ରାଜ୍ୟ

ବିଏମ୍‌ସି ନିୟମ ମାନୁ ନାହାନ୍ତି ସ୍ମାର୍ଟସିଟି ବାସିନ୍ଦା

ଭୁବନେଶ୍ୱର,୩।୧(ବ୍ୟୁରୋ):ସ୍ମାର୍ଟସିଟି ବାସିନ୍ଦାଙ୍କ ଜୀବନଶୈଳୀକୁ ସୁଗମ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଅନେକ ଯୋଜନା କରାଯାଉଛି। ସେପଟେ ଯୋଜନା କାର୍ଯ୍ୟକାରୀ କରିବାରେ ଖିଲାପ ହେଲେ ସହରବାସୀଙ୍କ ପକ୍ଷରୁ ମାଳମାଳ ଅଭିଯୋଗ ହେଉଛି। ତେବେ ଅନେକ ସମୟରେ ପ୍ରଶାସନ ତପତ୍ରତା ଦେଖାଉଥିଲେ…

୫ବର୍ଷରେ ୭ ରାଜ୍ୟକୁ ଯାଇଛି ୫ଲକ୍ଷ ବହି

ଭୁବନେଶ୍ୱର, ୩।୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରୁ ୭ ରାଜ୍ୟକୁ ୫ଲକ୍ଷ ନ୍ୟାଶନାଲଇଜ୍‌ଡ ଟେକ୍ସଟ(ଏନ୍‌ଟି) ପୁସ୍ତକ ଯୋଗାଣ ହୋଇଛି। ଏ ନେଇ ଭୁବନେଶ୍ୱର ଟେକ୍ସଟ ବୁକ୍‌ ପ୍ରଡକ୍ସନ ଆଣ୍ଡ୍‌ ମାର୍କେଟିଂ ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ହକି ବିଶ୍ୱକପ୍‌ ପାଇଁ ୪ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୩ା୧(ବ୍ୟୁରୋ):ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ବିଶ୍ୱ କ୍ରୀଡ଼ା ଦେଖିବାକୁ ଓଡ଼ିଶା ଆମନ୍ତ୍ରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର…

୫୦ ବର୍ଷିଆ ପୁରୁଣା ଗାଡ଼ି ପାଇଁ ହେବ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌

ଭୁବନେଶ୍ୱର,୩ା୧(ବ୍ୟୁରୋ):ବହୁ ପୁରୁଣା ଯାନ(ଭିଣ୍ଟେଜ୍‌) ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର। ୨୦୨୩ ଜାନୁୟାରୀ ପହିଲାରୁ ୫୦ ବର୍ଷରୁ ଅଧିକ ସମୟର କ୍ଲାସିକ୍‌ ଯାନଗୁଡ଼ିକ ପାଇଁ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌ ହେବ। ଏହି ଯାନର ମାଲିକମାନେ ଏଥିପାଇଁ ଆବେଦନ କରିପାରିବେ। ନୂଆ ନିୟମ ଅନୁଯାୟୀ,…

ଓସିଏସ୍‌ ଆଶାୟୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ମିଳିବ ସୁଯୋଗ

ଭୁବନେଶ୍ୱର,୨।୧(ବ୍ୟୁରୋ): ଓସିଏସ୍‌ ଆଶାୟୀଙ୍କୁ ପୁଣିଥରେ ସୁଯୋଗ ମିଳିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୯,୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ଆଉଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ବୟସ ଅତିକ୍ରମ କରିଥିଲେ ବି ପରୀକ୍ଷାର୍ଥୀମାନେ…

ଆମ୍ବୁଲାନ୍ସ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ସୋରଡ଼ା,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବଡ଼ଗଡ଼ ରାସ୍ତା ଖରିଗୁଡା ଛକରେ ସୋମବାର ମଧ୍ୟାହ୍ନରେ ୧୦୨ ଅମ୍ବୁଲାନ୍ସ ଦମ୍ପତିଙ୍କୁ ଧକ୍କା ଦେବାରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋରଡ଼ା ସରକାରୀ ଡାକ୍ତରଖାନା ପରେ…

ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର,୨ା୧(ନି.ପ୍ର.): ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ପରେ ଶେଷରେ ଜୟୁପରସ୍ଥିତ ମୋତି ମହଲରେ ରବିବାର ରାତିରେ ରାଣୀଙ୍କ ପରଲୋକ…

କଡ଼ାକଡ଼ି ହେବ ‘ହ୍ବାଇଟ ସ୍ପାଇଡର’ ଅଭିଯାନ: ପୋଲିସ କମିଶନର

ଭୁବନେଶ୍ୱର,୨।୧ (ବ୍ୟୁରୋ):ଟ୍ବିନ୍‌ ସିଟିରେ ଅପରାଧ, ଟ୍ରାଫିକ ସମସ୍ୟା ଆଦି ରୋକିବା ଦିଗରେ ୨୦୨୨ରେ କମିଶନରେଟ ପୋଲିସକୁ କିଛି ସଫଳତା ମିଳିଥିଲା। ତେବେ ୨୦୨୩ରେ ପୋଲିସ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଥିବାରୁ କିପରି ଆଗାମୀ କାର୍ଯ୍ୟପନ୍ଥା ରହିବ ସେନେଇ ପୋଲିସ କମିଶନର ସୌମେନ୍ଦ୍ର…

ପ୍ରାଣୀଙ୍କୁ ସାପ କାମୁଡ଼ିଲେ ଭଗବାନ୍‌ ଭରସା

ଭୁବନେଶ୍ୱର, ୨।୧(ବ୍ୟୁରୋ):ସାପ କାମୁଡ଼ିଲେ ମଣିଷ ପାଇଁ ଯେତିକି ଗୁରୁତ୍ୱ ପ୍ରଦାନ କରାଯାଏ, ପ୍ରାଣୀଙ୍କ କ୍ଷେତ୍ରରେ ତାହା ଦେଖାଯାଏ ନାହିଁ। ବନ୍ୟପ୍ରାଣୀ ହେଉ କି ଗୃହପାଳିତ, ସାପ କାମୁଡ଼ିଲେ ଭଗବାନ୍‌ ଭରସା। ମଣିଷକୁ ସାପ କାମୁଡ଼ିଲେ ଯେଉଁ ଆଣ୍ଟିଭେନମ ଦିଆଯାଏ, ପ୍ରାଣୀଙ୍କୁ ମଧ୍ୟ…

ନୂଆବର୍ଷରେ ଉପବାସ ରହିଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୨ା୧(ଡି.ଏନ୍‌.ଏ.):ରବିବାର ଇଂଲିଶ ନବବର୍ଷ ୨୦୨୩ ପାଇଁ ଦେବାଳୟମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ତେବେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପୀଠରେ ବ୍ୟତିକ୍ରମ ଦେଖାଦେଇଛି। ଭୋଗ ମଣ୍ଡପଠାରୁ ଜଣେ ବ୍ୟକ୍ତି ମନ୍ଦିର ଗର୍ଭଗୃହରେ ଥିବା ଭୋଗ ମଣ୍ଡପକୁ ପ୍ରବେଶ କରିବାରୁ…

ପ୍ରତିବାଦ ସଙ୍ଗୀତ ଗାଇ ନୂଆବର୍ଷ ପାଳିଲେ ଅଙ୍ଗନଓ୍ବାଡି କର୍ମୀ

ଭୁବନେଶ୍ୱର,୨ା୧(ବ୍ୟୁରୋ):ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ୍‌ ୱାର୍କର୍ସ ଆସୋସିଏଶନର ଆହ୍ବାନକ୍ରମେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଲୋୟର ପିଏମଜିରେ ଚଳାଇଥିବା ଆନ୍ଦୋଳନ ୪୨ ଦିନରେ ପହଞ୍ଚତ୍ଛି। ଧାରଣାସ୍ଥଳରେ ହିଁ ଶନିବାର ମଧ୍ୟରାତିରେ ନୂଆବର୍ଷ ପାଳିଛନ୍ତି। ମୁରୁଜ…

୨୦୨୩ ପୋଲିସ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୨ା୧ (ବ୍ୟୁରୋ):ବର୍ଷ ୨୦୨୨ ଗଲାପରେ ୨୦୨୩ ଆସିଛି। ଏହି ବର୍ଷରେ ଓଡ଼ିଶା ପୋଲିସ ପାଇଁ ଏକାଧିକ ଚାଲେଞ୍ଜ ରହିଛି। ପୋଲସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ପୋଲିସର ଆଗାମୀ ଅଭିମୁଖ୍ୟ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?