୭ ବର୍ଷର ଶିଶୁଙ୍କୁ ଅପହରଣ ପରେ କରିଥିଲେ ହତ୍ୟା, ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଦେବାଶିଷଙ୍କୁ…
ବ୍ରହ୍ମପୁର,୨୯ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)-୧ ନରେଶ ମହାନ୍ତି ସୋମବାର ୨୦୧୯ ଜାନୁଆରୀ ମାସର ବହୁଚର୍ଚ୍ଚିତ ଜନୈକ ୭ବର୍ଷର ଡିଏଭି ଛାତ୍ର ଅପହରଣ ପରେ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସେ ଅଭିଯୁକ୍ତ ଯାଜପୁରର…
ଖଜା ଦୋକାନୀଙ୍କୁ ଉଠାଇନେଲା ପୋଲିସ, ଲୋକେ ବୋହିନେଲେ ଖଜା, ଯିଏ ଯାହା ପାଇଲା…
ପୁରୀ,୨୯ା୫(ଅଜିତ ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଏକ ନିଆରା ତଥା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ବିଭିନ୍ନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଦିନ ଦ୍ବିପହରରେ ବଡ଼ଦାଣ୍ଡରେ ଥିବା ଖଜା ଭର୍ତ୍ତି ପଷ୍ଟରୁ…
ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ,୨୯।୫(ପ୍ରଭୁ କଲ୍ୟାଣ ପାଲ ): ଦୁଇ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ। ସହମତିରେ ଶାରୀରିକ ସମ୍ପର୍କ ରଖାଯିବା ପରେ ଯଦି ବୁଝାମଣା ଅଭାବ ହୁଏ ଓ ଦୁଇ ଜଣଙ୍କ ଭିତରେ ତିକ୍ତତା ଦେଖାଦିଏ, ତେବେ ପରବର୍ତ୍ତୀ…
ନଦୀକୂଳରେ ପଡ଼ିଛି ଅଚିହ୍ନା ମହିଳାଙ୍କ ମୃତଦେହ, କେହି ଦୁର୍ବୃତ୍ତ ହତ୍ୟା କରି…
ତିହିଡ଼ି,୨୯ା୫(କାଳନ୍ଦୀ ବେହେରା/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତର ରେବ ନଈକୂଳରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମହିଳାଙ୍କ ମୁଣ୍ଡରେ ଆଘାତର ଚିହ୍ନ ଥିବାରୁ କେହି ଦୁର୍ବୁତ୍ତ ତାଙ୍କୁ ହତ୍ୟାକରି…
ମାଜିଷ୍ଟ୍ରେଟ୍-ଫୋର୍ସଙ୍କ ଉପସ୍ଥିତିରେ ଚାଲିଛି ରାଜପଥ ନିର୍ମାଣ
ପାଟଣା,୨୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ରାସ୍ତାର ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ୍ ବୈତରଣୀ ନଦୀ ଉପରେ ନବ ନିର୍ମିତ ବ୍ରିଜ ସଂଲଗ୍ନ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତି ଓ ୨ପ୍ଲାଟୁନ ପୋଲିସ ଫୋର୍ସ…
ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ପାରାଦୀପ ଶିଳ୍ପ କାରଖାନାର ନିଆଁ-ଧୂଆଁ, ଦିନ ଅପେକ୍ଷା ରାତିରେ…
ମହାକାଳପଡ଼ା,୨୯ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ବାୟୁମଣ୍ଡଳରେ ତାତି ପ୍ରବାହ ସ୍ଥଳମୁହଁା ପ୍ରଭାବରେ ଜଳବାୟୁରେ ତାପମାତ୍ରା ବୃଦ୍ଧି ପାଇଛି। ଏଥିଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ବାସିନ୍ଦା ଉତ୍ତାପରେ ଛଟପଟ ହେଉଛନ୍ତି। ଏହାସହିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାର…
ନୂତନ ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କଲେ IPS ହରିଶ ବିଶି, ଆସୁ ଆସୁ ନେଲେ ବଡ଼ ନିଷ୍ପତ୍ତି
ଛତ୍ରପୁର,୨୯।୫( ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଆଜି ଏକ ନୂତନ ପ୍ରଶାସନିକ ଅଧ୍ୟାୟ ଆରମ୍ଭ ହୋଇଛି। ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୨୦ ବ୍ୟାଚର ଦକ୍ଷ ଆଇପିଏସ (IPS) ଅଫିସର…
ବିଲରୁ ଘରକୁ ଫେରିବା ବେଳେ ହେଲା ବଜ୍ରପାତ, ସ୍ଵାମୀ ଆଗରେ ଗଲା ସ୍ତ୍ରୀର ଜୀବନ
କାଲିମେଳା,୨୯।୫(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ସଦର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମହାରାଜପଲ୍ଲୀ ଗ୍ରାମର ଭୀମା ମାଡକାମି…
ଯନ୍ତ୍ରୀ ସତ୍ୟନାରାୟଣ ବେହେରାଙ୍କ ପୁନଃ ନିଯୁକ୍ତି ଦାବି: ୧୨ ଗ୍ରାମର ଜନସାଧାରଣଙ୍କ ଚେତାବନୀ, ବିଡ଼ିଓ ନିରବ
ଥୁଆମୂଳ ରାମପୁର,୨୯।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟନାରାୟଣ ବେହେରାଙ୍କ ଅକାରଣ ବଦଳିକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଜଣେ ଦକ୍ଷ ଓ ସ୍ୱଚ୍ଛ ଅଧିକାରୀ…
ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….
ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ…
ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍ ସେବା ବନ୍ଦ
ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ ଭିଜି ଯାଇଛି। କେବଳ ସେତିକି ନୁହେଁ, ଝଡବତାସରେ ପବନର ବେଗ ଏତେ ତୀବ୍ର…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି
ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ କାର୍ଯ୍ୟକାରୀ ପରିଷଦ ସମାରୋହରେ ଗୁରୁବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

