ରାଜ୍ୟ

ହୋଟେଲରୁ ଭଦ୍ରକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିିଳିବା ଘଟଣା: ସିସିଟିଭି କ୍ୟାମେରାରେ ଲୁଚିଛି ସତ

ଭୁବନେଶ୍ୱର,୭।୮(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡ୍‌ରେ ଥିବା ଦୀପାଳି ହୋଟେଲ ଆଣ୍ଡ୍‌ ବାର୍‌ର ଏକ ରୁମ୍‌ରୁ ଭଦ୍ରକ ଯୁବତୀ ଶୁଭଲକ୍ଷ୍ମୀ ସାହୁ (୧୮)ଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ଲାଗି ରହିଛି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ…

ଜିଲା ମତ୍ସ୍ୟ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିଲେ କିରାଣି, ବାନ୍ଧିଲା ପୋଲିସ

ଦେବଗଡ଼,୭ା୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣି ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ମୋଟ୍‌ ୧୩ ଲକ୍ଷ ୨୦ ହଜାର ୬୪୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସମ୍ପୃକ୍ତ ବିଭାଗର…

ଓଏସ୍‌ଏଚ୍‌ବିରୁ ଘର କିଣି ହଟହଟା, କାନ୍ଥରୁ ଝରୁଛି ପାଣି, ବିଜ୍ଞପ୍ତି ଅନୁସାରେ ମିଳୁନି ସେବା

ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି)ଠାରୁ ଘର କିଣି ଏବେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି ଡ଼ୁମୁଡୁମା ଫେଜ୍‌-୬ସ୍ଥିତ ତାଳଧ୍ୱଜ ଏନ୍‌କ୍ଲେଭ୍‌ର ବାସିନ୍ଦା। ୬୦ରୁ ୮୫ ଲକ୍ଷ ଦେଇ ଘର କିଣିଥିଲେ। ସ୍ମାର୍ଟସିଟିରେ ରହିବା ସହ ନିଜ ଘରକୁ…

ଅଗଷ୍ଟ ବର୍ଷା ଭରଣା କଲା: ସ୍ବାଭାବିକଠାରୁ ୨% ଅଧିକ ହୋଇଛି

ଭୁବନେଶ୍ୱର,୭ା୮(ଅନିଲ ଦାସ): ଜୁନ୍‌ ଓ ଜୁଲାଇରେ ରାଜ୍ୟକୁ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହେବାକୁ ପଡିଛି। ବର୍ଷା ଅଭାବରୁ ରାଜ୍ୟରେ ଚାଷକାର୍ଯ୍ୟ ମାନ୍ଦା ପଡିଥିଲା। ତେବେ ଜୁଲାଇ ୩୦ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟକୁ ପର୍ଯ୍ୟାପ୍ତ ବର୍ଷା ଦେଇଛି। ପାଣିପାଗ ବିଭାଗ…

ଡ. ସଂଘମିତ୍ରା ମିଶ୍ର ପାଇବେ ‘ସରଳା ଦେବୀ ପୁରସ୍କାର’

ଭୁବନେଶ୍ୱର,୭।୮ (ବନ୍ଦନା ସେଠୀ): ସାହିତ୍ୟ ସମାଲୋଚିକା ପ୍ରଫେସର ଡ. ସଂଘମିତ୍ରା ମିଶ୍ରଙ୍କୁ ଚଳିତ ବର୍ଷର ‘ସରଳା ଦେବୀ’ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୧୦ହଜାର ନଗଦ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ବୋଲି ସରଳା ଦେବୀ…

ଅରୁଆ କଲେ ଏଫ୍‌ସିଆଇ ନେବ ବଳକା ଚାଉଳ

ଭୁବନେଶ୍ୱର,୭ା୮(ଅନିଲ ଦାସ): ଇଥାନଲ ଉତ୍ପାଦନ ପାଇଁ ଅରୁଆ ଚାଉଳ ଆବଶ୍ୟକ। ଏହି ଚାଉଳ ଯୋଗାଡ଼ରେ ଲାଗିଛି ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଥିବା ଇଥାନଲ କାରଖାନାକୁ ଅରୁଆ ଚାଉଳ ଯୋଗାଣ କରିବାକୁ ଏଫ୍‌ସିଆଇ ଓଡ଼ିଶାରୁ ଆସନ୍ତା ଅକ୍ଟୋବର…

ଭାରତୀୟ ରେଳରେ ଯୋଡି ହେଲା ନୂଆ ଅଧ୍ୟାୟ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭।୮(ଅଭିଜିତ ଦାସ): ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ଭାରତ ଷ୍ଟେଶନ ଯୋଜନାରେ ସାମିଲ ହୋଇଥିବା ଦେଶର ୧୩୦୯ ରେଳ ଷ୍ଟେଶନ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦୮ ଷ୍ଟେଶନର ରୂପାନ୍ତରଣ ହେବ। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୪ ଜିଲାରେ ୬.୨୪ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର,୭ା୮(ଅନିଲ ଦାସ): ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ଅନେକ କ୍ଷୟକ୍ଷତି ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ରାଜ୍ୟର ୨୪ ଜିଲା ଅନ୍ତର୍ଗତ ୨୫୩ ବ୍ଲକ ଅଧୀନ ୧୧,୯୭୩ ଗଁା ଓ…

ଛତୁ ଖାଇ ୨ ଗୁରୁତର

ଝରିଗାଁ,୬।୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମରେ ବିଷାକ୍ତ ଛତୁ ଖାଇ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗବାଗୁଡା ଗ୍ରାମର ଜେମା ଜାନୀ (୬୦) ଏବଂ ନିଳା ଜାନୀ(୫୫) ରବିବାର ବାଡ଼ିରେ ଥିବା…

‘ମେଟଲ୍‌ ମିଟ୍‌ ୨୦୨୩’: ଜୁନିୟରରେ ସିଡିଏ ଡିଏଭି, ସିନିୟରରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌ ୨୦୨୩’ ରବିବାର ଶେଷ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଜୁନିୟର ବର୍ଗରେ କଟକ ସିଡିଏ ସ୍ଥିତ…

ସୀମାନ୍ତରୁ ଦୁଇ ଆଇଇଡି ବୋମା ଜବତ

ମାଲକାନଗିରି,୬ା୮(ଦୁର୍ଯୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ସର୍ଚ୍ଚ ଅପରେଶନ ବେଳେ ଯବାନମାନେ ରବିବାର ଦୁଇଟି ଆଇଇଡି ବୋମା ଜବତ କରିଛନ୍ତି। ବିଜାପୁର ଜିଲା ଗୋଲାକୋଣ୍ଡା ନିକଟ ପାହାଡ ଅଞ୍ଚଳରେ ମାଓବାଦୀ ଦମନ ପାଇଁ କୋବ୍ରା ଯବାନଙ୍କ ପକ୍ଷରୁ…

ମେଟଲ୍‌ ମିଟ୍‌-୨୦୨୩: ଜୁନିୟର ଗ୍ରୁପ୍‌ର ସିଡିଏ ଡିଏଭି ପ୍ରଥମ

ଭୁବନେଶ୍ୱର,୬ା୮(ଶର୍ମିଷ୍ଠା ପାଣିଗ୍ରାହୀ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୁଇଜ୍‌ ଇଭେଣ୍ଟ୍‌ ‘ମେଟଲ ମିଟ୍‌-୨୦୨୩’ର ଗ୍ରାଣ୍ଡ୍‌ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାଣ୍ଡ୍‌ ଫିନାଲେରେ ଜୁନିୟର ଗ୍ରୁପ୍‌ କଟକର ସିଡିଏ ଡିଏଭି ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?