ନିଟ୍ ୟୁଜି ପ୍ରବେଶିକା: ରାଜ୍ୟରେ ୨୭ ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର,୧୦ା୪(ବ୍ୟୁରୋ): ଜାତୀୟ ପରୀକ୍ଷା ଏଜେନ୍ସି(ଏନ୍ଟିଏ) ପକ୍ଷରୁ ନିଟ୍ ୟୁଜି ପ୍ରବେଶିକା ଆସନ୍ତା ମେ’ ୭ରେ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା,…
ଜନଜାତି ଶିକ୍ଷୟିତ୍ରୀ ଏବେ ଦିନମଜୁରିଆ
ଫୁଲବାଣୀ ଅଫିସ, ୧୦ା୪: ଅନୁସୂଚିତ ଜନଜାତିର ଜଣେ ଶିକ୍ଷୟିତ୍ରୀ(ଶିକ୍ଷା ସହାୟକ) ଚାକିରି କ୍ଷେତ୍ରରେ ୩ ବର୍ଷ ୮ ମାସ ପୂରଣ କରିସାରିବା ପରେ ଏବେ ତାଙ୍କୁ ଦିନମଜୁରିଆ ସାଜିବାକୁ ପଡ଼ିଛି। ପ୍ରଶାସନର ଅଣଦେଖା ହେତୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।…
ପ୍ରବାସୀ ଓଡ଼ିଆଙ୍କ ପାଇଁ ନୂଆ ନିର୍ଦ୍ଦେଶାଳୟ
ଭୁବନେଶ୍ବର,୧୦ା୪(ବ୍ୟୁରୋ): ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସକାଶେ ‘ପରିବାର-ଦ ପୋର୍ଟାଲ ଫର୍ ପ୍ରବାସୀ ଓଡ଼ିଆଜ୍-କନେକ୍ଟିଙ୍ଗ ଦ ରୁଟ୍ସ’ ନାମକ ଉତ୍ସର୍ଗୀକୃତ ପୋର୍ଟାଲ ହେବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ରହିବ। ଏହି ପରିଷଦରେ ସଦସ୍ୟମାନେ ରାଜ୍ୟ ସରକାରଙ୍କ…
ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’
ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍.ଏ.): ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିଥିବା ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ ପାଇଁ ପ୍ରକ୍ରିୟା ଚାଲିଛି। ତେବେ ଖୁସିର କଥା ହେଲା, ଏହାର ଶୁଟିଂ ଓଡ଼ିଶାରେ ହେବାକୁ…
ଆଜିଠୁ ଦୁଇ ପର୍ଯ୍ୟାୟରେ ଖାତାଦେଖା
ଭୁବନେଶ୍ୱର,୧୦।୪(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ +୨ ବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ’ ଶେଷ ସୁଦ୍ଧା ପ୍ରକାଶ ପାଇବ। ଏଥିପାଇଁ ସୋମବାରଠାରୁ ଖାତାଦେଖା ଆରମ୍ଭ ହେଉଛି। ରବିବାର ଏ ସମ୍ପର୍କରେ ସୂଚନା ଦେଇ…
ଝଡ଼ ବର୍ଷା ନେଇ ୧୭ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ପାରଦ ଉପରମୁହାଁ ରହିଥିବାବେଳେ ପାଗ ଶୁଖିଲା ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ଥିବାବେଳେ କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ…
୧୭ ଶହ ୪୦ ଲିଟର ସ୍ପିରିଟ ଜବତ: ୩ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର ଅଫିସ, ୯।୪: ଅବକାରୀ ଗୁଇନ୍ଦା ଟିମ୍ ରବିବାର ଦୁଇଟି ସ୍ଥାନରେ ଚଢାଉ କରି ୧୭୪୦ ଲିଟର ବେଆଇନ ସ୍ପିରିଟ ଜବତ କରିଛି। ଅନ୍ୟପକ୍ଷେ ୨ଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ସହର ଏବଂ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ…
ଜାପାନରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯ା୪(ବ୍ୟୁରୋ): ବିଦେଶ ମାଟିରେ ଥାଇ ପ୍ରଥମଥର ପାଇଁ କ୍ୟାବିନେଟ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବେଠକରେ ୭ଟି ପ୍ରସ୍ତାବରେ ମୋହର ବାଜିଛି। ଏଫ୍ପିଓ ପାଇଁ ସହାୟତା ପାଣ୍ଠି ଆରମ୍ଭ ହେବ। ଓଡ଼ିଶା ପରିବାର ପାଇଁ ନୂଆ ନିର୍ଦ୍ଦେଶାଳୟ…
ମେ’ ମାସ ଶେଷ ସୁଦ୍ଧା ଆସିପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ: କାଲିଠୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ
ଭୁବନେଶ୍ୱର,୯।୪(ବ୍ୟୁରୋ): ମେ’ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ସୋମବାରଠାରୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ । ଏପ୍ରିଲ ୨୩ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଚାଲିବ । ପରେ ଦିତୀୟ ପର୍ଯ୍ୟାୟ…
ନମ୍ବର ପ୍ଲେଟରେ ଚୁଇଂଗମ୍ ମାରି ବୁଲୁଛନ୍ତି ଅମାନିଆ
ଭୁବନେଶ୍ୱର,୯।୪(ବ୍ୟୁରୋ): ଆଇନ ଯେତେ କଡ଼ାକଡ଼ି କରାଯାଉଛି, ଅମାନିଆ ସେତିକି ନୂଆ ନୀତି ଆପଣାଉଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(ଏଚ୍ଏସ୍ଆର୍ପି)କୁ ବାଧ୍ୟତାମୂଳକ କରାଯାଇଛି। ଫଳରେ କେହି ନିୟମ ଉଲ୍ଲଂଘନ କଲେ ସିସିଟିଭିରେ ଗାଡ଼ି ନମ୍ବରକୁ…
ଲୁହାପଥର ଉତ୍ପାଦନରେ ଓଏମ୍ସିର ସଫଳତା
ଭୁବନେଶ୍ୱର,୯।୪: ଓଡ଼ିଶା ଖଣି ନିଗମ(ଓଏମ୍ସି)ର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷରେ ଓଏମ୍ସି ୨୯.୭ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମ୍ସି ୨୫.୩୧ ନିୟୁତ ଟନ୍ ଉତ୍ପାଦନ କରିଥିଲା। ଉଲ୍ଲେଖଯୋଗ୍ୟ,…
ଢେଙ୍କାନାଳରେ ନ୍ୟୁ ଟିଏମ୍ଟି ଷ୍ଟିଲ୍ ବାର୍ କାରଖାନା
ଭୁବନେଶ୍ୱର,୯।୪: ରୁଙ୍ଗ୍ଟା ମାଇନ୍ସ ଲିମିଟେଡ୍ର ପ୍ରମୁଖ ଟିଏମ୍ଟି ବାର୍ ଓ ସମନ୍ବିତ ଇସ୍ପାତ ଉପତ୍ାଦ ନିର୍ମାତା ରୁଙ୍ଗ୍ଟା ଷ୍ଟିଲ୍ର ନ୍ୟୁ ଟିଏମ୍ଟି ଷ୍ଟିଲ୍ ବାର୍ କାରଖାନା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓଡ଼ିଶାର ଢେଙ୍କାନାଳସ୍ଥିତ କମ୍ପାନୀର ନୂତନ କାରଖାନା କାର୍ଯ୍ୟକ୍ଷମ…
Archives


