ମହାନଦୀରୁ ୨ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ
ଖୁଣ୍ଟୁଣୀ, (ସଚ୍ଚିଦାନନ୍ଦ ପଣ୍ଡା)/ମଙ୍ଗୁଳି-ଜଗତପୁର,୮ା୧୦(ମାନସ ସାମଲ)ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ମଞ୍ଚେଶ୍ୱର ପଞ୍ଚାୟତର ପ୍ରସନ୍ନାପୁର ମହାନଦୀ ଘାଟରୁ ଜଣେ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହକୁ ଶନିବାର ପୋଲିସ ଜବତ କରିଛି। ତାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବାବେଳେ ସେ…
ପୋଲିସ କାର୍ଯ୍ୟାନୁଷ୍ଠାନ ନେଲାନି, ହାଇକୋର୍ଟରେ ମାମଲା
କଟକ,୮ା୧୦ (କାର୍ତ୍ତିକ ସାହୁ)ସଙ୍ଗୀତ ନାଟକ ଏକାଡେମୀ ଭଳି ସରକାରୀ ସଂସ୍ଥାରେ ଡିଗ୍ରୀ ପାଠ୍ୟକ୍ରମରେ ଶାସ୍ତ୍ରୀୟ ନୃତ୍ୟ ପିଲାମାନଙ୍କୁ ପଢ଼ାଯାଉଛି। ହେଲେ ପାଠ୍ୟକ୍ରମ ସମାପ୍ତ ପରେ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଉନାହିଁ। ଯଦ୍ଦ୍ବାରା ବଲାଙ୍ଗୀରର ଜଣେ ଛାତ୍ରୀ ଠକାମିର ଶିକାର ହୋଇଥିବା ନେଇ…
ମଧ୍ୟାହ୍ନଭୋଜନରେ ମିଳୁନି ଅଣ୍ଡା
ଚମ୍ପୁଆ,୮ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଏନ୍ଏସି ଅନ୍ତର୍ଗତ ଗୋଧୂଳି ୟୁଜିୟୁପି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ୭ ଦିନ ହେବ ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁନାହିଁ। ଏ ନେଇ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିବା ସହ ଚମ୍ପୁଆ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।…
ଧାନ ଫସଲରେ ଶୋଷକ ପୋକ
ଚମ୍ପୁଆ, ୮ା୧୦(ମହେଶ୍ୱର ଦାସ)ଅଧିକ ଅମଳ ଆଶାରେ ଉନ୍ନତ ମାନର ବିହନ ଚାଷ କରିଥିଲେ। ଧାନ ପାଚିବା ସମୟରେ ଫସଲରେ ଶୋଷକ ପୋକ ଲାଗି ଫଳରୁ ରସ ଶୋଷି ଅଗାଡ଼ି କରିଦେଉଛନ୍ତି। ଗଛ ସତେଜ ଥିବା ବେଳେ ଧାନ ଭିତରେ ମଞ୍ଜି ରହୁନାହିଁ।…
କୋର୍ଟରେ ହାଜର ହେଉନାହାନ୍ତି ଆଇଓ, ସରୁନି ବିଚାର
ବ୍ରହ୍ମପୁର,୮ା୧୦(ସୁବାସ ଚନ୍ଦ୍ର ପାଢ଼ୀ)ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ତାରିଖ ପରେ ତାରିଖ ଗଡ଼ୁଛି। ସେପଟେ ବିଚାରରେ ବିଳମ୍ବ ଘଟୁଛି। କୋର୍ଟ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ହାଜର ହେଉନାହାନ୍ତି ତଦନ୍ତକାରୀ ଅଧିକାରୀ। ଶନିବାର ଉକ୍ତ ମାମଲାର ତଦନ୍ତକାରୀ…
ଖଟିଆରେ ବୁହା ହେଉଛନ୍ତି ରୋଗୀ
ଖଜୁରିପଡ଼ା,୮ା୧୦(ବିଦୁର ବେହେରା)କନ୍ଧମାଳ ଜିଲା ରାସ୍ତା ସମସ୍ୟାକୁ ନେଇ ଅହରହ ଦହଗଞ୍ଜ ହେଉଛି। ରାସ୍ତା ସମସ୍ୟା ପାଇଁ ଗାଡ଼ି ମଟର ଗାଁ ପର୍ଯ୍ୟନ୍ତ ନ ଯାଇ ପାରୁଥିବାରୁ ରୋଗୀ ମାନଙ୍କୁ ଖଟିଆରେ ବୁହା ହେଉଛି। ଏହା ଦେଖିବାକୁ ମିଳିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ…
୩ ସ୍କୁଲର ୨୯ କମ୍ପ୍ୟୁଟରରୁ ୧୫ ଅଚଳ
ଯାଜପୁର,୮ା୧୦(ହର୍ଷବର୍ଦ୍ଧନ ବେହେରା)ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ବିକାଶ ନିମନ୍ତେ ସମଗ୍ର ଶିକ୍ଷା ଯୋଜନାରେ ସ୍ମାର୍ଟ ହାଇସ୍କୁଲ ନିର୍ମାଣ ହେଉଛି। ଏଥିରେ କମ୍ପ୍ୟୁଟର ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ବହୁ ସ୍ମାର୍ଟ ସ୍କୁଲରେ ପୁରୁଣା ଭର୍ସନ ଏବଂ ଅନାମଧ୍ୟେୟ…
ପାନୀୟ ଜଳ ପ୍ରକଳ୍ପ ଅଚଳ : ଲୋକେ ହନ୍ତସନ୍ତ
କୁଜଙ୍ଗ,୮।୧୦(ମନୋଜ ପ୍ରଧାନ)ଜଗତ୍ସିଂହପୁର ଜିଲାର କୁଜଙ୍ଗ ଏକ ପୁରାତନ ଓ ସର୍ବୃହତ ହାଟ ଓ ବଜାରର ମାନ୍ୟତା ପାଇଛି। ଏଠାରେ ଥିବା ଏକ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି। ଫଳରେ ପଥଚାରୀମାନେ ପାଣି ମୁନ୍ଦେ ପାଇଁ ଡହଳବିକ ହେଉଛନ୍ତି। ପ୍ରଶାସନିକ ଦୃଷ୍ଟିକୋଣରୁ…
ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସ୍ବପ୍ନ
ଡେରାବିଶ,୮ା୧୦(ବେବର୍ତା ଅଜୟ ଦାସ)ଗ୍ରାମାଞ୍ଚଳରେ ଛପର ଘରେ ରହୁଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା ହୋଇଛି।ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଗୃହ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅଞ୍ଚଳରେ ଏହି ଯୋଜନା…
ପ୍ରଚାରରେ ସୀମିତ ପ୍ଲାଷ୍ଟିକ, ପଲିଥିନ ବର୍ଜନ
କେନ୍ଦ୍ରାପଡ଼ା, ୮ା୧୦(ଜଗନ୍ନାଥ ଧଳ)ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୬ ଗାନ୍ଧୀ ଜୟନ୍ତୀରେ ଆହ୍ବାନ ଦେଇଥିଲେ। ଏହାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସେହିପରି ବର୍ଜ୍ୟ ବସ୍ତୁ ପରିଚାଳନା ଆଇନକୁ…
ପୁରୁଣା କାମ ଦେଖାଇ ଏମ୍ଜିଏନ୍ଆରଇଜିଏସ୍ ଅର୍ଥ ହଡ଼ପ
ନୂଆଗାଁ, ୮।୧୦ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍ଜିଏନ୍ଆର୍ଇଜିଏସ୍)ରେ ନାନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏବେ ପୁରୁଣା କାମକୁ ଦେଖାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏମ୍ଜିଏନ୍ଆର୍ଇଜିଏସ୍…
ଶହୀଦ ଦିବସରେ କେବଳ ତୋପ ସଲାମି
ନୟାଗଡ଼/ନୂଆଗାଁ, ୮ା୧୦(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ) ଭାରତ ସ୍ବାଧୀନତା ସଂଗ୍ରାମର ମହାନ ତୀର୍ଥକ୍ଷେତ୍ର ନୂଆଗାଁ ବ୍ଲକର ଥୁଆବାରୀ ଓ କୁଶବିଡା ମାଟି ହୋଇଯାଇଛି ଅଖୋଜା ଅଲୋଡା। ଦେଶ ସ୍ବାଧୀନତା ହେବାର ୭୬ ବର୍ଷ ପରେ ବି ଏହି ଗାଁ ପାଇ ପାରି ନାହିଁ…
Archives


