ରାଜ୍ୟ

ଲଘୁଚାପ ସମ୍ଭାବନା: ୫ ଦିନ ଛେଚିବ ବର୍ଷା

ଭୁବନେଶ୍ୱର,୪।୯(ଅନୁରାଧା ମହାରଣା):ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ଜୈସାଲମେର୍‌, ଉଦୟପୁର, ପଶ୍ଚିମ ବିଦର୍ଭାର ଲଘୁଚାପକ୍ଷେତ୍ରର କେନ୍ଦ୍ରସ୍ଥଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ରାମଗୁଣ୍ଡମ୍‌, କଳିଙ୍ଗପାଟନମ୍‌ ଏବଂ ବଙ୍ଗୋପସାଗର ଦକ୍ଷିଣପୂର୍ବ, ପୂର୍ବକେନ୍ଦ୍ରୀୟ ଅଞ୍ଚଳ ଦେଇ ଗତି କରୁଛି। ଆସନ୍ତା ୫ ତାରିଖରେ ପଶ୍ଚିମକୈନ୍ଦ୍ରୀୟ…

ଏମିତି ଅଞ୍ଚଳ ରହିବନି ଯେଉଁଠି କାର୍ଯ୍ୟକର୍ତ୍ତା ନ ଥିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୯(ସୁନିତ୍‌ ମିଶ୍ର):ରାଜଧାନୀରୁ ଆରମ୍ଭ କରି ଓଡ଼ିଶାର ଏମିତି କୌଣସି ଉପାନ୍ତ ଅଞ୍ଚଳ ରହିବ ନାହିଁ ଯେଉଁଠି ଭାଜପାର ସଦସ୍ୟ ନ ଥିବେ। ସଦସ୍ୟତା ଅଭିଯାନର ଗୁରୁଦାୟିତ୍ୱ ଆମ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ନ୍ୟସ୍ତ ବୋଲି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସ୍ତରୀୟ…

ଛାତ୍ର ସଂସଦ ନିର୍ବାଚନ ନ ହେଲେ ରାସ୍ତାକୁ ଓହ୍ଲାଇବୁ: ଛାତ୍ର କଂଗ୍ରେସ

ଭୁବନେଶ୍ୱର, ୪।୯(ସୁନିତ୍‌ ମିଶ୍ର):ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିବା ଦୁର୍ଭାଗ୍ୟଜନକ। ବିଜେଡି ରାସ୍ତାରେ ଭାଜପା ସରକାର ଯାଉଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ ଅଭିଯୋଗ କରିଛନ୍ତି। କଂଗ୍ରେସ…

ରାଜଧାନୀରେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ବ୍ୟକ୍ତି ଗିରଫ

ଭୁବନେଶ୍ୱର,୩ା୯(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ୯ ବର୍ଷୀୟା ଶିଶୁକନ୍ୟାଙ୍କୁ ୫୫ ବର୍ଷୀୟ ପଡୋଶୀ ବ୍ୟକ୍ତି ବଳାତ୍କାର କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ଧଡିଆ ବେହେରା (୫୫)। ଅଭିଯୁକ୍ତ…

ତାଲିମପ୍ରାପ୍ତ ୬ ଆଇଏଏସ୍‌ ଅଫିସର ଉପଜିଲାପାଳ ନିଯୁକ୍ତ

ଭୁବନେଶ୍ୱର,୩।୯: ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପରେ ରାଜ୍ୟ ସରକାର ୨୦୨୨ ବ୍ୟାଚର ୬ ଜଣ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସରଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଉପଜିଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ରାଜ୍ୟରେ କାର୍ଯ୍ୟକାରୀ ହେବ ପେସା ଆଇନ, ସଶକ୍ତ ହେବ ଗ୍ରାମସଭା : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର,୩।୯: ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ। ଗ୍ରାମସଭାକୁ ସଶକ୍ତ କରାଯିବ। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଚାଲୁଥିବା ସମସ୍ତ କାମ ଚାଲୁ ରହିବ।…

ଗୁଳି ବିନିମୟରେ ୯ ମାଓବାଦୀ ମୃତ: ୫ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୩ା୯(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ନିକଟରେ ଜଣେ ମହିଳାଙ୍କ ସମେତ ୫ ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମେହେତା ଆର୍‌ପିସି କେଏଏମ୍‌ଏସ୍‌ ସଦସ୍ୟା ପୋଡିୟମ ବୁଦରି, ଗୋଲାପାଲି ଏଲ୍‌ଓଏସ୍‌ ସଦସ୍ୟ ୧ ଲକ୍ଷ ପୁରସ୍କାର ଘୋଷିତ…

ଖଣିରୁ ଟିକସ ଆଦାୟ କରିପାରିବନି ଓଡ଼ିଶା, ଖଣିମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୩।୯: ଖଣିରୁ ନିଜସ୍ବ ଟିକସ ଆଦାୟ କରିପାରିବେନି ଓଡ଼ିଶା ସରକାର। ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନାରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା। ମନ୍ତ୍ରୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆଉ କେହି ଟିକସ ଆଦାୟ କରିପାରିବେନି। ନିଜସ୍ବ ଟିକସ ଆଦାୟ ନେଇ…

ଭଙ୍ଗା ହେଲାଣି ୧୪୪୩ ଭାଟି, ମୂଳପୋଛ କରାଯିବ ସମସ୍ତ ବେଆଇନ ମଦ କାରବାର: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୩।୯: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି ରହିଛି। ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ…

Ravenshaw: କିଏ ଏହି ରେଭେନ୍ସା, କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଜାଣନ୍ତୁ ଏହା ପଛର କାହାଣୀ…

ଭୁବନେଶ୍ୱର,୩।୯: ଦେଶର ଯେଉଁକିଛି ବିଶ୍ୱ ବିଦ୍ୟାଳୟ ଅଛି ସେଥିମଧ୍ୟରୁ ରେଭେନ୍ସା ହେଉଛି ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ। ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରିବା ନେଇ ବିଷୟବସ୍ତୁ ଉଠାଇଥିଲେ। ଏବଂ ତାହା…

ସୁଭଦ୍ରା ଯୋଜନା ଫର୍ମ ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼

ରଣପୁର,୩ା୯(ସୁକାନ୍ତ କିଶୋର ଡାକୁଆ): ସୁଭଦ୍ରା ଯୋଜନା ଫର୍ମ ପାଇଁ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆହତ କର୍ମୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?