ରାଜ୍ୟ

ବଢ଼ିବ କି ବିଜୁଳି ଦର, ଜାଣନନ୍ତୁ କ’ଣ କହିଲେ ମନ୍ତ୍ରୀ

ରାଉରକେଲା,୩।୪: ବିଜୁଳି ଦରବୃଦ୍ଧି ପ୍ରସଙ୍ଗରେ ଶକ୍ତିମନ୍ତ୍ରୀକେ.ଭି ସିଂହଦେଓ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ବିଜୁଳି ଦର ବଢିବନି ବୋଲି ମନ୍ତ୍ରୀ କହିଛନ୍ତି। ରାଉରକେଲାରେ ଶକ୍ତିମନ୍ତ୍ରୀ କେ.ଭି ସିଂହଦେଓ ଏହି ସୂଚନା ଦେଇଛନ୍ତି। ମହଙ୍ଗା ମାଡରେ ବିଜୁଳି ବିଲ ଲୋକଙ୍କ ସମସ୍ଯାକୁ ବହୁଗୁଣିତ…

ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ: ପିସିସି ସଭାପତି

ଭୁବନେଶ୍ୱର, ୩।୪: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତିକୁ କଂଗ୍ରେସର ନିନ୍ଦା କରିଛି। ଏହି ନିଷ୍ପତ୍ତିକୁ ନିନ୍ଦା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ। ବିଜୁ ବାବୁଙ୍କ ସହ…

ସମାଲୋଚନା ପରେ ରାଜସ୍ବ ମନ୍ତ୍ରୀ, କହିଲେ ବିଜୁ ବାବୁ ବିଜେଡିର ସମ୍ପତ୍ତି ନୁହେଁ

ଭୁବନେଶ୍ୱର,୩।୪: ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ନେଇ ବିଜେଡିର ସମାଲୋଚନା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ବେ କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ। ଏଥିରେ କାହାର ସନ୍ଦେହ ନାହିଁ । ପକ୍ଷ…

ଭାଜପାକୁ ଟାର୍ଗେଟ କଲେ ପ୍ରମିଳା, କହିଲେ ଡରୁଛନ୍ତି …

ଭୁବନେଶ୍ବର,୪।୩: ଭାଜପାକୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜୁ ବାବୁଙ୍କ ଜନ୍ମଦିନକୁ ନେଇ ବର୍ଷିଲେ ପ୍ରମିଳା। ସେ କହିଛନ୍ତି, ଭାଜପା ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା । ହେଲେ ବିଜୁ ପଟ୍ଟନାୟକଓଡ଼ିଆ ଅସ୍ମିତାର ସମ୍ମାନ…

ଡମ୍ବରୁ ଧରି ବୁଡ଼ ପକାଇଲେ ରାଣୀ ପ୍ରିୟଦର୍ଶିନୀ: ଖରପ ନୃତ୍ୟୁ ପାଇଁ ମତେ ବଦନାମ କରାଗଲା ବର୍ତ୍ତମାନ ମୋ ଶିବ ତାଣ୍ଡବ ଦେଖିବେ

ଭୁବନେଶ୍ୱର,୪।୩: ପ୍ରୟାଗରାଜର ସଂଗମ, ଅଯୋଧ୍ୟା, କାଶୀ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ହରହର ମହାଦେବ କହି ବିନ୍ଦୁସାଗରରେ ବୁଡ଼ ପକାଇବା ପରେ ଏବେ ବାବା ଲିଙ୍ଗରାଜଙ୍କ ଦର୍ଶନ କରିବେ ବୋଲି କହିଛନ୍ତି ରାଣୀ। ମୋ ରୁଦ୍ରାକ୍ଷ…

ବଳବତ୍ତର ରହିଲା ବିଷ୍ଣୁପଦଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା: ସିବିଆଇ ଚାହିଁଲେ ବି ବର୍ତ୍ତମାନ ବିଷ୍ଣୁଙ୍କୁ….

କଟକ,୪।୩: IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ ପ୍ରସଙ୍ଗ ଉପରେ ବିଷ୍ଣୁପଦଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଲା। ଶୁଣାଣି ପରେ ହାଇକୋର୍ଟ ଏହି ସୁରକ୍ଷା ବଳବତ୍ତର ରଖିଛନ୍ତି। ବିଷ୍ଣୁପଦ ସରକାରଙ୍କ ପକ୍ଷରୁ ଜବାବ ଦାଖଲ, ସମୟ ନେଇଥିବା ବେଳେ…

ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ୨ ଆଶାୟୀଙ୍କ ମୃତ୍ୟୁ: ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ୨ ଯୁବକଙ୍କ ମତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଫରେଷ୍ଟର, ଫରେଷ୍ଟ ଗାର୍ଡ ଶାରୀରିକ ପରୀକ୍ଷା ବେଳେ…

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିଲା ଓଡ଼ିଶାର ପ୍ରଥମ ଡାଇନୋସର-ଥିମ୍ ପାର୍କ

ଭୁବନେଶ୍ୱର, ୪ା୩: ଭୁବନେଶ୍ୱରର ବିଜ୍ଞାନ ପାର୍କ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଆରଏସସି)ରେ ଓଡ଼ିଶାର ପ୍ରଥମ ଡାଇନୋସର-ଥିମ୍ ପାର୍କ, ‘ଡାଇନୋସର ଆଲାଇଭ୍’ ଉଦଘାଟିତ ହୋଇଛି। ୨.୫ ଏକରରୁ ଅଧିକ ଜମିରେ ବିସ୍ତୃତ ଏହି ପାର୍କରେ ଜୀବନ-ଆକାର ଡାଇନୋସର ମଡେଲ, ମୋସନ-ସେନ୍ସର ଇଫେକ୍ଟସ ଏବଂ…

OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ଅଘଟଣ: ଚାକିରି ଅଶାୟୀଙ୍କ ମୃତ୍ୟ

ସୁନ୍ଦରଗଡ,୪।୩(ଜୟ ନାରାୟଣ ମେଣ୍ଡୁଳି): ଓଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରୀକ୍ଷକ ପଦବୀ ପାଇଁ ଶାରୀରିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଘଟିଛି ଦୁଃଖଦ ଘଟଣା। ଏହି ପରୀକ୍ଷା ଦୌଡ଼ ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି।…

OASଙ୍କୁ ବାହା ହେବା ପରେ ଏମିତି କହିଲେ ମାହାଙ୍ଗା ବିଧାୟକ: କେହି ଜାଣିବେନି ବୋଲି ଦୂରେରେ ଯାଇ…

ଭୁବନେଶ୍ୱର,୪।୩: ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ବିଧାୟକ କହିଛନ୍ତି, ମୁଁ ଗୋଟେ ଆଶା ରଖିଥିଲି କେହି ଜାଣିବେନି ବୋଲି ଏତେ ଦୂରେରେ ଯାଇ ବାହା ହେଉଥିଲି। କିନ୍ତୁ ଆଶା ଠୁ…

କେନ୍ଦ୍ରାପଡାରେ ସୀମା ଟପିଲା ବର୍ବରତା: ରାସ୍ତାରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ, ଭାଇରାଲ ହେଉଛି ଭିଡିଓ

କେନ୍ଦ୍ରାପଡା,୪।୩ (ଜଗନ୍ନାଥ ଧଳ): ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଲେ ଯୁବକ। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶର ପଞ୍ଚାୟତର ସମଲପୁର ଗାଁରେ ଘଟିଛି। ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯିବାର ଭିଡିଓ ଭାଇରାଲ…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ଉଡ଼ିଗଲା ଘର ଆଜବେଷ୍ଟସ୍‌

ଖୋର୍ଦ୍ଧା,୪।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପ୍ରଥମେ ବେଗୁନିଆ ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri