ରାଜ୍ୟ

କମିଶନରେଟ୍‌ ପୋଲିସର ଅଭିନବ ପ୍ରୟାସ, ରାଜଧାନୀର କାନ୍ଥବାଡ଼ରେ ଲାଗିଲା ମୋଷ୍ଟ ଓ୍ବାଣ୍ଟେଡ ପୋଷ୍ଟର

ଭୁବନେଶ୍ୱର,୭ା୧: ଚୋରଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ରାଜଧାନୀର କାନ୍ଥବାଡ଼ରେ ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର ମାରିଛି। ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ପୋଲିସ ଅନୁରୋଧ କରିଛି। ଚୋର ଧରାଇ ଦେଲେ...

ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍‌, ଅବତରଣ କଲା VT-100 ବିମାନ

ମାଲକାନଗିରି,୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଖୁବ୍‌ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନବନ୍ଦର। ଏହି ପରିପ୍ରେକ୍ଷୀରେ ମାଲକାନଗିରି ବିମାନବନ୍ଦରରେ ରବିବାର ଟ୍ରାଏଲ ରନ୍‌ ହୋଇଛି। ସଫଳତାର ସହିତ VT-100 ବିମାନ ଅବତରଣ କରିଛି। ଆଜି ପରୀକ୍ଷାମୂଳକ ଭାବେ VT-100...

ଟ୍ରେନ୍‌ ଅଟକାଇ ଲୋକଙ୍କ ସମସ୍ୟା ଶୁଣିଲେ ରେଳମନ୍ତ୍ରୀ

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ଟ୍ରାକ୍‌ ଉପରେ ଗଡୁଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଟ୍ରେନ୍‌। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ବିନା ଷ୍ଟେଶନରେ ଲୋକଙ୍କୁ ଦେଖି ହଠାତ୍‌ ଅଟକି ଯାଇଥିଲା ମନ୍ତ୍ରୀଙ୍କ ଟ୍ରେନ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼...

କୁକୁର ବନ୍ଧ୍ୟାକରଣ ନେଇ ଫିଟିପାରେ ବାଟ

ଭୁବନେଶ୍ୱର, ୭।୧ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି। କଲୋନୀ, ଗଳିକନ୍ଦି ସମେତ ରାଜରାସ୍ତାରାରେ ଉତ୍ପାତ କରୁଛନ୍ତି। ଗୋଡ଼ାଇ କାମୁଡୁଛନ୍ତି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ,...

କଂଗ୍ରେସ ଛାଡ଼ିଥିବା ନେତାଙ୍କୁ ଫେରାଇ ଅଣାଯିବ: ଅଜୟ କୁମାର

ଭୁବନେଶ୍ୱର,୭।୧(ଅନିଲ ଦାସ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ନବନିଯୁକ୍ତ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଭୁବନେଶ୍ୱର ଆସିଛନ୍ତି। କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ...

‘ମୋ ପୁଅକୁ ମାରିଦେଲେ’

ଭୁବନେଶ୍ୱର,୭।୧(ସୂର୍ଯ୍ୟକାନ୍ତ ବେହେରା): ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଦିଲୀପ ସାମନ୍ତରାୟଙ୍କ ଚିକିତ୍ସାକୁ ନେଇ ଶୁକ୍ରବାର ସନ୍ଦେହ ପ୍ରକାଶ କରିଥିଲେ ଶ୍ୱଶୁର ସଦାଶିବ ଜେନା। ଏପରିକି ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଠିକ୍‌ ଭାବେ ଚିକିତ୍ସା କରାଯାଉ...

ଆନ୍ଦୋଳନରୁ ଓହରିଲେ ଡ୍ରାଇଭର

ଭୁବନେଶ୍ୱର,୭।୧(ଅନିଲ ଦାସ): କେନ୍ଦ୍ର ସରକାରଙ୍କ ହିଟ୍‌ ଆଣ୍ଡ ରନ୍‌କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଚଳାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରି ଯାଇଛି।...

ଓଏସ୍‌ଏସ୍‌ଏସ୍‌ସି ଓ୍ବେବ୍‌ସାଇଟ୍‌ ଅସ୍ଥାୟୀ ଭାବେ ବନ୍ଦ

ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ଏସ୍‌ସି)ର ଓ୍ବେବ୍‌ସାଇଟ୍‌କୁ ବୈଷୟିକ କାରଣ ଦର୍ଶାଇ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେଉ ନ ଥିବା ଆୟୋଗ ଦର୍ଶାଇଛି। ସନ୍ଧ୍ୟା...

ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ୧୧ ତମ ସାଗର ପରିକ୍ରମା ପର୍ଯ୍ୟାୟ

ଭୁବନେଶ୍ୱର,୬ା୧: ଆସନ୍ତା ଜାନୁଆରି ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ – ୧୧ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କ...

କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦଶପଲ୍ଲା ,୬ା୧: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଦଶପଲ୍ଲା ରେଳଷ୍ଟେସନ୍‌‌ ଠାରେ ୪ଟି ଟ୍ରେନ୍ର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର – ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼...

ସମ୍ବଲପୁରରେ ଏନ୍‌କାଉଣ୍ଟର, ଜଣେ ଆହତ

ସମ୍ବଲପୁର,୬ା୧: ସମ୍ବଲପୁରରେ ପୋଲିସ ଏନ୍‌କାଉଣ୍ଟରେ ଶନିବାର ଜଣେ ଆହତ ହୋଇଥିବା ଜଣାପଡ଼ିଛି। ସହରର କେନ୍‌ଘାଟି ଆଇସ୍‌ ଫ୍ୟାକ୍ଟ୍ରି ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ଏନ୍‌କାଉଣ୍ଟର ହୋଇଛି। ଦୁର୍ବୃତ୍ତମାନେ ପୋଲିସ ଉପରକୁ ଗୁଳି ଚାଳନା...

୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆସନ୍ତା ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶନିବାର ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri