ରାଜ୍ୟ

କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ

ଭୁବନେଶ୍ୱର,୪।୯: ଓଡ଼ିଶା ସରକାରଙ୍କ ମେଗା ସ୍କିମ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ରାଜ୍ୟର ବିଭିନ୍ନ ଜନସେବା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଯୁବତୀଙ୍କଠାରୁ ମହିଳାମାନେ ସେମାନଙ୍କ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରରେ ଲମ୍ବା ଲାଇନ୍ ଲଗାଉଛନ୍ତି। ଏହାରି ମଧ୍ୟରେ…

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଦୌଡ଼ିବାକୁ ବାଧ୍ୟ କରିଛି। ଶେଷ ମୁହୂର୍ତ୍ତରେ ଜନସେବା…

ଜାଣନ୍ତୁ ନିର୍ବାଚନ ପୂର୍ବରୁ ବଣ୍ଟାଯାଇଥିବା ଝୋଟ ବ୍ୟାଗ୍‌ରେ କେତେ ହୋଇଥିଲା ଖର୍ଚ୍ଚ : ଶୁଣିଲେ ଉଡିବ ହୋସ

ଭୁବନେଶ୍ୱର,୪।୯: ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ସବୁଠୁ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଝୋଟ ବ୍ୟାଗ ବଣ୍ଟନରେ ଖର୍ଚ୍ଚ ହୋଇଛି ୨୪୭ କୋଟି ୩୬ ଲକ୍ଷ। ବିଧାନସଭା ଚାଲିଥିବା ବେଳେ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ…

ରାଶନ କାର୍ଡ E-KYCକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ: ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ..

ଭୁବନେଶ୍ୱର,୪।୯ : ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ମିଳିବ ନୂଆ ରାସନ କାର୍ଡ। ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଛନ୍ତି। E-KYC ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ…

ଆଧାର କାର୍ଡରେ ଅଛିକି ତ୍ରୁଟି, ସୁଭଦ୍ରା ଯୋଜନାରୁ ପଡ଼ିବେ….

ପଦ୍ମପୁର, ୪।୯ (ପ୍ରଦୀପ୍ତ ଦାଶ): ରାଜ୍ୟ ସରକାର ସୁଭଦ୍ରା ଯୋଜନା ଘୋଷଣା ପରେ ମହିଳାଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ମାତ୍ର ଏବେ ଆଧାର କାର୍ଡକୁ ନେଇ ମହିଳାମାନେ ଚିନ୍ତାରେ ପଡିଛନ୍ତି। ସେମାନଙ୍କ ଆଧାର କାର୍ଡରେ ବୟସ ସହିତ ମୋବାଇଲ ନମ୍ବର ଓ…

କର୍କଟ ପାଇଁ …

ବରଗଡ଼୪।୯( ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ମଙ୍ଗଳବାର କର୍କଟ ରୋଗ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଇନରହିଲ କ୍ଲବ ଅଫ ବରଗଡ଼ ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଇନରହିଲ କ୍ଲବ ଅଫ୍‌ ବରଗଡ଼ର ପୂର୍ବ ଡିଷ୍ଟ୍ରିକ୍ଟ ଚେୟାରମେନ ମମତା…

କାହିଁକି IIT ହଷ୍ଟେଲ ଛାତରୁ ହେଇଁଲେ ଛାତ୍ରୀ, ଘଟଣାକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୪।୯: ଭୁବନେଶ୍ୱର ଆଇଆଇଟି(IIT) କ୍ୟାମ୍ପସରେ ଅଭାବନୀୟ ଘଟଣା ଘଟିଛି। କ୍ୟାମ୍ପସରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି। ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କ୍ରିତିକା ରାଜ ନାମକ ଏହି ଛାତ୍ରୀଙ୍କ ଘର ଦିଲ୍ଲୀ ହୋଇଥିବା ବେଳେ ସେ…

subhadra yojana: ସୁଭଦ୍ରା ପାଇଁ ଆଜିଠୁ ଆବେଦନ, ଏହି ଡକ୍ୟୁମେଣ୍ଟ ନ ଥିଲେ ମିଳିବନି ଟଙ୍କା…

ଭୁବନେଶ୍ୱର,୪।୯: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଗତ ରବିବାର ଠାରୁ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ସମସ୍ତଙ୍କୁ ଫର୍ମ ଯୋଗାଇ ଦିଆଯାଇଥିଲା । ଏହା ପରେ ସୋମବାର ସୁଭଦ୍ରା ପୋର୍ଟାଲ ଲଞ୍ଚ କରିଥିଲେ…

ଭାଜପା-ବିଜେଡି କର୍ମୀ ମୁହାଁମୁହିଁ: ଭାଜପା କର୍ମୀଙ୍କ ବିରୋଧରେ ନିଆଯାଉନି…

ପାଟଣାଗଡ଼,୪।୯(ସଚ୍ଚିଦାନନ୍ଦ ମହାକୁର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ପରିସରରେ ଗଣ୍ଡଗୋଳ ଘଟଣାରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ପୋଲିସ ଗିରଫ କରଛି। ତେବେ ଏହି ଘଟଣାରେ ଭାଜପା କର୍ମୀଙ୍କ ବିରୋଧରେ ପୋଲିସ କୌଣସି ପଦକ୍ଷେପ…

ଅପିଲ ଶୁଣାଣି ପାଇଁ ଆଶ୍ଚର୍ଯ୍ୟକର ତାରିଖ: ସିଡିଓଙ୍କ ଚିଠିକୁ ନେଇ ବଢ଼ୁଛି ସନ୍ଦେହ

ହାଟଡିହୀ,୪।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ(ସିଡିଓ)ଙ୍କ କାର୍ଯ୍ୟାଳୟକୁ ମିଳିଥିବା ଡିଏମ୍‌ଏଫ୍‌ ଅନୁଦାନ ସମ୍ପର୍କିତ ସୂଚନା ପାଇଁ ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ବ୍ୟକ୍ତି ସୂଚନା ଅଧିକାର ନିୟମ ଅନୁସାରେ ଆବେଦନ କରିଥିଲେ। କିନ୍ତୁ ଜନ ସୂଚନା ଅଧିକାରୀ…

୫୫ ଗାଁରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ: ମନ୍ତ୍ରୀ କହିଲେ ତାଙ୍କ ପାଖେ ନାହିଁ …

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଣପାହାଡ଼ ଘେରା ତେଲକୋଇ ନିର୍ବାଚନ ମଣ୍ଡଳୀ ଅଧୀନ ତେଲକୋଇ ଓ ବାଂଶପାଳ ବ୍ଲକରେ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ସୂଚନା ଅନୁଯାୟୀ, ୫୫ ଗାଁରେ ମୋବାଇଲ ନେଟଓ୍ବର୍କ ସେବା ଉପଲବ୍ଧ ହେଉନାହିଁ। ତେବେ…

ଭୁବନେଶ୍ୱରର ୬୬୫ ସ୍ଥାନରେ ବଣ୍ଟନ ହେବ ‘ସୁଭଦ୍ରା’ ଫର୍ମ

ଭୁବନେଶ୍ୱର,୪।୯ (ବନ୍ଦନା ସେଠୀ):ସୁଭଦ୍ରା ଯୋଜନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆବେଦନପତ୍ର ବା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହାନଗର ନିଗମାଞ୍ଚଳର ୬୬୫ଟି ସ୍ଥାନରେ ଏହି ଫର୍ମ ବଣ୍ଟନ କରାଯିବ। ପ୍ରତି ୱାର୍ଡରେ ଅତି କମ୍‌ରେ ୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?