ରାଜ୍ୟ

ଏସ୍‌ଆଇଙ୍କ ଘରୁ ମିଳିଲା ବିପୁଳ ପରିମାଣର ସମ୍ପତ୍ତି

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ଏସ୍‌ଆଇଙ୍କର ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱରର ପାଇକନଗର ସ୍ଥିତ ୪ ମହଲା ବିଶିଷ୍ଟ…

ମାଥିଲିରେ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌

ମାଥିଲି,୧୫ା୧୨(ଡି.ଏନ.ଏ.): ମାଥିଲିରେ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିଛି। ଶୁଦ୍ଧ ପାନୀୟଜଳ ଘରେ ଘରେ ପହଞ୍ଚାଇବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବରେ ଏଥିରୁ ଲୋକେ ସୁଫଳ ପାଉନଥିବା ଅଭିଯୋଗ…

ବୋରିଗୁମ୍ମା ବ୍ଳକରେ ବଢୁଛି ନବଜାତ ଶିଶୁ ମୃତ୍ୟୁ

ବୋରିଗୁମା,୧୫ା୧୨(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମାତୃ ଏବଂ ନବଜାତ ଜନ୍ମିତ ଶିଶୁ ଉପଯୁକ୍ତ ସେବା ନ ପାଇ ସେମାନଙ୍କ ମୃତ୍ୟୁ ଘଟୁଥିବା କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗର ସଚେତନତା ଅଭାବ…

୨୦୨୪ ପାଇଁ ପ୍ରସ୍ତୁତ ହେଲେଣି ସବୁ ଦଳ

ଭୁବନେଶ୍ବର,୧୫ା୧୨(ବ୍ୟୁରୋ): ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମୟ ପୂର୍ବରୁ ହୋଇପାରେ ବୋଲି ରାଜନୈତିକ ମହଲରେ ଏକ ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଏଭଳି ସ୍ଥିତିରେ ସବୁ ଦଳ ନିଜ ନିଜର ସଙ୍ଗଠନ ସଜାଡ଼ିବା ଲାଗି ଉଦ୍ୟମ ଆରମ୍ଭ କରିବାକୁ ଯାଉଥିବା…

ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣରେ ଯିବେ ମାନସ

ନୂଆଗାଁ, ୧୫।୧୨ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନସ ମୋହନ ମିଶ୍ର ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ପରିଭ୍ରମଣରେ ଯିବା ପାଇଁ ମନୋନୀତ ହୋଇଛନ୍ତି। ଟାଟା ଷ୍ଟିଲ ଓ ପଠାଣି ସାମନ୍ତ…

ଭିଜିଲାନ୍ସ ଜାଲରେ ଏସ୍‌ଆଇ

ଭୁବନେଶ୍ୱର,୧୫ା୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରସ୍ଥିତ ଘର, ତମାଣ୍ଡୋ ଅଫିସ ଏବଂ ନୟାଗଡ଼ରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ…

କଟକଣା ଅଞ୍ଚଳରେ ଘୂରିବୁଲୁଛି ବୋଟ୍‌, ଟ୍ରଲର

କେନ୍ଦ୍ରାପଡ଼ା ଅଫିସ, ୧୫ା୧୨: ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଏକାଠି ହୋଇଛନ୍ତି। ମିଳନ ପର୍ବ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ ନଜର ରଖିଛି। ଏହାସତ୍ତ୍ୱେ କଟକଣା ଅଞ୍ଚଳରେ ମତ୍ସ୍ୟଜୀବୀ ବୋଟ, ଟ୍ରଲର…

ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ। ହେଲେ ମାତ୍ର ୫ ଦିନ ମଧ୍ୟରେ ବଦଳି ଯାଇଛି ଚିତ୍ର। ଦଳବଦ୍ଧ ହୋଇ…

ରାଜ୍ୟରେ ଶୀତ ଗାଏବ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ରାତ୍ରିର ସର୍ବୋଚ୍ଚ ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହୁଛି। ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ହ୍ରାସପାଇଛି। ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ…

ଯୁକ୍ତ୨ କଳା, ବାଣିଜ୍ୟ କରେସପଣ୍ଡେନ୍ସ କୋର୍ସ ନାମଲେଖା, ୨୧ରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ କଳା ଓ ବାଣିଜ୍ୟ ଆନୁଷଙ୍ଗିକ ବିଷୟ(କରେସପଣ୍ଡେନ୍ସ କୋର୍ସ)ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର ବିଜ୍ଞପ୍ତି…

୧୯ରୁ ଏଲ୍‌ଆର୍‌ପି ଏଣ୍ଡ୍‌-ଟର୍ମ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): କରୋନା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ସ୍କୁଲ ଖୋଲିବା ପରେ ପିଲାଙ୍କ ଦକ୍ଷତା ମାପିବା ପାଇଁ ରାଜ୍ୟ ସରକାର ଲର୍ନିଂ ରିକଭରି ପ୍ରୋଗ୍ରାମ(ଏଲ୍‌ଆର୍‌ପି) ଆରମ୍ଭ କରିଥିଲେ। ଏଥିପାଇଁ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ପରୀକ୍ଷା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ; ଜଗି ରହିଛନ୍ତି ସାଥୀ

ଦେବଗଡ଼,୧୫।୧୨(ଡି.ଏନ୍‌.ଏ.): ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଖିଲବେରେଣି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ୧୭ ଘରିଆ ହାତୀପଲରୁ ଉକ୍ତ ହାତୀଟିର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?