ହୃଦୟ ଜିତିଲେ ଧୋନୀ
ଚେନ୍ନାଇ୨୮।୩: ଆଇପିଏଲର ୧୬ତମ ସଂସ୍କରଣ ଚଳିତ ବର୍ଷ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଛି। ଆଇପିଏଲ ୨୦୨୩ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କ୍ରିକେଟ ପଡ଼ିଆକୁ ଫେରିବେ। ସେ ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ...
ଗଦାଧର ସାହୁଙ୍କୁ ବ୍ରୋଞ୍ଜ୍ ପଦକ
ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଚାଲିଥିବା ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଗଦାଧର ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୫୯ କେଜି ବର୍ଗରେ ସେ ୧୩୫ କେଜି ଶକ୍ତି ଉତ୍ତୋଳନ କରି...
କିର୍ଗିଜ୍ସ୍ତାନକୁ ଭେଟିବ ଭାରତ
ଇମ୍ଫାଲ,୨୭ା୩: ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟ୍ବଲ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଭାରତ ମଙ୍ଗଳବାର କିର୍ଗିଜ୍ସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚ୍ରେ ଭାରତ ମ୍ୟାନ୍ମାରକୁ ୧-୦ରେ ପରାସ୍ତ କରିଥିଲା। ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ରେ ଅନୂ୍ୟନ ଡ୍ର ଆବଶ୍ୟକ।...
କିଟ୍କୁ ୩ ସ୍ବର୍ଣ୍ଣ ସହ ୬ ପଦକ
ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କାନୋଇଂ ଓ କାୟାକିଂ (ମହିଳା) ପ୍ରତିଯୋଗିତାରେ କିଟ୍ ପ୍ରତିଯୋଗୀ ୬ଟି ପଦକ ହାସଲ କରିଛନ୍ତି। ଏହାମଧ୍ୟରେ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ...
ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ ଡ୍ର
ଭୁବନେଶ୍ୱର, ୨ ୮।୩(କ୍ରୀଡ଼ା ପ୍ରତିନିଧି): ଫତୋର୍ଦାର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ୍ ୩-୩ ଗୋଲରେ ଡ୍ର ରହିଛି। ମ୍ୟାଚ୍ ଆରମ୍ଭରୁ ଓଡ଼ିଶା ପ୍ରାଧାନ୍ୟ ବିସ୍ତାର କରି...
କେକେଆରକୁ ମିଳିଲା ନୂଆ ଅଧିନାୟକ, ଶ୍ରେୟସଙ୍କ ସ୍ଥାନରେ ନୀତୀଶ ରାଣା
ନୂଆଦିଲ୍ଲୀ,୨୭।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ ରାଇଡର୍ସ(କେକେଆର) ନୂଆ ଅଧିନାୟକ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କୁ ଦଳର ଅଧିନାୟକତ୍ୱ ପ୍ରଦାନ କରାଯାଇଛି। ପିଠିରେ ଆଘାତ...
ଆଇସିସି ବଦଲାଇଲା ଇନ୍ଦୋର ପିଚ୍ ରେଟିଂ
ଦୁବାଇ,୨୭ା୩: ଇନ୍ଦୋର ହୋଲ୍କାର ଷ୍ଟାଡିୟମ କ୍ରିକେଟ ପିଚ୍ ରେଟିଂ ବଦଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ପକ୍ଷରୁ ଆବେଦନ ପରେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ୍ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫିର ତୃତୀୟ...
କେ.ଏଲ, ରାହୁଲଙ୍କୁ ଝଟ୍କା, ଗ୍ରେଡେଶନ ହ୍ରାସ ଯୋଗୁ କମିଲା ପାରିଶ୍ରମିକ, ରବିନ୍ଦ୍ର ଜାଡେଜାଙ୍କୁ ସର୍ବାଧିକ ଲାଭ…
କୋଲକାତା,୨୭।୩ : କେ.ଏଲ ରାହୁଲଙ୍କ ସମସ୍ୟା କମିବାର ନା ଧରୁନି। ବିସିସିଆଇର ବାର୍ଷିକ ଚୁକ୍ତି ଯୋଗୁ ଏହି ଓପନରଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୋର୍ଡ କେ.ଏଲ. ରାହୁଲଙ୍କୁ ଏ ଗ୍ରେଡରୁ ହଟାଇ ତାଙ୍କୁ ବି ଗ୍ରେଡରେ ରଖିଛି।...
ଆଇପିଏଲ ପୂର୍ବରୁ କୋହଲିଙ୍କ ନୂଆ ଅବତାର: ହାତରେ…
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଟାଟୁ ପ୍ରେମ କାହାକୁ ଅଛପା ନାହିଁ। କୋହଲି ପିଲାଦିନରୁ ଟାଟୁକୁ ଭଲ ପାଉଥିଲେ ଏବଂ ବହୁତ କମ ବୟସରୁ ତାଙ୍କ ଶରୀରରେ ଟାଟୁ କରିଆସୁଥିଲେ। ତେବେ ପିତା ହେବା ପରେ...
ବିସିସିଆଇର ବାର୍ଷିକ ଚୁକ୍ତିନାମା ଘୋଷଣା: ଉପରକୁ ଉଠିଲେ ଜାଡେଜା, ପାଣ୍ଡ୍ୟା
ନୂଆଦିଲ୍ଲୀ,୨୭।୩: ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ବିସିସିଆଇ ଘୋଷଣା କରିଛି। ଚାରି ଖେଳାଳିଙ୍କୁ ଏ+ ଗ୍ରେଡରେ ସ୍ଥାନିତ କରାଯାଇଛି। ଏଥି ସହିତ ପାଞ୍ଚ ଜଣ ଖେଳାଳିଙ୍କୁ ଏ ଗ୍ରେଡରେ ରଖାଯାଇଛି। ୬ ଜଣ...
ଏଆଇସିଏଫ୍ ସଦସ୍ୟ ହେଲା କିଟ୍ ୟୁନିଭର୍ସିଟି
ଭୁବନେଶ୍ୱର, ୨୭ା୩ (ସ୍ପୋଟର୍ସ ବ୍ୟୁରୋ): ଦେଶ ଏକମାତ୍ର ତଥା ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍)ର ସଦସ୍ୟତା ହାସଲ କରିପାରିଛି କିଟ୍ ୟୁନିଭର୍ସିଟି। ଗତ ୧୫ବର୍ଷ ହେଲା ଓଡ଼ିଶା ଓ ଭାରତରେ ଚେସ୍ ଖେଳର ପ୍ରମୋଟ କରିବାରେ...
ରାମେଶ୍ୱର ସ୍ପୋର୍ଟିଂର ବୃହତ୍ ବିଜୟ
ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି): ରାମେଶ୍ୱର ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୧୫ ବର୍ଷରୁ କମ୍ କମଳା ପରିଡ଼ା ସ୍ମାରକୀ (୫ମ ରାମେଶ୍ୱର କପ୍) କ୍ରିକେଟ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍ରେ ଅଧିନାୟକ ଶୁଭାଶିଷ ମଲିକଙ୍କ ବିସ୍ଫୋରକ ଶତକ...
Archives


