ଖେଳ

ଓ୍ବାଙ୍ଖଡେରେ ଏମଆଇ ସିଏସକେ ମୁହାଁମୁହିଁ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟା ଖେଳାଯିବ। ଆଇପିଏଲ ୨୦୨୩ର ଏହି ମ୍ୟାଚ ରେ ପାଞ୍ଚ ଥର…

ଟସ ଜିତିଲା ଡିସି : ପ୍ରଥମେ ବୋଲିଂ…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଡିସି ଟସଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଡେଭିଡ ୱାର୍ନରଙ୍କ…

ଆଇପିଏଲର ୧୧ ତମ ମ୍ୟାଚ୍‌: ଆରଆର ବନାମ ଡିସି…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟା ଖେଳାଯିବ। ରାଜସ୍ଥାନ ଏବଂ ଦିଲ୍ଲୀର ଦଳ ପ୍ରଥମ ଥର ପାଇଁ ଗୁଆହାଟୀ…

ଚେନ୍ନାଇ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା

ମୁମ୍ବାଇ,୮।୪: ଆଇପିଏଲ ସିରିଜ ୧୬ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର ଆସିଛି। ମୁମ୍ବାଇର ଦ୍ରୁତ ବୋଲର ଜୋଫ୍ରା ଆର୍ଚର…

ଷ୍ଟିପଲଚେଜ୍‌ ବିଶ୍ୱ ଚାମ୍ପିୟନ ଜେରୁଟୋ ବାସନ୍ଦ

ମୋନାକୋ,୮ା୪(ପି.ଟି.): ଷ୍ଟିପଲଚେଜ୍‌ରେ ବିଶ୍ୱ ଚାମ୍ପିୟନ କେନିଆ ଜନ୍ମିତ ନୋରା ଜେରୁଟୋଙ୍କୁ ଡୋପିଂ ଅଭିଯୋଗରେ ବାସନ୍ଦ କରାଯାଇଛି। କାଜାଖସ୍ତାନର ପ୍ରତିନିଧିତ୍ୱ କରୁଥିବା ନୋରା ଗତ ବର୍ଷ ୩୦୦୦ ମିଟର ଷ୍ଟିପଲ ଚେଜ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଶୁକ୍ରବାର ତାଙ୍କୁ ସାମୟିକ ବାସନ୍ଦ…

ଫାଇନାଲରେ ମାୟା

ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭ୍‌ଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସର ସେମିଫାଇନାଲ…

ପ୍ରଥମ ମ୍ୟାଚ ପରାଜୟ ପରେ ବିଜୟ ଲକ୍ଷ୍ୟରେ ରୋହିତ

ମୁମ୍ବାଇ,୮।୪: ଆଇପିଏଲ ସିରିଜ ୧୬ରେ ଶନିବାର ୨ଟି ରୋମାଞ୍ଚକ ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଗୁଆହାଟୀରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ରାଜସ୍ଥାନ ରୟାଲ୍ସ ଖେଳାଯିବା ବେଳେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ୫ଥର ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୪ଥର ଚାମ୍ପିୟନ…

ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ, ଗଜପତି ବିଜୟୀ

ଭୁବନେଶ୍ୱର, ୮ା୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ଏ ଓ ସିଲ୍‌ଭର-ଏ ଗ୍ରୁପ୍‌ର ୬ଟି ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇକୋର୍ସା, ଖୋର୍ଦ୍ଧା, ସୁନ୍ଦରଗଡ଼, ଗଞ୍ଜାମ, ପାରାଦୀପ,…

ଆଜି ଧୋନୀ, ରୋହିତ ଲଢ଼େଇ

ମୁମ୍ବାଇ,୮ା୪(ପି.ଟି.): ଆଇପିଏଲ ଇତିହାସର ଦୁଇ ସଫଳତମ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀଙ୍କ ମଧ୍ୟରେ ଶନିବାର ହେବ ମ୍ୟାଚ୍‌। ରୋହିତଙ୍କ ଶାନ୍ତ ସ୍ବଭାବ ଓ ଧୋନୀଙ୍କ ବୁଦ୍ଧି ମଧ୍ୟରେ ଏକ ସନ୍ତୁଳିତ ଲଢେଇ ଫ୍ୟାନମାନଙ୍କୁ ଦେଖିବାକୁ ମିଳିବ। ଆର୍‌ସିବି…

ଫାରୀ, ହକେଟ ଆନାଲିଟିକାଲ କୋଚ୍‌

ନୂଆଦିଲ୍ଲୀ, ୮ା୪(ପି.ଟି.): ଭାରତୀୟ ମହିଳା ଓ ପୁରୁଷ ହକି ଦଳ ପାଇଁ ନୂଆ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ଜଣାଶୁଣା ଅଷ୍ଟ୍ରେଲୀୟ କୋଚ୍‌ ଆନ୍ଥୋନୀ ଫାରୀ ଓ ଦକ୍ଷିଣ ଆଫ୍ରିକାର ରେହେଟ ହକେଟ ଯଥାକ୍ରମେ ମହିଳା ଓ ପୁରୁଷ ଦଳର ଆନାଲିଟିକାଲ…

ଓଡ଼ିଶା ସ୍ପୋଟର୍‌ସ ହଷ୍ଟେଲ ବିଜୟୀ

ଭୁବନେଶ୍ୱର,୮ା୪(କ୍ରୀଡ଼ା ପ୍ରତିନିଧି): ଲକ୍ଷ୍ନୌଠାରେ ଚାଲିଥିବା ୨୧ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ (ଅନ୍ତିମ ପର୍ଯ୍ୟାୟ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ସ୍ପୋଟର୍‌ସ ହଷ୍ଟେଲ ୬-୦ ଗୋଲରେ ଏଚ୍‌ଆଇଏମ୍‌ ହକି ଏକାଡେମୀକୁ ପରାସ୍ତ କରିଛି। ସ୍ପୋଟର୍‌ସ ହଷ୍ଟେଲ ପକ୍ଷରୁ…

ହାଇଦ୍ରାବାଦକୁ ୫ ଉଇକେଟରେ ହରାଇଲା ଲକ୍ଷ୍ନୌ

ଲକ୍ଷ୍ନୌ, ୭।୪: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୧୦ମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଲଢୁଆ ପ୍ରଦର୍ଶନ କରି ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri