ଖେଳ

ପ୍ରଥମ ଓଡ଼ିଆଭାବେ ଏସିଆନ ଗେମ୍ସରେ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ ପ୍ରଣତିି

ଚାଇନାର ହାଙ୍ଗଝୋରେ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁ ଯାଉଛି ଏସିଆନ୍‌ ଗେମ୍ସର ୧୯ଶ ସଂସ୍କରଣ। ଏବେ ଏହି ମେଗା ଇଭେଣ୍ଟ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ। ଏସିଆନ ଗେମ୍ସ ଆସିଲେ ସ୍ବତଃ ଚର୍ଚ୍ଚାକୁ ଆସନ୍ତି ଓଡ଼ିଶାର କିମ୍ବଦନ୍ତୀ ଆଥଲେଟ୍‌ ପ୍ରଣତି ମିଶ୍ର।…

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୋହଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଆଇଏସ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ ମଇଦାନରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

ଇସଲାମାବାଦ,୨୨।୯: ବିଶ୍ୱକପ୍‌ ୨୦୨୩ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଶୁକ୍ରବାର ଦଳ ଘୋଷଣା କରିଛି। ବାବର ଆଜାମଙ୍କ ଅଧିନାୟିକତ୍ୱ ଦଳରେ ହସନ ଅଲିଙ୍କୁ ମଧ୍ୟ ସାମିଲ କରାଯାଇଛି। ଆହତ କାରଣରୁ ଦ୍ରୁତ ବୋଲର ନସିମ ଶାହାଙ୍କୁ ଟୁର୍ନାମେଣ୍ଟରୁ ବାଦ୍‌ ଦିଆଯାଇଛି। ଏସିଆ…

ଶ୍ରେୟସ୍‌, ସୂର୍ଯ୍ୟଙ୍କ ଉପରେ ନଜର

ମୋହାଲି,୨୨ା୯(ପି.ଟି.):ଦିନିକିଆ କ୍ରିକେଟ ବିଶ୍ୱକପର ଅନ୍ତିମ ପ୍ରସ୍ତୁତି ଭାବରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ ଭାରତ। ଶୁକ୍ରବାର ଠାରୁ ଏହି ସିରିଜ୍‌ ଆରମ୍ଭ ହେଉଥିବା ବେଳେ ଶ୍ରେୟସ୍‌ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ।…

ସେମିରେ ମହିଳା କ୍ରିକେଟ ଦଳ

ହାଙ୍ଗଝୋ,୨୨ା୯(ପି.ଟି.):ବର୍ଷା କାରଣରୁ ମାଲେସିଆ ବିପକ୍ଷ ମ୍ୟାଚ ଧୋଇ ଯାଇଥିବା ବେଳେ ଭାରତୀୟ ମହିଳା କ୍ରିକେଟ ଦଳ ଏସିଆନ୍‌ ଗେମ୍ସ ୨୦୨୩ର ସେମି ଫାଇନାଲରେ ପ୍ରବେଶ କରିଛି। ଗୁରୁବାରର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ଟି ବର୍ଷା କାରଣରୁ ୧୫ ଓଭର ବିଶିଷ୍ଟ କରାଯାଇଥିଲା। ମାଲେସିଆ…

ବାଂଲାଦେଶକୁ ହରାଇଲା ଭାରତ

ହାଙ୍ଗଝୋ,୨୨ା୯(ପି.ଟି.):ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସ ଫୁଟବଲରେ ବାଂଲାଦେଶକୁ ପରାସ୍ତ କରି ନକ୍‌ଆଉଟ ଆଶା ଉଜ୍ଜୀବିତ ରଖିଛି ଭାରତ। ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ୍‌ ବଳରେ ଶୁକ୍ରବାର ଭାରତ ୧-୦ରେ ମ୍ୟାଚ୍‌କୁ ଜିତି ନେଇଥିଲା। ପ୍ରଥମ ମ୍ୟାଚରେ ଚାଇନା ନିକଟରୁ ୫-୧ରେ…

ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଜର୍ସି ଲଞ୍ଚ୍‌

ସିଡନୀ,୨୨।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଅଷ୍ଟ୍ରେଲିଆ ଜର୍ସି ଲଞ୍ଚ୍‌ କରିଛି। ଅଷ୍ଟ୍ରେଲିଆର ଜର୍ସି ପାରମ୍ପରିକ ହଳଦିଆ ରଙ୍ଗରେ ରଖାଯାଇଛି। ଜର୍ସିର ଗୋଟିଏ ପଟେ କ୍ରିକେଟ ବିଶ୍ୱକପ ୨୦୨୩ ଲୋଗୋ ଥିବାବେଳେ ଅନ୍ୟ ପଟେ ଅଷ୍ଟ୍ରେଲିଆ କ୍ରିକେଟର…

ଅଶ୍ୱିନଙ୍କୁ ଦିନିକିଆ ଟିମ୍‌ରେ ମିଳିଛି ସୁଯୋଗ, ଦ୍ରାବିଡ କହିଲେ କାରଣ

ଚଣ୍ଡିଗଡ଼,୨୨।୯: ଭାରତୀୟ କ୍ରିକେଟ ଟିମ୍‌ ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ନିଜର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବାକୁ ଓହ୍ଲାଇବ। ଏହି ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ବରିଷ୍ଠ ଖେଳାଳିଙ୍କୁ ଆରାମ ଦିଆଯାଇଛି।…

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ମ୍ୟାଚ୍‌

ମୋହାଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ। ଆଇଏସ୍‌ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ ମଇଦାନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବିଶ୍ୱକପ୍‌ ପୂର୍ବରୁ ଉଭୟ ଟିମ୍‌ ଲାଗି ଅନ୍ତିମ…

ସୁର୍ଯ୍ୟକୁମାରଙ୍କ ଉପରେ ଅଛି ଟିମ ଇଣ୍ଡିଆର ପୂରା ଭରସା, ପ୍ରଥମ ୨ଟି ଦିନିକିଆରେ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୧।୯: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ଖେଳାଯିବ। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏହି ସିରିଜର ପ୍ରଥମ ମ୍ୟାଚରେ ରହିବେ ନାହିଁ। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଭାରତୀୟ ଦଳର ନେତୃତ୍ୱ…

ଏସିଆନ୍ ଗେମ୍ସରେ ଧ୍ବଜାବାହକ ହେବା ଗର୍ବର କଥା: ହରମନପ୍ରିତ

ନୂଆଦିଲ୍ଲୀ, ୨୧। ୯: ଏସିଆନ୍‌ ଗେମ୍ସ ୨୦୨୩ର ଉଦ୍ଘାଟନୀ ଉତ୍ସବରେ ଭାରତର ପୁରୁଷ ହକି ଦଳର ଅଧିନାୟକ ହରମନପ୍ରିତ୍ ସିଂ ଧ୍ବଜାବାହକ ହେବେ। ତେବେ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କ ସହ ସଂଯୁକ୍ତ ଭାବେ ଧ୍ବଜାବାହକ ହେବା ଗର୍ବର ବିଷୟ ବୋଲି…

ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଖେଳିବେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌, ବାଦ୍‌ ପଡିଲେ ଏହି ୨ ଖେଳାଳି

ସିଡ଼ନୀ,୨୧।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୨୨ସେପ୍ଟେମ୍ବରରୁ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛ। ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯିବ। ଏହା ପୂର୍ବରୁ ଅଷ୍ଟ୍ରେଲୀୟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଗ୍ଲେନ ମ୍ୟାକ୍ସୱେଲ ଏବଂ ମିଚେଲ ଷ୍ଟାର୍କ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?