ଖେଳ

ଏହିସବୁ କାରଣରୁ ଟିମ ଇଣ୍ଡିଆଠାରୁ ଦୂରରେ ସରଫରାଜ, ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ କରିବାକୁ ପଡ଼ିବ ଆହୁରି ଅପେକ୍ଷା

ନୂଆଦିଲ୍ଲୀ,୨୭।୬: ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରଥମ ଶ୍ରେଣୀ ସୁପରଷ୍ଟାର ସରଫରାଜଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇନାହିଁ। ଅନେକ କ୍ରିକେଟ ବିଶେଷଜ୍ଞ ତଥା…

କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ, କେଉଁଠି ହେବ ଭାରତ-ପାକିସ୍ତାନ ମହାମୁକାବିଲା

ନୂଆଦିଲ୍ଲୀ,୨୭।୬: ଦିନିକିଆ ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଜିଠୁ ୧୦୦ଦିନ ପରେ ବିଶ୍ୱକପ ମ୍ୟାଚ ଆରମ୍ଭ ହେବ। ବିଶ୍ୱକପ ୨୦୨୩ କାର୍ଯ୍ୟସୂଚୀରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ। ଉଲ୍ଲେଖଥାଉ କି, ବିଶ୍ୱକପ ୫…

ଶେଷ ଲିଗ୍‌ ମ୍ୟାଚ୍‌ରେ କୁଏଟ୍‌ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୭।୬(ପି.ଟି.): ବେଙ୍ଗାଲୁରୁର କାନ୍ତିରାବା ଷ୍ଟାଡିୟମରେ ଅନୁଷ୍ଠିତ ସାଫ୍‌ ଚାମ୍ପିୟନଶିପ୍‌ ୨୦୨୩ରେ ଗ୍ରୁପ୍‌ ଏ’ରେ ଭାରତ ନିଜର ଅନ୍ତିମ ମ୍ୟାଚ୍‌ ଖେଳିବ। ମଙ୍ଗଳବାର କୁଏଟ୍‌ ବିପକ୍ଷରେ ଦଳ ଏହାର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ। ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ…

ନଟ୍‌ ୟେଟ୍‌ ଚାମ୍ପିୟନ୍‌

ଭୁବନେଶ୍ୱର, ୨୭ା୬, (ସରୋଜ ଜେନା): ଓସ୍କାର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ୩ ଦିନିଆ ଆମ୍ବେଡକର ମେମୋରିଆଲ୍‌ ସିକ୍ସ ଏ ସାଇଡ୍‌ ଫୁଟବଲ ଟୁର୍ନାମେଣ୍ଟରେ ନଟ୍‌ ୟେଟ୍‌ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ୨୩ରୁ ୨୫ ଜୁନ୍‌ ଯାଏ ୟୁନିଟ୍‌-୮ସ୍ଥିତ ରାଜଭବନ…

ମହିଳା ଆଶେସ ଜିତିଲା ଅଷ୍ଟ୍ରେଲିଆ

ନଟିଂହାମ୍‌, ୨୭ ା୬: ଟେଣ୍ଟବ୍ରିଜରେ ଖେଳା ଯାଇଥିବା ଏକମାତ୍ର ଟେଷ୍ଟକୁ ୮୯ ରନରେ ଜିତିବା ସହ ମହିଳା ଆଶେଷ ଟେଷ୍ଟ ସିରିଜ୍‌ କବଜା କରିଛି ଅଷ୍ଟ୍ରେଲିଆ। ସ୍ପିନର ଆସ୍‌ଲେ ଗାର୍ଡନର ଦ୍ୱିତୀୟ ଇନିଂସରେ ୮ ଉଇକେଟ ନେଇ ବିଜୟରେ ମୁଖ୍ୟ ଭୂମିକା…

ମହିଳା ବକ୍ସିଂ କୋଚ୍‌ରୁ ଓହରିଲେ ଭାସ୍କର

ନୂଆଦିଲ୍ଲୀ, ୨୭ା୬ (ପି.ଟି.): ଏସିଆନ ଗେମ୍ସ ଆଉ କିଛି ଦିନ ବାକି ରହିଥିବା ବେଳେ ଭାସ୍କର ଭଟ୍ଟ ମହିଳା ବକ୍ସିଂ ମୁଖ୍ୟ କୋଚ୍‌ ପଦବୀରୁ ଓହରିଯାଇଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ)ରେ ତାଙ୍କୁ ହାଇ ପରଫର୍ମାନ୍ସ ଡାଇରେକ୍ଟର ଭାବେ ନୂଆ ଦାୟିତ୍ୱ…

ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟିରେ ଝୁଲଣ

ଲଣ୍ଡନ, ୨୭ା୬ (ପି.ଟି.): ଭାରତର କିମ୍ବଦନ୍ତୀ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ (ଡବ୍ଲ୍ୟୁସିସି) କମିଟିରେ ଯୋଗ ଦେଇଛନ୍ତି। ଏଥିରେ ଇଂଲଣ୍ଡ ମହିଳା ଦଳର ଅଧିନାୟିକା ହିଥର ନାଇଟ୍‌ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ…

ସେମି ଲାଇନ୍‌ ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୭ା୬, (ବିଜୟ ରଣା): ଟିସିଏମ୍‌ ଓଡ଼ିଶା କ୍ରିକେଟ ଲିଗ୍‌ର ସେମିଫାଇନାଲ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଓଡ଼ିଶା ଚିତାସ ଓ ଓଡ଼ିଶା ଲାୟନ୍ସ ମଧ୍ୟରେ ଖେଳାଯିବାକୁଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଓଡ଼ିଶା ଜାଗୁଆର୍ସ…

କ୍ରିକେଟରେ ୟୋ ୟୋ ଟେଷ୍ଟ

ଭାରତୀୟ କ୍ରିକେଟ ଦଳରେ ମୁମ୍ବାଇ କ୍ରିକେଟର ସର୍ଫରାଜ ଖାନ୍‌ଙ୍କୁ ସାମିଲ କରା ନ ଯିବାକୁ ନେଇ ତୁମ୍ବିତୋଫାନ ଉଠିଛି। ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନେଇ ଭିନ୍ନ ଭିନ୍ନ ମତ…

ଏସିଆନ୍‌ ଗେମ୍ସ ପାଇଁ ଅନୁପମାଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୨୭ା୬, (ବିଜୟ ରଣା): ସେପ୍ଟେମ୍ବରରେ ଚାଇନାର ହାଙ୍ଗ୍‌ଝୋଠାରେ ହେବାକୁଥିବା ଏସିଆନ ଗେମ୍ସର ଜୁ ଜିତ୍‌ଷୁ ଇଭେଣ୍ଟରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଶାର ଅନ୍ତର୍ଜାତୀୟ ଖେଳାଳି ଅନୁପମା ସ୍ବାଇଁ। ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ ଅନୁଷ୍ଠିତ ସିଲେକ୍ସନ ଟ୍ରାଏଲ୍‌ରେ ସେ…

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ନେଦରଲାଣ୍ଡ୍ସ

ହରାରେ, ୨୭ା୬: ସ୍ଥାନୀୟ ଟାକାସିଙ୍ଗା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ କ୍ୱାଲିଫାୟରର ଏକ ମ୍ୟାଚରେ ନେଦରଲାଣ୍ଡ୍ସ ସୁପର ଓଭରରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଟସ୍‌ ହାରି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ନିକୋଲାସ ପୁରନଙ୍କ ଅପରାଜିତ ଶତକ ସହାୟତାରେ ନିର୍ଦ୍ଧାରିତ…

ଭାରତର କାଶା, ନୋଆଙ୍କ ନୂଆ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୭ା୬ (ପି.ଟି.): କିରଗିଜସ୍ତାନରେ ଅନୁଷ୍ଠିତ ବିଶ୍ୱ ପାଓ୍ବାର ଲିଫ୍ଟିଂ ଚାମ୍ପିୟନଶିପ୍‌ରେ ଭାରତର କାଶା ନିଆ ସଚଦେବ ଓ ନୋଆ ସାରା ଇଆପେନ୍‌ ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତି। ୧୫ ବର୍ଷୀୟା କାଶା ଟିନ୍‌-୧ ୭୫କେଜିରୁ କମ୍‌ କାଟେଗୋରିରେ ବିଶ୍ୱ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?