ବିଜେଡିର ଛାୟା କ୍ୟାବିନେଟକୁ ନେଇ ସମୀରଙ୍କ ତେର୍ଚ୍ଛାବାଣ, କହିଲେ ନବୀନ ବାବୁ…
ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ ଗଠନକୁ ନେଇ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ନବୀନ ସରକାରରେ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳୁ ନ ଥିଲା, ଏବେ ବିଧାୟକଙ୍କୁ ବିଭାଗ ମିଳୁଛି। ନିଜର ଆତ୍ମସନ୍ତୋଷ ପାଇଁ,…
କଂଗ୍ରେସ ସହ ମେଣ୍ଟ କରିବ ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ
ନୂଆଦିଲ୍ଲୀ,୧୮।୭: ଲୋକ ସଭାରେ ୨୪୨ଟି ଆସନ ଜିତିଥିବା ଭାଜପା ହୁଏତ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ଚିରାଗ ପାଶୱାନଙ୍କ ଭଳି ସହଯୋଗୀମାନଙ୍କ ସହାୟତାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥାଇପାରେ, କିନ୍ତୁ ରାଜ୍ୟ ସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ନାହିଁ। ଏପରିକି ଏନଡିଏ ସହିତ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ; ଆସନ୍ତା ତିନି ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର,୧୮ା୭: କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗକୁ ଏହି ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତାର କରି ଅଧିକ ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଦିଗକୁ ଓଡ଼ିଶା ଉପକୂଳ ଆଡକୁ…
ଧର୍ମଶାଳାରେ ଖଣି ବିଭାଗର ବଡ଼ ରେଡ୍
ଭୁବନେଶ୍ୱର,୧୮ା୭: ଓଡ଼ିଶା ଖଣି ବିଭାଗ ଶୁକ୍ରବାର ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳରେ ଥିବା ଖଣି ଏବଂ ପଥର ଖଣି ଉପରେ ବ୍ୟାପକ ଚଢାଉ କରିଛି। ଲୁଣିବାର, ଚଢେଇଧରା ଏବଂ ଡଙ୍କାରୀ ଖଣି ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ପୂର୍ବ ବିଜେଡି ସରକାର…
କିଏ ସେହି ଅରିନ୍ଦମ ଡାକୁଆ ଯିଏ ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ
ଭୁବନେଶ୍ୱର,୧୮।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆ ନିଯୁକ୍ତି ପାଇଛନ୍ତି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ…
ଆହାର କେନ୍ଦ୍ରରେ ଖାଇ ମନ୍ତ୍ରୀ କଲେ ବଡ଼ ଘୋଷଣା, ‘ବନ୍ଦ ହେବନି ଆହାର ଯୋଜନା’
ଭୁବନେଶ୍ୱର,୧୮ା୭: ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି। ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି। ମନ୍ତ୍ରୀ ଆହାର କେନ୍ଦ୍ର…
ବିଜେଡିର ଛାୟା କ୍ୟାବିନେଟକୁ ନେଇ ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ, ପୂର୍ବରୁ ଏମିତି କରିଥିଲେ…
ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ ଗଠନ ହୋଇଛି। ଯାହାକୁ ନେଇ ବହୁ ଭାଜପା ନେତା ଟର୍ଗେଟ କରିଥିବାବେଳେ ବିଜେଡିର ଜଣେ ବରିଷ୍ଠ ନେତା ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ବିଜେଡି ନେତା ଅମର ଶତପଥୀ କହିଛନ୍ତି, ନବୀନ ପଟ୍ଟନାୟକ ବର୍ତ୍ତମାନ ଯେମିତି…
କାଉଡ଼ିଆଙ୍କ ପାଇଁ କଟକଣା: ଧବଳେଶ୍ୱର ପୀଠକୁ ଆଣିପାରିବେନି ପ୍ଲାଷ୍ଟିକ୍ ସାମଗ୍ରୀ
କଟକ,୧୮ା୭: ଆସୁଛି ଶ୍ରାବଣ ସୋମବାର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ ଲାଗିବ। ଏହା ପୂର୍ବରୁ ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ କଡ଼ା ନିଷ୍ପତ୍ତି ନିଆଯାଇଛି। କାଉଡ଼ିଆମାନେ କେବଳ ମାଟି ଓ ପିତ୍ତଳ କଳସ ଆଣି ଜଳ ଲାଗି…
ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି: ବିଜେଡିର ‘ଛାୟା କ୍ୟାବିନେଟ୍’କୁ ନେଇ ବଡ଼ ବୟାନ ଦେଲେ…
ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ୍ ଗଠନକୁ ନେଇ ଏମ୍ପି ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅସ୍ତିତ୍ୱ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ…
ତଦାରଖ କମିଟି, ପରିଚାଳନା କମିଟି ଉପସ୍ଥିତିରେ ହିଁ ହେବ ଗଣତି: ଗଜପତି ମହାରାଜ
ପୁରୀ,୧୮ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରୁ ବାହାରିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁରୁବାର ଅର୍ଥାତ୍ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ ବୋଲି ଆଶା କରାଯାଉଛି। ଗଜପତି କହିଛନ୍ତି, ବାହାର ଏବଂ…
ବିଜେଡିର ଛାୟା କ୍ୟାବିନେଟକୁ ନେଇ ବର୍ଷିଲା ଭାଜପା, କହିଲା ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଚାଲିଛି…
ଭୁବନେଶ୍ୱର,୧୮।୭: ଓଡ଼ିଶାରେ ପ୍ରଥମ ଥର ଛାୟା କ୍ୟାବିନେଟ ଗଠନ ହୋଇଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ପ୍ରତିଟି କାର୍ଯ୍ୟକଳାପକୁ ଘେରିବା ପାଇଁ କମର କଷିଛି ବିଜେଡି। ତେବେ ବୁଧବାର ୫୦ଜଣ ବିଧାୟକଙ୍କୁ ଏହି ଦାୟିତ୍ୱ ବଣ୍ଟନ କରାଯାଇଛି। ଯାହାକୁ ନେଇ ବିଜେଡିକୁ…
ଭିତର ଭଣ୍ଡାରରେ ସୁଡଙ୍ଗ ନେଇ ବଡ଼ ବୟାନ ଦେଲେ ଗଜପତି, କହିଲେ…
ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍ର ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ପୁରୀ ଗଜପତି ମହାରାଜଙ୍କ ଉପସ୍ଥିତିରେ…

