ମୁମ୍ବାଇ ଇଣ୍ଡିଆନ୍ସର ଚତୁର୍ଥ ବିଜୟ
ମୁମ୍ବାଇ,୧୨ା୩: ମୁମ୍ବାଇରେ ରବିବାର ଖେଳାଯାଇଥିବା ମହିଳା ପ୍ରିମିୟର୍ ଲିଗ୍ର ୧୦ମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ ବିଜୟୀ ହୋଇଛି। ୟୁପି ୱାରିଅର୍ଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୬ ରନ୍ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସର...
ଆଇପିଏଲ୍ରେ ମୁମ୍ବାଇ ଜର୍ସି ପିନ୍ଧି ଖେଳିବାକୁ ଉତ୍ସାହିତ ଏହି ଖେଳାଳି
ଲଣ୍ଡନ,୧୨।୩: ଆହତ ସମସ୍ୟାରୁ ସୁସ୍ଥ ହୋଇ ଦୀର୍ଘଦିନର ବ୍ୟବଧାନରେ ଇଂଲଣ୍ଡ ଟିମ୍କୁ ଫେରିଥିବା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍ ଖେଳିବାକୁ ଉତ୍ସାହିତ ଅଛନ୍ତି। ଦୁଇ ବର୍ଷ ପରେ ସେ ଟୁର୍ନାମେଣ୍ଟକୁ ଫେରୁଥିବା ବେଳେ ତାଙ୍କ ଦଳ ମଧ୍ୟ ବଦଳିଛି।...
ଚତୁର୍ଥ ଦିନର ଖେଳ ଶେଷ: ଭାରତ ୮୮ ରନ୍ରେ ଅଗ୍ରଣୀ
ଅହମ୍ମଦାବାଦ୍,୧୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ...
କୋହଲିଙ୍କ ରେକର୍ଡ ବର୍ଷା
ଅହମ୍ମଦାବାଦ୍,୧୨।୩: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ତଥା ଶେଷ ମ୍ୟାଚରେ ବିରାଟ କୋହଲି ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ସେ ଅହମ୍ମଦାବାଦରେ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ସ୍କୋର କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଏହା ତାଙ୍କର ୭୫ତମ ଶତକ।...
ଇତିହାସ ରଚିଲେ ନାଥାନ ଲିୟନ
ନୂଆଦିଲ୍ଲୀ,୧୨।୩: ଭାରତ ବିପକ୍ଷ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିୟ ଅଫ୍-ସ୍ପିନର ନାଥାନ ଲିୟନ ଇତିହାସ ରଚିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ବିଦେଶୀ ବୋଲର୍ ଭାବେ ଭାରତରେ ସର୍ବାଧିକ ଟେଷ୍ଟ ଉଇକେଟ ନେବାର ରେକର୍ଡ ନିଜ ନାମରେ...
କୋହଲିଙ୍କ ଜବରଦସ୍ତ ଶତକ: ଭାରତ ୫୭୧ ରନ୍ରେ ଅଲଆଉଟ୍
ଅହମ୍ମଦାବାଦ୍,୧୨।୩: ଭାରତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ଜବରଦସ୍ତ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଆଧରରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ୍ରେ ଅଲଆଉଟ୍ ହୋଇଯାଇଛି। ଏହା ସହ ଟିମ ଇଣ୍ଡିଆ ୯୧...
ଶତକ ହାସଲ ପରେ ସ୍ତ୍ରୀଙ୍କ ପ୍ରତି ପ୍ରେମ ବର୍ଷା କଲେ କୋହଲି
ଅହମ୍ମଦାବାଦ, ୧୨।୩: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ନିକଟରେ ଏକ ମନ୍ତବ୍ୟ ଦେଇଥିଲେ ଯେ, ତାଙ୍କ ଜୀବନରେ ସ୍ତ୍ରୀ ଅନୁଷ୍କାଙ୍କ ଆଗମନ ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ଅହମ୍ମଦାବାଦ ଟେଷ୍ଟ ମ୍ୟାଚର ଚତୁର୍ଥ...
ଭାରତର ବଢିଲା ଟେନ୍ସନ୍
ଅହମ୍ମଦାବାଦ, ୧୨।୩: ଅହମ୍ମଦାବାଦ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳ ପାଇଁ ଚିନ୍ତା ବଢିଛି। ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର୍ ପିଠି ଯନ୍ତ୍ରଣା ଅନୁଭବ କରିଛନ୍ତି। ଏହି କାରଣରୁ ମ୍ୟାଚର ଚତୁର୍ଥ ଦିନରେ ସେ ନିଜ...
ଆଇପିଏଲ୍ରୁ ବାଦ୍ ପଡ଼ିଲେ ରିଚାର୍ଡସନ
ସିଡ୍ନୀ, ୧୨ା୩: ଅଷ୍ଟ୍ରେଲିଆନ ପେସ୍ ବୋଲର ଝେ ରିଚାର୍ଡସନ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରୁ ବାଦ୍ ପଡ଼ିଛନ୍ତି। ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି ଯୋଗୁ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଆଇପିଏଲ୍ ସିଜନ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ରିଚାର୍ଡସନ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ...
ଟେଷ୍ଟ କ୍ରିକେଟରେ ୨୮ ତମ ଶତକ ହାସଲ କଲେ ବିରାଟ …
ନୂଆଦିଲ୍ଲୀ,୧୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ...
ଆର୍ଆର୍ଆର୍ କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍
ଅହମ୍ମଦାବାଦ,୧୧।୩: ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବରେ ବିବେଚିତ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦେଖିବାକୁ ମିଳିଛି। ଏଠାରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଗିଲ୍ ଶତକ ହାସଲ କରିଛନ୍ତି। ଏହା...
ଦମ୍ ଦେଖାଇଲେ ଗିଲ୍, ଶତକ ମାରି ବଢ଼ାଇଲେ କେ ଏଲ୍ ରାହୁଲଙ୍କ ଚିନ୍ତା…
ନୂଆଦିଲ୍ଲୀ,୧୧।୩: ଅହମ୍ମଦାବାଦରେ ଜାରି ରହିଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଜବରଦସ୍ତ ବ୍ୟାଟିଂର ନିଦର୍ଶନ ଦେଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ଲାଗି ଓହ୍ଲାଇଥିବା ଗିଲ୍ ଶତକ ମାରି କେ...
Archives


