ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଖବରଦାତା, ସର୍ବଜନ କଲ୍ୟାଣକାରୀ ବଜେଟ ପାଇଁ ଜଣାଇଲେ ଅଭିନନ୍ଦନ
ଭୁବନେଶ୍ୱର,୨୬।୭: ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ତାଙ୍କ ପ୍ରକୋଷ୍ଠରେ ଖବରଦାତାମାନେ ଭେଟିଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏକ ଉତ୍ତମ, ବିକାଶ ଅଭିମୁଖୀ ଓ ସର୍ବଜନ କଲ୍ୟାଣକାରୀ ବଜେଟ ଉପସ୍ଥାପିତ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଖବରଦାତାମାନେ…
କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା! କ୍ଲିଅର କଲେ ତାରା
ଭୁବନେଶ୍ୱର,୨୬।୭: ଚଳିତ ନିର୍ବାଚନରେ ଆପାତତଃ ଭଲ କରିଥିଲେ ମଧ୍ୟ ଏବେ ବି ବହୁ ପଛରେ ପଡିଛି କଂଗ୍ରେସ । ନିର୍ବାଚନ ସରିବାର ମାସେ ପରେ ବି ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ସ୍ଥିତିରେ ଗତି କରୁଛି। ବିଧାନସଭା ଦିନକ ପୂର୍ବରୁ ଓଡିଶା ପ୍ରଦେଶ…
ଲକ୍ଷ୍ମୀବସ୍ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍ ମାଲିକ ସଂଘ
ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଧର୍ମଘଟ ସହ ଆନ୍ଦୋଳନ ନେଇ ଏକ…
ଆଳୁ ଗାଡ଼ି ଫେରିଯିବା ପରେ ମନ୍ତ୍ରୀ ଦେଲେ କଡ଼ା ନିର୍ଦ୍ଦେଶ: ୩୨ ଟଙ୍କାରୁ ଅଧିକରେ ବିକିଲେ…
ଭୁବନେଶ୍ୱର,୨୬।୭: ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗ…
୨ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ୨ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଦୁଇଟି ନୂଆ ପ୍ରକଳ୍ପ ହେଉଛି ଇଏସଆଇ ହସ୍ପିଟାଲ। କେନ୍ଦୁଝର ଓ ସୋନପୂର ସହରରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର…
ବଙ୍ଗୋପସାଗରରେ ଆଉ ଲଘୁଚାପ ସୃଷ୍ଟି: ୧୩ ଜିଲାକୁ ଚିଠି ଲେଖି ସତର୍କ କରାଇଲେ ଏସ୍ଆରସି
ଭୁବନେଶ୍ୱର,୨୬।୭: ଲଘୁଚାପ ନେଇ ୧୩ ଜିଲାକୁୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖି ସର୍ତକ କରାଇଛନ୍ତି। ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିପାରେ । ଉତ୍ତର ଓଡ଼ିଶା ସହ ୧୩ ଜିଲାକୁ ସଜାଗ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି।…
ରଥଯାତ୍ରା ମହାବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ: କହିଲେ…
ଭୁବନେଶ୍ୱର,୨୬।୭: ବିଧାନସଭାରେ ରଥଯାତ୍ରାର ନୀତିରେ ମହାବିଭ୍ରାଟ ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କଦମଙ୍କ ଦ୍ୱାରା ମୁଲତବୀ ପ୍ରସ୍ତାବ ଆସିଛି। ଏହାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି, ଏହାହା ସମ୍ପୂର୍ଣ ନିରାଧାର, ମିଥ୍ୟାଚାର ଏବଂ କପୋଳକଳ୍ପି କଳ୍ପିତ।…
ମଧୁମିତାଙ୍କ ମୃତ୍ୟୁ ମାମଲା: ଯେଉଁ ଦୁଇ ଯୁବତୀଙ୍କୁ ନେଇ ପରିବାରରେ ଉଠିଥିଲା ଝଡ଼, ଏବେ ପୋଲିସକୁ କରିବେ ସାମ୍ନା
ଭୁବନେଶ୍ବର,୨୬।୭: ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ତାଙ୍କ ଶେଷ ଭିଡିଓ ପୋଲିସକୁ ତଦନ୍ତରେ ଅନେକ ସାହାଯ୍ୟ କରିବ। ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ…
ଲକ୍ଷ୍ମୀବସ୍ର ମନମୁଖୀ କାର୍ଯ୍ୟ: ପ୍ରତିବାଦରେ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ ନିଷ୍ପତ୍ତି, ପରିବହନ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର
ପୁରୁଷୋତ୍ତମପୁର,୨୬ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ୍ର ମନମୁଖୀ ଓ ବେନିୟମ ଭାବେ ଚଳାଚଳ କରୁଥିବାର ଅଭିଯୋଗକୁ ନେଇ ଏହାର ବିରୋଧରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍ମାଲିକ ସଂଘ ସ୍ବର ଉତ୍ତୋଳନ କରିଛନ୍ତି। ଏହାର ପ୍ରତିବାଦରେ ଅଗଷ୍ଟ ୧ରୁ ଧର୍ମଘଟ ସହ…
‘୨୫ ଲକ୍ଷ ଭୂତ ରାଶନ କାର୍ଡରେ ହୋଇଛି କି ଆଧାର ଲିଙ୍କ୍ ’ ଜାଣନ୍ତୁ ଏମିତି କାହିଁକି କହିଲେ …
ଭୁବନେଶ୍ୱର,୨୬।୭: ବିଧାନସଭା ଶୂନ୍ୟକାଳରେ ଭୂତ ରାଶନ କାର୍ଡ ହିତାଧିକାରୀ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ବିଧାନସଭାରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ, ଯୋଗାଣ ମନ୍ତ୍ରୀ କହିଥିଲେ…
‘ନାଁ ବଦଳାଇଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇ ଯିବନି’, ଜାଣନ୍ତୁ କାହିଁକି ଏମିତି କହିଲେ ବିଜେଡି ବିଧାୟକ ଗଣେଶ୍ୱର ବେହେରା
ଭୁବନେଶ୍ବର,୨୬।୭: ବିଜେଡି ସରକାରଙ୍କ ଯୋଜନାର ନାଁ ବଦଳିବା ନେଇ ଗୃହରେ ଉଦବେଗ୍ ପ୍ରକାଶ ପାଇଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ…
ରାଉରକେଲାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ହୋଟେଲ୍ରେ ଗଣବଳାତ୍କାର
ରାଉରକେଲା,୨୬।୭: ସୁନ୍ଦରଗଡ଼ ଜିଲା ରାଉରକେଲା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଜଣେ ଯୁବତୀଙ୍କୁ ଗଣବଳାତ୍କାର ହୋଇଥିବା ପ୍ଲାଣ୍ଟ ସାଇଡ୍ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ରେଳ ଷ୍ଟେଶନ ନିକଟ ଏକ ହୋଟେଲ୍ରେ ଏହି ଜଘନ୍ୟକାଣ୍ଡ ଘଟିଥିବା…

