ପୁଅଙ୍କୁ ପଡ଼ିଆରେ ଦେଖି କାନ୍ଦିଲେ ସଚିନ
ମୁମ୍ବାଇ: ଆଇପିଏଲ ୨୦୨୩ର ୨୫ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୨୦ ଓଭର...
ଆଇପିଏଲର ୨୬ ତମ ମ୍ୟାଚ: ଆରଆର-ଏଲଏସଜି ମୁହାଁମୁହିଁ…
ଜୟପୁର,୧୯।୪ : ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଳଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ...
ଟ୍ରାନ୍ସ ଆଥ୍ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ୍
ମେଲବୋର୍ନ,୧୯।୪(ପି.ଟି.): ଅଷ୍ଟ୍ରେଲିଆନ୍ ବାସ୍କେଟବଲ୍ ଲିଗ୍ରେ ଜଣେ ଟ୍ରାନ୍ସ ଆଥ୍ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଛି। ଅଷ୍ଟ୍ରେଲୀୟ ମହିଳା ବାସ୍କେଟବଲ ଲିଗ୍ର ଦ୍ୱିତୀୟ ଟିଅର ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଲେକ୍ସି ରୋଜର୍ସ ନାମକ ଜଣେ ମହିଳା ଖେଳାଳି ଆବେଦନ କରିଥିଲେ। ଏକ...
କୋହଲିଙ୍କ ମ୍ୟାଚ୍ ଫି’ର ୧୦ ପ୍ରତିଶତ କଟିଲା
ବେଙ୍ଗାଲୁରୁ,୧୯।୪(ପି.ଟି.): ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଖେଳାଳି ବିରାଟ କୋହଲିଙ୍କ ୧୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି। ଆଚରଣବିଧି ଉଲ୍ଲଂଘନ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଏକ ଉଇକେଟ...
ଭେଙ୍କଟରାମ ବୈଷୟିକ ନିର୍ଦ୍ଦେଶକ
ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଏକାଡେମୀର ନୂଆ ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଭି. ଭେଙ୍କଟରାମ। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର କ୍ରିକେଟ ଆଡ୍ଭାଇଜରି କମିଟି (ସିଏସି) ଭେଙ୍କଟରାମଙ୍କୁ ଏହି ନିଯୁକ୍ତି ଦେଇଛି। ସେ ନିଜ କ୍ରିକେଟ...
ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ କଥା ହେଉଛି, ଆଇପିଏଲରେ ପ୍ରଥମ ଓ୍ବିକେଟ ନେବା ପରେ କହିଲେ ଅଜୁର୍ନ ତେନ୍ଦୁଲକର…
କୋଲକାତା,୧୯।୪ : ଆଇପିଏଲ ୨୦୨୩ ରେ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତାଇବା ପରେ ଅର୍ଜୁନ ତେନ୍ଦୁଲକର ତାଙ୍କ ପିତାଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ପ୍ରକାଶ କରିଛନ୍ତି। ଏହି ମ୍ୟାଚ ଅର୍ଜୁନଙ୍କ ପାଇଁ ସ୍ମରଣୀୟ ହେବ,...
୧୪ ରନରେ ଜିତିଲା ଏମଆଇ…
ହାଇଦ୍ରାବାଦ,୧୮।୪ : ଆଇପିଏଲ ସିରିଜ ୧୬ର ୨୫ତମ ମ୍ୟାଚରେ ମଙ୍ଗଳବାର ସନ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୧୪ ରନରେ ଜିତିଛି। ଧାର୍ଯ୍ୟ ୧୯୩ ରନର ପିଛା କରି ଏସଆରଏଚ ୧୯.୫ ଓଭରରେ ୧୦ ଓ୍ବିକେଟ ହରାଇ...
ଏସଆରଏଚକୁ ୧୯୩ ରନର ବିଜୟ ଲକ୍ଷ୍ୟ ଦେଲା ଏମଆଇ…
ହାଇଦ୍ରାବାଦ,୧୮।୪ : ଆଇପିଏଲ ସିରିଜ ୧୬ର ୨୫ତମ ମ୍ୟାଚ ମଙ୍ଗଳବାର ସନ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଛି। ଏସଆରଏଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...
ଏସଆରଏଚ ଜିତିଲା ଟସ, ପ୍ରଥମେ ବୋଲିଂ…
ହାଇଦ୍ରାବାଦ,୧୮।୪ : ଆଇପିଏଲ ସିରିଜ ୧୬ର ୨୫ତମ ମ୍ୟାଚ ମଙ୍ଗଳବାର ସନ ରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଛି। ଏସଆରଏଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି...
ଆଇପିଏଲ୍ ୨୦୨୩: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନ୍ରାଇଜର୍ସ ହାଇଦ୍ରାବାଦ
ହାଇଦ୍ରାବାଦ,୧୮।୪: ସୋମବାର ଆଇପିଏଲ୍ ୨୦୨୩ର ସିଜିନ ୧୬ର ୨୫ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨...
କେରଳରୁ ଆଉ ଏକ ସେଲ୍ କମ୍ପାନୀର ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର,୧୮।୪(ବ୍ୟୁରୋ): ଫୁଟ୍ବଲ ବେଟିଂ/ଗେମିଙ୍ଗ୍ ଆପ୍(18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଉ ଜଣେ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରିଛି। ସେ ହେଲେ କେରଳ ଥ୍ରିସୁର ଅଞ୍ଚଳର ଦିଲୀପ କୁମାର। ଅଭିଯୁକ୍ତ ଦିଲୀପ...
ଆରସିବିକୁ ହରାଇ ସିଏସକେର ଦମଦାର ବିଜୟ…..
ବେଙ୍ଗାଲୁରୁ,୧୭।୪ : ସୋମବାର ଆଇପିଏଲ ୨୦୨୩ର ସିଜନ ୧୬ର ୨୪ ତମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି)କୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ବିଜୟୀ ହୋଇଛି। ସିଏସକେ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ୍ କରିଥିଲା। ଫଳରେ ଆରସିବି...
Archives


