ

କୋଟଗଡ, ୬।୧୨(ଡି଼.ଏନ୍‌.ଏ): କନ୍ଧମାଳ ଜିଲା ବାଲିଗୁଡା ନୂଆଁସାହି ନିକଟ ବଜାରରେ ଦୁର୍ବୃତ୍ତମାନେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଗୋଟିଏ ରାତିରେ ୩ଟି ଦୋକାନ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଗୋଟିଏ ଜଳଖିଆ ଦୋକାନ, ପରିବା ଦୋକାନ ଓ ଗୋଟିଏ ଟାୟାର ଦୋକାନ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାସଭବନ ସମେତ ୭ ସ୍ଥାନରେ ଚଢାଉ ଜାରି

ଖୋର୍ଦ୍ଧା ଅଫିସ,୬।୧୨: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ମଙ୍ଗଳବାର ଚଢାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ଖୋର୍ଦ୍ଧା ସ୍ଥିତ…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଇଡି ଜଣଙ୍କ ପରେ ଜଣଙ୍କୁ ଇଡି ଜେରା କରୁଛି। ମଙ୍ଗଳବାର ଆର୍କିଟେକ୍ଟ ରଞ୍ଜିତ ବେହେରା ହାଜର ହୋଇଛନ୍ତି। ରଞ୍ଜିତ ଅର୍ଚ୍ଚନାଙ୍କ ଘର ବିଡିଏ ଆପ୍ରୁଭାଲଠାରୁ ଆରମ୍ଭ କରି ଡିଜାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?