ଓଡ଼ିଶାରେ ପ୍ରମୁଖ ବ୍ରିଜ୍ ଦୁର୍ଘଟଣା: ବମିଖାଲରୁ ବଲାଙ୍ଗୀର ଯାଏ
ଭୁବନେଶ୍ୱର,୩୧ା୧୦ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲଠାରୁ ବଲାଙ୍ଗୀର ଯାଏ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଅନେକ ବ୍ରିଜ୍ ଭୁଶୁଡ଼ିବା ଘଟଣା ଦେଖିବାକୁ ମିଳିଛି। ସେଥିରେ କେତେକ ପୁରୁଣା ବ୍ରିଜ୍ ହୋଇଥିବାବେଳେ ଆଉ କେତେକ ନିର୍ମାଣାଧୀନ ଅବସ୍ଥାରେ ଭାଙ୍ଗିପଡ଼ିଛି। ବେଶି ପୂର୍ବର କଥା ନୁହଁ, ଗତ…
ଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ
ବରଗଡ଼ ଅଫିସ୍,୩୦।୧୦: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଜାଣ୍ଡୋଲ(କନ୍ଧପଡ଼ା)ରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ବୁଣାକାର ପରିବାରର ୪ ସଦସ୍ୟଙ୍କ ମୃତଦେହ ଘର ଭିତରେ ପଡିଥିବା ରବିବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ମୃତକମାନେ ହେଲେ ଶେଷଦେବ…
ଭୁଶୁଡ଼ିଲା ପୋଲ, ଖସିପଡ଼ିଲା ୨ ଚଳନ୍ତା କାର୍: ୫ ଆହତ
ଭବାନୀପାଟଣା,୩୦।୧୦(ସ୍ବ.ପ୍ର.): ପୋଲ ଭୁଶୁଡି ପଡିବାରୁ ୨ ଚଳନ୍ତା କାର୍ ବ୍ରିଜ୍ ତଳକୁ ଖସିପଡିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ନିକଟ ଭାଗୀରଥି ପାର୍କ ନିକଟରେ। କାର୍ରେ ଥିବା ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ…
ଜାଲ୍ ସାର୍ଟିଫିକେଟ ପ୍ରସ୍ତୁତ କରି ବନ୍ଧା ହେଲେ
ବୁଗୁଡ଼ା,୩୦।୧୦(ଡି.ଏନ୍.ଏ.): ଗତ କିଛି ବର୍ଷ ଧରି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରି ମାଲାମାଲ ହୋଇଥିବା ଜଣେ ଯୁବକ ପୋଲିସ ପଞ୍ଝାରେ ପଡି ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ବ୍ୟକ୍ତି ଜଣକ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ…
ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲେ ଗଣିତ ଶିକ୍ଷକ
ଦେବଗଡ଼,୩୦।୧୦(ଡି.ଏନ୍.ଏ.): ପୁଣି କଳଙ୍କିତ ହେଲା ଗୁରୁ-ଶିଷ୍ୟଙ୍କ ସମ୍ପର୍କ l ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବଳପୂର୍ବକ ଆଲିଙ୍ଗନ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଗଣିତ ଶିକ୍ଷକ l ଏଭଳି ଘଟଣା ଘଟିଛି ବାରକୋଟ ଥାନା ଅଧୀନ ବମ୍ପରଡା ନୋଡାଲ…
ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ପୁରୀ ଜିଲା ଗୋପ ବ୍ଲକ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ଦାୟୀ। ହେଲେ ତାଙ୍କୁ ମନ୍ତ୍ରିପଦରୁ ଏଯାବତ୍ ବହିଷ୍କାର କରାଯାଉନି କି ଗିରଫ କରାଯାଉନି। ତେଣୁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏସଆଇଟି ଏହି…
ଜେଲ ଗଲେ ଆର୍ଡବ୍ଲ୍ୟୁଏସ୍ଏସ୍ ଅତିରିକ୍ତ ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍ଡବ୍ଲ୍ୟୁଏସ୍ଏସ୍) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନୀହାର ରଞ୍ଜନ ଦାସଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି। ଏନେଇ ଭିଜିଲାନ୍ସ ଏକ ମାମଲା (ନଂ.୩୫/୨୨) ରୁଜୁ କରି…
ହଟିଲା ରାସ୍ତାରୋକ: ମୃତକଙ୍କ ପରିବାରକୁ ଚାକିରି , ୫ଲକ୍ଷର କ୍ଷତିପୂରଣ
ବାରଙ୍ଗ,୩୦।୧୦(ଡି.ଏନ୍ଏ.): ବିଏମ୍ସି ଅଳିଆ ଗାଡ଼ି ଧକ୍କାରେ ରବିବାର ସକାଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଛି । ଏହାସହ ତାଙ୍କ ପରିବାରର ଜଣଙ୍କୁ ବିଏମ୍ସିରେ…
କେବଳ ପଞ୍ଜୀକୃତ ସଂସ୍ଥାଙ୍କୁ ମିଳିବ ବିଜ୍ଞାପନ ସୁବିଧା
ଭୁବନେଶ୍ୱର, ୩୦।୧୦ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସହରର ସ୍ବଚ୍ଛତା ଏବଂ ସୌନ୍ଦର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ବିଜ୍ଞାପନକୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି। ବିଜ୍ଞାପନ ପାଇଁ ଏକ ସମୀକ୍ଷା ଆଧାରିତ ପଦକ୍ଷେପ ନେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ। ଏଣିକି ଯେକୌଣସି…
ଅଧାରେ ବସ୍ତିବାସିନ୍ଦାଙ୍କ ଥଇଥାନ
ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବସ୍ତି ପାଇଁ ସ୍ମାର୍ଟସିଟି ଭୁବନେଶ୍ୱରର ସୌନ୍ଦର୍ଯ୍ୟ ଓ ସ୍ବଚ୍ଛତା ନଷ୍ଟ ହେଉଛି। ସହରର ସାମାଜିକ ସ୍ଥିତି ମଧ୍ୟ ବିଗୁଡୁଛି। ବସ୍ତିଗୁଡ଼ିକର ଉନ୍ନତୀକରଣ ସହ ସୁନ୍ଦର ତଥା ସ୍ମାର୍ଟ ଜୀବନଯାପନ ପାଇଁ ବସ୍ତିବାସିନ୍ଦାଙ୍କ ଥଇଥାନକୁ ଗୁରୁତ୍ୱ ଦେଉଛି ଭୁବନେଶ୍ୱର ମହାନଗର ନିଗମ…
୩୧ରୁ ନଭେମ୍ବର ୨ ଯାଏ ମେଘୁଆ ପାଗ
ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍ସିୟସକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ…
ଆଜି ରାଜ୍ୟରେ ୩୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ରବିବାର ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୩ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
Archives


