ଭିତର ଭଣ୍ଡାରରେ ସୁଡଙ୍ଗ ନେଇ ବଡ଼ ବୟାନ ଦେଲେ ଗଜପତି, କହିଲେ…
ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ର ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ପୁରୀ ଗଜପତି ମହାରାଜଙ୍କ ଉପସ୍ଥିତିରେ…
ରତ୍ନଭଣ୍ଡାରରୁ ବାହାରିବା ପରେ ଗଜପତି ମହାରାଜ ଦେଲେ ବଡ଼ ସୂଚନା: କହିଲେ…
ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ…
ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ
ପୁରୀ,୧୮ା୭: ଦ୍ୱିତୀୟ ପର୍ଯ୍ୟାୟର ଗୁରୁବାର ଭିତର ରତ୍ନଭଣ୍ଡାର ଖୋଲିଛି ରତ୍ନଭଣ୍ଡାର ତଦାରଖ କମିଟି। ଏହି ଅବସରରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଭିତର ରତ୍ନଭଣ୍ଡାରରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀନଅରରୁ ଆସି ଗଜପତି ମହାରାଜା ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର…
ଓଡ଼ିଶା ଇତିହାସରେ ପ୍ରଥମ, ନବୀନ ଗଢିଲେ ଛାୟା କ୍ୟାବିନେଟ
ଭୁବନେଶ୍ୱର,୧୮।୭: ବୁଧବାର ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। କ୍ଷମତାସୀନ ମନ୍ତ୍ରୀମଣ୍ଡଳ ପରି ବିରୋଧୀଙ୍କ ମଧ୍ୟ ଏକ ମନ୍ତ୍ରୀ ମଣ୍ଡଳ ରହିଛି ଯାହାକୁ ‘ଛାୟା କ୍ୟାବିନେଟ’ ବୋଲି କୁହାଯାଏ। ଭାରତରେ…
ଏସ୍ସିବି ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
କଟକ,୧୮ା୭(ଶିଳ୍ପା ପ୍ରିୟଦର୍ଶିନୀ): ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସ୍ସିବିର ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି।…
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
ପୁରୀ,୧୮ା୭: ଗୁରୁବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମନ୍ଦିର ଭିତରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି। ସବୁକିଛି ଭଲରେ ଭଲରେ ହୋଇଯାଉ ବୋଲି…
ପୁତୁରାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦାଦା-ଖୁଡ଼ୀ
ବଲାଙ୍ଗୀର,୧୮ା୭: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ହତ୍ୟା କରାଯାଇଛି। ଦାଦା-ଖୁଡ଼ୀଙ୍କ ଟାଙ୍ଗିଆ ଚୋଟରେ ପୁତୁରାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ତେବେ ଜମି ଭାଗବଣ୍ଟାକୁ ନେଇ…
ଖୋଲିଲା ଭିତର ରତ୍ନଭଣ୍ଡାର
ପୁରୀ,୧୮।୭: ଖୋଲିଲା ଭିତର ରତ୍ନ ଭଣ୍ଡାର। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଖୋଲିଲା ରତ୍ନଭଣ୍ଡାର। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ଙ୍କ ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ଏସଓପି ଅନୁସାରେ…
କମ୍ବିଂବେଳେ ଆଇଡି ବିସ୍ଫୋରଣ: ୨ ଯବାନ ଶହୀଦ, ୪ଆହତ
ମାଲକାନଗିରି,୧୮।୭( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡରେ ବଡ଼ ଧରଣର ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲା ତରେମ ଥାନାରେ ହୋଇଛି। ଜଙ୍ଗଲରେ ଯବାନମାନଙ୍କ ତରଫରୁ ମାଓ ବିରୋଧୀ ଅପରେଶନ କରୁଥିବା ସମୟରେ ମାଓବାଦୀଙ୍କ…
୯ଟା ୫୧ରେ ଖୋଲିବ ଭିତର ରତ୍ନଭଣ୍ଡାର: ଜଷ୍ଟିସ ବିଶ୍ୱନାଥ ରଥ
ପୁରୀ,୧୮।୭: ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର। ଏନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି…
୨ ପଞ୍ଚାୟତରେ ୫୭ ଜାଲ୍ ଭତ୍ତା ହିତାଧିକାରୀ
ନୂଆଗାଁ,୧୮।୭(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ ପରେ ନୟାଗଡ଼ ଉପ ଜିଲାପାଳଙ୍କ ଦ୍ୱାରା ୩ ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରେ ନୂଆଗାଁ ବ୍ଲକର ୨ ପଞ୍ଚାୟତରେ ୫୭ ଜଣ ଜାଲ ଭତ୍ତା…
ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ ବଦଳିବା ଆଶା
ଭୁବନେଶ୍ୱର,୧୮ା୭(ଶର୍ମିଷ୍ଠା ପାଣିଗ୍ରାହୀ)ସମସ୍ୟା, ବିବାଦରେ ଫସି ରହିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବିଶେଷକରି ନୂଆ ସରକାର ଆସିବା ପରେ ଓଲିଉଡ୍ ଜଗତ ବେଶ୍ ଉତ୍ସାହିତ ହୋଇପଡିଛି। ବୁଧବାର ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ଆଲୋଚନା ପରେ…

