ମହାଭାରତ କହୁଥିଲେ ପ୍ରଦୀପ ପୁରୋହିତ, ଚିଡିଗଲେ ଓମ ବିର୍ଲା, କହିଦେଲେ ଏମିତି…
ନୂଆଦିଲ୍ଲୀ,୨।୮: ଲୋକ ସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଗୃହ ପରିଚାଳନା ସମୟରେ ଜଣେ ଓଡ଼ିଆ ଭାଜପା ଏମପିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ହିନ୍ଦୁ ମହାକାବ୍ୟ ମହାଭାରତର କାହାଣୀ ଗୃହରେ ବହୁତ କୁହାଯାଉଛି। ଏଠାରେ ଏସବୁର ଉଦାହରଣ ଦିଅନ୍ତୁ ନାହିଁ।…
ଢାଲିଙ୍କ ବିଜେଡି ଭାଙ୍ଗିବା ମନ୍ତବ୍ୟକୁ ନେଇ ଜୋରଦାର କାଉଣ୍ଟର କଲେ ଉମା ସାମନ୍ତରାୟ, କହିଲେ ଏବେ ବି…
ଭୁବନେଶ୍ୱର,୨।୮: ଭାଜପା ନେତା ଅରବିନ୍ଦ ଢାଲିଙ୍କ ବିଜେଡି ଭାଙ୍ଗିବା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଉମା କହିଛନ୍ତି, ଯେଉଁମାନେ ରଙ୍ଗ ବଦଳାନ୍ତି,ସେମାନଙ୍କ ଚରିତ୍ର ସେପରି। ବିଜେଡି ଆଜି ବି ଶକ୍ତିଶାଳୀ ଦଳ, ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ…
ଯନ୍ତ୍ରୀ ନା ଜମିଦାର : ଓଡ଼ିଶା ସହ ପଶ୍ଚିମବଙ୍ଗରେ ରହିଛି ୮୫ଟି ପ୍ଲଟ
ବାଲେଶ୍ୱର,୨।୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲମ୍ବିବିବାରେ ଲାଗିଛି। ଭିଜିଲାନ୍ସ ସୂଚନା ମୁତାବକ,…
ବାଇକ୍ ସହ ଜଳିଗଲେ ଚାଳକ
ଗୋପାଳପୁର,୨।୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ କନିସି ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବାଇକ୍ ଚାଳକ ଜୀବନ୍ତ ଜଳି ଯାଇଛନ୍ତି। ଅନ୍ୟପକ୍ଷେ ବାଇକ୍ ପଛପଟେ…
ଭାଙ୍ଗିବ କି ବିଜେଡି? ‘ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି’ ଶୁଣି କାହିଁକି ଏମିତି କହିଲେ ଅମର ଶତପଥୀ
ଭୁବନେଶ୍ୱର,୨।୮: ବିଜେଡିକୁ ଭାଜପା ନେତା ଅରବିନ୍ଦ ଢାଲିଙ୍କ ମନ୍ତବ୍ୟରେ ବିଜେଡି ପୂର୍ବତନ ବିଧାୟକ ଅମର ଶତପଥୀ ଘିଅ ଢାଳିଲା ଭଳି ଉତ୍ତର ରଖିଛନ୍ତି। ଦଳର ଆମୂଳଚୁଳ ସଂଗଠନ ଠିକ୍ ନକଲେ ଆଗକୁ ଅନେକ ଅଘଟଣ ଘଟିବ ବୋଲି ଅମର କହିଛନ୍ତି। ସେ…
ଧରାପଡ଼ିଲେ ଅନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗ: ବିପୁଳ ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଜବତ
ବଲାଙ୍ଗୀର,୨।୮: ବଲାଙ୍ଗୀର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବଲାଙ୍ଗୀର ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ଜଣ ଅନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଗିରଫ ଡକାୟତମାନେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ବୋଲି ଜଣାପଡିଛି। ପୋଲିସ ସେମାନଙ୍କ…
ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅରବିନ୍ଦ ଢ଼ାଲି, ପାଣ୍ଡିଆନ ଥିଲେ…
ଭୁବନେଶ୍ୱର,୨।୮: ମମତା ମହାନ୍ତ ଭାଜପାରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭାଜପା ନେତା ଅରବିନ୍ଦ ଢ଼ାଲି। ସେ କହିଛନ୍ତିି ବିଜେଡି ବସା ଖାଲି ହୋଇଯିବ। ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି। ଜାତୀୟ ଦଳର ବିଲୟ ହୁଏନି, ଆଞ୍ଚଳିକ…
ତ୍ରିଶୁଳିଆ ବ୍ରିଜ୍ ଉପରେ କାର, ଆଉ ଚପଲ: ନିଖୋଜ ପୂର୍ବରୁ ଘରକୁ ପଠାଇଲେ ସେଲଫି
କଟକ,୨।୮(କାର୍ତ୍ତିକ ସାହୁ): କଟକ ତ୍ରିଶୁଳିଆ ବ୍ରିଜ୍ରୁ ପୁଣି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଯୁବକ ଜଣକ ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ। ସେ ବ୍ରିଜ ଉପରେ କାର ଓ ଚପଲ ଥୋଇ ବ୍ରିଜ ଉପରୁ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା…
ନୋଟ ବାସ୍ନା ବାଜିଲେ ବାୟା ହୋଇଯାଆନ୍ତି ବିଡିଓ
ଭବାନୀପାଟଣା,୨।୮: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ଧରି ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ଜୁନାଗଡ଼ ବ୍ଲକ ଜାରିଙ୍ଗ ଛକ ନିକଟରେ ଭିଜିଲାନ୍ସ…
ବିଦ୍ୟୁତ୍ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ
ଜୟପୁର,୨ା୮: ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବିଦ୍ୟୁତ୍ ଆଘାତରେ ମା’-ପୁଅଙ୍କ ଜୀବନ ଚାଲିଯାଇଛି। ପୁଅକୁ ବଞ୍ଚାଇବାକୁ ଯାଇ ମାଆ ପୁଅଙ୍କର ମୃତ୍ୟୁ ଘଟିଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆହୁରି ଘନୀଭୂତ ହୋଇ କରିବ ଗତି
ଭୁବନେଶ୍ୱର,୨ା୮: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଦକ୍ଷିଣ ବାଂଲାଦେଶ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ପାର୍ଶ୍ୱବର୍ତ୍ତୀ ଝାଡ଼ଖଣ୍ଡ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର…
ଗିରଫ ହେଲେ ଲାଞ୍ଚୁଆ ବିଡିଓ, ୫ ଲକ୍ଷ ଟଙ୍କା ସହ ପଡ଼ିଥିଲେ ଧରା
ଭବାନୀପାଟଣା,୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ଶୁକ୍ରବାର ଗିରଫ ହୋଇଛନ୍ତି। ଗୁରୁବାର ଅପରାହ୍ନରେ ସରକାରୀ ଗାଡ଼ିରେ ସେ ପ୍ରାୟ ୫ ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର…
Archives


